ହେ ଭଗବାନ ! ଅର୍ଥ ସାଜିଛି ବାଧକ, ଗରିବ ବାପା ପାଟିରେ ହୋଇଛି କ୍ୟାନ୍ସର, ଆପଣଙ୍କ ଗୋଟିଏ ସାହାଯ୍ୟ ଗରିବ ବାପାର ଜୀବନ ବଞ୍ଚାଇ ପାରିବ

0

କଥା ରେ ଅଛି କି ଦୁଃଖ ଦେଇ ଗଲା ଦରଦୀ ବନ୍ଧୁ ।କଣ ଆମେ ମାନେ ଯାହା ଶୁଣିଥିଲେ ତାହା କଣ ସତ କି ଯେତେବେଳେ ଦୁଃଖ ଆସେ ସେ ତାର ଘର ପରିବାରଙ୍କୁ ନେଇକି ଆସେ ।କୁହାଯାଏ କି ସୁଖ ର ରାତି ଟି ଜଲଦି ସରିଯାଏ, କିନ୍ତୁ ଦୁଃଖର ରାତି ବହୁତ୍ ଦିନ ରହିଥାଏ,ଆଉ କଣ ସବୁ ଦୁଃଖ ଭଗବାନ ଗରିବ ମାନଙ୍କ ଭାଗ୍ୟ ରେ ଦେଇଥାନ୍ତି ।ସେଇ ଦୁଃଖ ର ରାତି ଟିକୁ ସରିବା ପାଇଁ ବହୁତ୍ ଜଣ ତା ପଛରେ ଦଉଡ଼ି ଚାଲିଥାନ୍ତି,

ଆଉ କେତେ ଜଣ ସେଇ ଜୀବନର ଚଲା ପଥରେ ହାରିଯାଇ ନିଜକୁ ତ୍ୟାଗ କରିଦିଅନ୍ତି ,କିନ୍ତୁ ଏମିତି କରିବା ସମ୍ପୂର୍ଣ ଭୁଲ ଯଦି ଆମେ ସେଇ ଦୁଃଖ କୁ ଦୂରେଇବା ପାଇଁ ଲାଗି ପଡ଼ିବା ତ ଦୁଃଖ କୁ ଦୂରେଇ ପାରିବା ।ଆମ ଆଖି ଆଗରେ ଏମିତି କିଛି ଘଟଣା ଘଟି ଯାଉଚି ଯାହା ହୃଦୟ ବିଦାରକ ।ଆଜି ଆମେ ଗୋଟିଏ ଦୁଃଖୀ ପରିବାର କଥା କହିବୁ,ଯାହା ଶୁଣିଲେ ଆପଣ ମାନଙ୍କ ଆଖିରେ ପାଣି ଆସିଯିବ ।

ଏହି ଦୁନିଆରେ ଭଗବାନ୍ ଆମ କୁ ଜନ୍ମ ଦେବା ସଙ୍ଗେ ସଙ୍ଗେ ବହୁ ପ୍ରକାର ରୋଗ ମଧ୍ୟ ଦେଇଛନ୍ତି। ଯାହା ମଣିଷ କୁ ମରଣ ମୁହାଁ କୁ ଠେଲି ଦେଉଛି ଏବଂ ଏହା ସବୁଠୁ ଅଧିକା ଦାଉ ସାଜୁଛି ଗରିବ ଙ୍କ ଉପରେ । ସବୁ ରୋଗ ଭିତରୁ କ୍ୟାନସର ରୋଗ ହେଉଛି ସବୁଠୁ ଭୟଂକର ରୋଗ । ଏହି ରୋଗ ଯେତେ ଭୟଙ୍କର ସେତେ କଷ୍ଟ ଦାୟକ ମଧ୍ୟ ।ଏହି ରୋଗ ମଣିଷ କୁ ହେଲେ ମଣିଷ ସହଜ ରେ ଠିକ୍ ହେଇପାରେ ନାହିଁ ।

ରୋଗ ର ଶିକାର ହୋଇଛନ୍ତି ଭଦ୍ରକ ଜିଲ୍ଲା ର ଜଣେ ଦୁଃଖୀ ମଣିଷ ଟିଏ।ଏହି ବ୍ୟକ୍ତି ଜଣ ଙ୍କ ହେଇଛନ୍ତି ଭଦ୍ରକ ଜିଲ୍ଲା ର ସଲଗାଁ ଅଞ୍ଚଳ ର ବିବେକାନନ୍ଦ ବେହେରା।ବିବେକାନନ୍ଦ ନିଜ ର ପରିବାର ସହିତ ବାସ କରନ୍ତି। ନିଜ ର ପେଟ ପୋଷିବା ପାଇଁ ତାଙ୍କ ପାଖରେ ତାଙ୍କ ନିଜସ୍ୱ ଜମି ଖଣ୍ଡେ ମଧ୍ୟ ନାହିଁ। ପେଟ ପୋଷିବା ପାଇଁ କୂଳ ବେଉସା କରି ଚଳିବାକୁ ପଢ଼ୁଥିଲା ତାଙ୍କୁ। ଯେତିକି ରୋଜଗାର କରୁଥିଲେ ସେଠିକି ରେ ସୁଖ ଦୁଃଖରେ ଚଳୁଥିଲେ ସେ,କିନ୍ତୁ ତାଙ୍କ ପରିବାର ରେ ଲାଗିଚି ଏବେ କ୍ୟାନସର ର ଭୟ।

ଗତ ୬ ମାସ ହବ ବିବେକାନନ୍ଦ କ୍ୟାନସର ରୋଗ ରେ ପିଢିତ ଅଛନ୍ତି। ପାଖରେ ଚଳିବା ପାଇ ପଇସା ନ ଥିବା ବେଳେ କ୍ୟାନସର ଭଳି ଭୟଙ୍କର ରୋଗ କୁ ସେ କିପରି ଠିକ୍ କରିପାରିବେ।ଏବେ ଅର୍ଥ ସାଜିଛି ସବୁଠାରୁ ବଡ଼ ପ୍ରତିବନ୍ଧକ , ଅର୍ଥ ଅଭ।ବରୁ ହେଇ ପାରୁନି ବିବେକାନନ୍ଦ ଙ୍କ ର ଚିକିସ୍ୟ । ବହୁ ଆଡୁ ଚେଷ୍ଟା କଲା ପରେ ମଧ୍ୟ ସେ ନିଜର ଚିକିତ୍ସା କରିବା କୁ ଅର୍ଥ ଯୋଗାଡ଼ କରିପାରିନାହାନ୍ତି ସେ।

ସବୁ ଆଡ଼ୁ ବିଫଳ ହେବା ପରେ ସେ ଏବେ ସୋସିଆଲ ମିଡିଆ ର ସାହାଯ୍ୟ ନେଇଛନ୍ତି।ସୋସିଆଲ ମିଡିଆରେ ରେ ନିଜ ର ଦୁଃଖ କଥା ଜଣାଇ ଲୋକ ଙ୍କୁ ସାହାଯ୍ୟ ମାଗି ବାକୁ ସ୍ଥିର କରିଛନ୍ତି ସେ। ତେବେ କେତେକ ସହୃଦୟ ବ୍ୟକ୍ତି ତାଙ୍କୁ ସାହାଯ୍ୟ ର ହାତ ବଢେଇଛନ୍ତି । ଆପଣ ମାନେ ଯଦି ତାଙ୍କୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି ତାହାଲେ ଏହି ନମ୍ବର୍ ରେ ସମ୍ପର୍କ କରିବାକୁ ଅନୁରୋଧ।

IFSC NO – UCBA0000599
ACCOUNT NO -0599100010043
MOBILE NO- 8144839994

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।