ଦେଖନ୍ତୁ ଭାଇରାଲ ଭିଡିଓ ପୋଲିସ ଧରିଲା ତ ଟଙ୍କା ବଦଳରେ Kiss ଦେଇ କଲା ସମାଧାନ, ନିଆଁ ଭଳି ଭାଇରାଲ ହେଉଛି ଏହି ପୋଲିସଙ୍କ କଳାକରନାମା

0

କରୋନା ଭଳି ମହାମାରୀ ସାରା ବିଶ୍ବ ରେ ଏତେ ମାତ୍ରା ରେ ଖେଳି ଯାଇଛି ଯେ ଏଥିରୁ ବଞ୍ଚିବା କଷ୍ଟକର ହୋଇ ପଡିଛି। ସରକାର ଏଥିରୁ ବଞ୍ଚିବା ପାଇଁ ବିଭିନ୍ନ କଟକଣା ଲଗାଉଛନ୍ତି। ପୁରା ଦେଶ ଏହା ପାଇଁ ଲକ୍ ଡାଉନ୍ ହୋଇ ସଦ୍ ଡାଉନ୍ ହୋଇଥିଲା।ସର ଦେଶରେ କରୋନ ସଂକ୍ରମଣ କୁ ରୋକିବା ପାଇଁ ବିଭିନ୍ନ ବ୍ୟାପକ ପଦଷେପ ନିଆ ଯାଉଅଛି। ଦେଶ ର ଆର୍ଥିକ ପରିସ୍ଥିତି ଉପରେ ଖୁବ୍ ପ୍ରଭାବ ପକାଇଥିଲା।

ପରେ କଟକଣା ଉପରେ କୋହଳ କରା ଯାଇଥିଲା। ଲୋକେ ଘରେ ରହି ବହୁତ ହଇରାଣ ହେଉଥିଲେ। ନିଜ କାମ କରିପାରିନଥିଲେ।ସେଥି ପାଇଁ ସରକାର ଘରୁ ଯିବ ପାଇଁ ଅନୁମତି ଦେଇଥିଲେ। ହେଲେ ତାହା କୋଭିଡ୍ ଗାଇଡ୍ ଲାଇନ କୁ ଅବଲମ୍ବନ କରି ଯାତାୟତ କରିବା ପାଇଁ କହିଥିଲେ।ଅତି ଆବଶ୍ୟକ ପଡିଲେ ହି ଘରୁ ବାହାରିବା ପାଇଁ ନିୟମ ରଖା ଯାଇଥିଲା।

ତାହା ମଧ୍ୟ ମାସ୍କ , ସାନିତାଇଜ୍ ଓ ସାମାଜିକ ଦୂରତା ଅବଲମ୍ବନ କରିବାକୁ ଅନିର୍ବର୍ଯ୍ୟ କରି ଥିଲେ।ଲୋକେ ମଧ୍ୟ ନିୟମ ପାଳନ କରି ଚାଲିଥିଲେ। ଏହି ସମୟ ରେ ଜଣେ ମହିଳା କୋଭିଡ୍ ନିୟମ ପାଳନ କରି ନ ଥିବା ସତ୍ବେ ବି ପୋଲିସ୍ ତାଙ୍କ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରି ନଥିଲେ।ତେବେ ଘଟଣା ଟି କଣ ଆସନ୍ତୁ ଜାଣିବା।

ଜଣେ ପୋଲିସ୍ ଦେଶ ପାଇଁ ସମାଜ ପାଇଁ ରକ୍ଷା କବଜ ହୋଇ ଥାନ୍ତି। ଯାହା ଦ୍ଵାରା ପରିବେଶ ଓ ସମାଜ ରେ ଶୃଙ୍ଖଳା ଦେଖା ଯାଇ ଥାଏ।ପୋଲିସର ଦାୟିତ୍ୱ ଲୋକମାନଙ୍କୁ ସୁଧାରିବା ପାଇଁ, ନାହିଁ କି ନିଜେ ବିଗିଡ଼ିବା ପାଇଁ। କିନ୍ତୁ ପୁରୁରେ ଏକ ଅବିଶ୍ଵସନୀୟ ଘଟଣା ସିସିଟିଭିରେ ଦେଖାଯାଇଛି। ଯେଉଁଠି ଦେଖାଯାଇଛିକି, କିଭଳି ଭାବେ ପୋଲିସବାଲା ମହିଳାର କୋଭିଡ ନିୟମ ଭାଙ୍ଗିବା ପରେ ମଧ୍ୟ କୌଣସି ଆକ୍ସନ ନ ନେଇ ତାଙ୍କ ସହ କିସ କରି ଛାଡ଼ିଦେଇଥିଲା। ଏହି ଘଟଣାର ଯାଞ୍ଚ ଉପର ପୋ-ଲିସ ଅଫିସର ମାନେ କରୁଛନ୍ତି। କିନ୍ତୁ ଘଟଣା ପରଠାରୁ ସେହି ପୋ-ଲିସ ଜଣକ ସସ୍ପେଣ୍ଡ ହୋଇସାରିଛନ୍ତି।

ଜଣେ ପୋଲିସ ଅଫିସର ପ୍ରଥମେ କୋଭିଡ ନିୟମ ଭାଙ୍ଗିବାରୁ ମହିଳାଙ୍କର ପରିଚୟ ନିଜ ନୋଟପ୍ୟାଡ଼ରେ ଲେଖୁଥିଲେ। ଏହି ସମୟ ଭିତରେ ମହିଳା ଜଣଙ୍କ ତାଙ୍କ ନିକଟତର ହୋଇଯାଇଥିଲେ। ପରେ ପୋଲିସ ବାବୁ ନିଜର ମନବଦଳାଇ ହଠାତ କିସ କରିଥିଲେ ତାଙ୍କ ସହ। ଏହି ଘଟଣା ଟି ଟିଭି ଚ୍ୟାନେଲ ମାନେ ସେୟାର କରିଛନ୍ତି।ସେହି ପୋଲିସ ଜଣଙ୍କ ଉପରେ ପୂର୍ବରୁ କୌଣସି ଆରୋପ ଲାଗି ନଥିଲା। ଅର୍ଥାତ ତାଙ୍କର ପୋଲିସ ରେକର୍ଡ ସମ୍ପୂର୍ଣ କ୍ଲିୟର ଥିଲା। କିନ୍ତୁ ଘଟଣା ପରେ ତାଙ୍କୁ ଚାକିରୀରୁ ବାହାର କରିଦେଇଛନ୍ତି।

ଏହି ବିଷୟରେ ପୁରୁର ରାଜଧାନୀ ଲେମାର ପୋଲିସ ଅଫିସର ଯାଞ୍ଚ କରୁଛନ୍ତି। ଏହି ଘଟଣାରେ ତାଙ୍କର ନାମ ସାମ୍ନାକୁ ଆସିନାହିଁ।ଜଣେ ମିରାଫ୍ଲୋରେସ ଜିଲ୍ଲାର ସୁରକ୍ଷା ଅଧିକାରୀ। ତାଙ୍କର କହିବା ଅନୁସାରେ, ଆମର ମେୟର ଲୁଇସ ମୋଲିନା ଏହି ଘଟଣା ବିଷୟରେ ଜାଣିବା ପରେ ତୁରନ୍ତ ସେହି ପୋଲିସ ଅଫିସରଙ୍କୁ ସସ୍ପେଣ୍ଡ କରିବାର ଆଦେଶ ଦେଲେ। କାରଣ ଜଣେ ପୋ-ଲିସ କୋଭିଡ ନିୟମ ଭାଙ୍ଗିଥିବା ମହିଳାଙ୍କୁ ଛାଡ଼ିବା ସହ ମାସ୍କ କାଡ଼ି ମହିଳାଙ୍କୁ କିସ ମଧ୍ୟ କରିଥିଲେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।