ଦେଖନ୍ତୁ ଭିଡିଓ – ବସ୍‌ଙ୍କ ସହିତ ମିଟିଙ୍ଗ୍‌ ଚାଲିଥିବା ବେଳେ ଚୁମ୍ୱନ ଦେବାକୁ ଦୌଡ଼ି ଆସିଲେ ସ୍ତ୍ରୀ, ଭିଡିଓ ହେଲା ଭାଇରାଲ୍

0

ଆଜି କାଲିର ଯୁଗ ରେ ସବୁ କିଛି ନିଆରା କାର୍ଯ୍ୟ ଚାଲିଚି ।ନିଜ ଭିତରେ ଲାଜ ଲଜ୍ୟା ସମସ୍ତେ ଭୂଲି ଯାଉଛନ୍ତି ।କେହି ନିଜକୁ ଆୟତରେ ରଖି ପାରୁ ନାହାନ୍ତି ।ନିଜକୁ କଉ ସ୍ଥାନ ରେ କେମିତି ରଖିବା ପାଇଁ ପଡିବ ଏ ସବୁ ସମସ୍ତେ ଭୁଲି ଯାଉଛନ୍ତି ।ଏ ହଉଚି ସୋସିଆଲ ମିଡ଼ିଆ ଯୁଗ ଏହି ଠାରେ ନିଜକୁ ଜଗି ରଖି ଚାଲିବା ପାଇଁ ପଡିବ ହେଲେ ଆଜି କାଲି କ ନାରୀ ଓ ପୁରୁଷ ମାନେ ଦୁନିଆ ଆଗରେ ଏମିତି ହଉଛନ୍ତି ଯାହା ପାଇଁ ଅନ୍ୟ ମାନଙ୍କର ଲଜ୍ୟା ରେ ମୁଣ୍ଡ ନହି ଯାଉଚି ।

ଆଜି ଆପଣ ମାନଙ୍କୁ ଏତେ ସବୁ କଥା କହିବାର କାରଣ ହଉଚି କି ଏମିତି କିଛି ଘଟଣା ଘଟିଛି ଗୋଟିଏ ସ୍ଥାନ ରେ ।ଯାହା ଆପଣଙ୍କ ମୁଣ୍ଡ ନୁହାଇ ଦେବ ।ତେଣୁ ସେଇ କଥା ଟି ଏବେ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ନଜିର ଆସିଛି ।ଏମିତି ଶିକ୍ଷକ ସହ ଛାତ୍ରୀ ଙ୍କ ର ପ୍ରେମ କରିବା ଭି ଜଣା ଶୁଣା କଥା ହେଇ ଗଲାଣି ।ଆଜି କ କଥା ଟି ହଉଚି ନୂଆଦିଲ୍ଲୀ ର ।

ବସ୍‌ଙ୍କ ସହିତ ମିଟିଙ୍ଗ୍‌ ଚାଲିଥିବା ବେଳେ ଚୁମ୍ୱନ ଦେବାକୁ ଦୌଡ଼ି ଆସିଲେ ସ୍ତ୍ରୀ।ନୂଆଦିଲ୍ଲୀ ରେ ସୋସିଆଲ୍ ମିଡିଆ ରେ ଏବେ ଏକ ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି । ଯେଉଁଥିରେ ଜଣେ ବ୍ୟକ୍ତି ଲାଇଭ୍‌ ମିଟିଙ୍ଗ୍‌ କରୁଥିବା ନଜର ଆସୁଛନ୍ତି । ଏହି ସମୟ ରେ ତାଙ୍କର ପତ୍ନୀ ତାଙ୍କୁ ଚୁମ୍ୱନ ଦେବାକୁ ପ୍ରୟାସ କରୁଛନ୍ତି ।

ଉକ୍ତ ବ୍ୟକ୍ତି ମିଟିଙ୍ଗ୍‌ ରେ ପ୍ରେଜେଣ୍ଟେସନ୍‌ ଦେଉଥିବା ସମୟ ରେ ଏହି ଘଟଣା ଟି ଘଟୁଥିବା ଦେଖିବାକୁ ମିଳିଛି ।ଖାସ୍‌ କଥା ହେଉଛି କି, ଏହି ଭିଡିଓ ଟି କୁ ଭାରତୀୟ ପୋଲିସ୍‌ ସେବା ବା ଆଇପିଏସ୍‌ ଅଧିକାରୀ ରୁପିନ୍‌ ଶର୍ମା ତାଙ୍କ ଟ୍ୱିଟର୍‌ ହ୍ୟାଣ୍ଡେଲ୍‌ ରେ ସେୟାର କରିଛନ୍ତି ।

ଏହାର କ୍ୟାପ୍ସନ୍‌ ରେ ସେ ୱାର୍କ ଫର୍ମ ହୋମ୍‌ ବା ଘରେ ରହି କାମ କରିବା ଲେଖି ସେୟାର କରଛନ୍ତି । ଭିଡିଓ ରେ ବ୍ୟକ୍ତି ମି଼ଟିଂରେ ବ୍ୟସ୍ତ ଥିବା ସମୟରେ ତାଙ୍କ ସାଇଡ୍‌ ରୁ ପତ୍ନୀ ଆସି ତାଙ୍କୁ ଚୁମ୍ୱନ ଦେବାକୁ ପ୍ରୟାସ କରିଛନ୍ତି ଏବଂ ସେ ପାଖେଇ ଯାଉଥିବା ବେଳେ ତାଙ୍କୁ ତାଗିଦ୍‌ କରିବା ଭଳି ଦେଖୁଛନ୍ତି । ସେହି ସମୟ ରେ ସେ ପତ୍ନୀ ଙ୍କୁ କହିଛନ୍ତି ଯେ, ବର୍ତ୍ତମାନ ସେ ଅନ୍‌ ଏୟାରରେ ଅଛନ୍ତି । ଏ ସବୁ କଣ ! ପତ୍ନୀ ଏହା ଦେଖି ହସୁଥିବା ଦେଖାଯାଉଛି । ଏହାପରେ ପୁନର୍ବାର ବ୍ୟକ୍ତି ମିଟିଙ୍ଗ୍‌ ରେ ଯୋଗ ଦେଉଥିବା ଦେଖାଯାଉଛି ।

ଭିଡିଓ ଭାଇରାଲ୍‌ ହେବା ପରେ ସୋସିଆଲ ମିଡିଆ ବ୍ୟବହାର କାରୀ ଟିପ୍ପଣୀ ଉପରେ ଟିପ୍ପଣୀ ଦେଉଥିବା ଦେଖାଯାଉଛି । ଜଣେ ୟୁଜର୍‌ ଏହା ପତ୍ନୀ ର ପତି ପ୍ରତି ପ୍ରେମ ବୋଲି କହିଛନ୍ତି ।ତେବେ କରୋନା କାରଣ ରୁ ବର୍ତ୍ତମାନ ପର୍ଯ୍ୟନ୍ତ କିଛି  କମ୍ପାନୀ ର ୱାର୍କ ଫ୍ରମ୍‌ ହୋମ୍‌ ଚାଲିଛି ।

ବିଭିନ୍ନ ମିଟିଙ୍ଗ୍‌ ଅନ୍‌ଲାଇନ୍‌ ରେ କରାଯାଉଛି । ଏଥି ମଧ୍ୟରେ ଏହି ଭିଡିଓଟି ଭାଇରାଲ୍‌ ହେବା ରେ ଲାଗିଛି ।ତେବେ ଏମିତି ଲୋକ ଦେଖା ପ୍ରେମ ପାଇଁ ବହୁ ଜଣଙ୍କୁ ଏମିତି ଭୋଗିବା ପାଇଁ ପଡୁଛି ।ତେବେ ୟା ପାଇଁ ମଧ୍ୟ ବହୁତ୍ କିଛି କମେଣ୍ଟ୍ ଆସିଛି ଯାହା କୁ ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।