Lifeboy ସାବୁନ୍ ରୁ ଦୁରେଇ ରୁହନ୍ତୁ , life boy ସାବୁନ କେତେ ବିଷାକ୍ତ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

0

ବର୍ତ୍ତମାନର ଏହି ଆଧୁନିକ ଯୁଗରେ ଆମକୁ ବହୁତ ସଚେତନ ରହିବାକୁ ପଡୁଛି। କାରଣ ବର୍ତ୍ତମାନର ଏହି ଆଧୁନିକ ଯୁଗରେ ସବୁବେଳେ ନୂଆ ନୂଆ ରୋଗ ସୃଷ୍ଟି ହେବାର ଲାଗିଛନ୍ତି । ଉଦାହରଣ : ବର୍ତ୍ତମାନ ସାରା ବିଶ୍ୱରେ ତାଣ୍ଡବ ରଚିବାରେ ଲାଗିଛି ଚୀନ ରୁ ଉତ୍ପତ୍ତି ହୋଇଥିବା କରନା ଭୁତାଣୁ (COVID-19)। ଯଦିଓ ସାରା ବିଶ୍ୱ ଏହି ଭୁତାଣୁ ରୁ ମୁକ୍ତି ପାଇବା ପାଇଁ ବହୁତ ଚେଷ୍ଟା ଚଳେଇଛନ୍ତି କିନ୍ତୁ ଏବେ ପର୍ଯ୍ୟନ୍ତ ଏହାର କୌଣସି ପତିଶୋଧକ ବା ଭାକସିନ ବାହାର କରିବାରେ ସମର୍ଥ ହୋଇପାରି ନାହାନ୍ତି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଏହାର ମାତ୍ର ଗୋଟିଏ ସମାଧାନ ତାହା ହେଉଛି ନିଜର ହାତ କୁ ହ୍ୟାଣ୍ଡୱାସ୍ ରେ ବାରମ୍ବାର ଧୋଇବା ଓ ସାମାଜିକ ଦୂରତା ରକ୍ଷା କରିବା ତଥା ମୁହଁରେ ମାସ୍କ ଲଗେଇବା ।


ତେବେ ଏହି ସବୁ ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ହ୍ୟାଣ୍ଡୱାସ୍ ରେ ବାରମ୍ବାର ଧୋଇବା । ସାଧାରଣ ଭାବରେ ଲୋକମାନେ ନିଜର ଦେହର ର ଯତ୍ନ ନେବା ପାଇଁ ବିଭିନ୍ନ ପ୍ରକାର ର ସାବୁନ ଏବଂ ହ୍ୟାଣ୍ଡୱାସ୍ ବ୍ୟବହାର କରିଥାନ୍ତି । ଆମ ଭାରତରେ ପ୍ରାୟ ଅଧିକାଂଶ ଲୋକ ନିଜର ସୁରକ୍ଷା ପାଇଁ ଲାଇବୟ ସାବୁନ ଏବଂ ହ୍ୟାଣ୍ଡୱାସ୍ ର ବ୍ୟବହାର କରନ୍ତି । ଏହି ଲାଇବୟ ପ୍ରଡକ୍ଟ ଟି ହିନ୍ଦୁସ୍ତାନ ୟୁନିଲିବେର କମ୍ପାନୀ ର ଅଟେ । ତେବେ ଆମେ ଆଜି ଆପଣଙ୍କୁ ଏହି ପ୍ରଡକ୍ଟ ବିଷୟରେ ଏମିତି କିଛି ଗୁପ୍ତ ତଥ୍ୟ ଦେବାକୁ ଯାଉଛୁ ଯାହା ଜାଣିଲେ ଆପଣ ମଧ୍ୟ ଏହାକୁ ବ୍ୟବହାର ଜରିବେ ନାହିଁ ।

ସୂଚନାଯୋଗ୍ୟ ଯେ , ଲାଇବୟ ସାବୁନ ଟି ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ପଦାର୍ଥ ସବୁ ହେଉଛି ସୋଡିୟମ କ୍ଳରାଇଡ଼,ତଥା ଅନେକ ସୋଡିୟମ ଯୁକ୍ତ ପଦାର୍ଥକୁ ନେଇ ଗଠିତ । ଏବଂ ଏହି ସାବୁନ ର ପ୍ୟାକେଟ ରେ ମଧ୍ୟ ଏହା ଲିଖିତ ଅଛି। ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଏହି ଏହାର TFA ।ଏହା ସମସ୍ତ ପ୍ରଡକ୍ଟ ରେ ଲେଖାଯାଇଥାଏ । ଏହି TFA ଦର୍ଶାଇ ଯିଏକି ଏକ ପ୍ରଡକ୍ଟ କେତେମାତ୍ରାରେ କିଟାଣୁ ଓ ଜୀବାଣୁ ମୁକ୍ତ କରିଥାଏ । ଆଶ୍ଚର୍ଯ୍ୟ ର କଥା ଏହି କି ଯେ ଏହି ଲାଇବୟ ସାବୁନ ରେ ମାତ୍ର ୬୦ ପତିଶତ TFA ରହିଛି କିନ୍ତୁ ବୈଜ୍ଞାନିକ ଙ୍କ ମାତରେ ଏହା ଅତ୍ୟନ୍ତ ୮୦ ପ୍ରତିଶତ ହେବା ଆବଶ୍ୟକ ।


ତଠାରୁ ବି ଅଧିକ ଗୁରୁତ୍ୱର କଥା ହେଉଛି ଯେ , ଲାଇବୟ ସାବୁନ ର ପ୍ୟାକେଟ ରେ ଲେଖାଯାଇଛି ଯେ ଏହି ସାବୁନ ଟି ଏକ ପାଇଖାନା ରେ ବ୍ୟବହୃତ ହେଉଥିବା ସାବୁନ ଅଟେ ।କିନ୍ତୁ ୟୁନିଲିବେର କମ୍ପାନୀ ଏହାକୁ ଭୁଲ ଭାବରେ ଲୋକମାନଙ୍କ ପାଖକୁ ପହଂଚାଥିବାର ଜଣାଯାଇଛି । ସେମାନେ ଏହାକୁ ଦେହରେ ଲଗେଇବା ପାଇଁ ମଧ୍ୟ ଆଡ଼ଭେଟାଇଜମେଣ୍ଟ କରନ୍ତି। ଯାହା ଫଳରେ ଆମେ ଏହାକୁ ପାଇଖାନା ରେ ବ୍ୟବହାର ନକରି ନିଜର ଦେହରେ ଗାଧେଇବା ସମୟରେ ବ୍ୟବହାର କରୁ ଯାହା ଫଳରେ ଆମକୁ ବିଭିନ୍ନ ପ୍ରକାରର ଚର୍ମରୋଗ ର ଶିକାର ହେଇଥାଉ । କିନ୍ତୁ ଏହାର ଅସଲି କାରଣ ନଜାଣିପାରି ଆମେ ଅଲଗା ଔଷଧ ସେବନ କରିଥାନ୍ତି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।