ajira anuchinta – ଧାତୁ ନଷ୍ଟ ହେଉଛି କି କରନ୍ତୁ ଏହି ଉପାୟ 100 % ମୁକ୍ତି ମିଳିବ

0

ଭଗବାନ ଏହି ସଂସାର କି ସୃଷ୍ଟି କରିବା ସମୟରେ ମଣିଷ କୁ ଭିନ୍ନ ଓ ନିଆଁର ରୂପରେ ଗଢିଛନ୍ତି । ଆଉ ଯଦି ଆପଣ ସମାଜର ନୀତିନିୟମ କୁ ଦେଖିବେ ତ ମଣିଷ ହେଉଛି ଏକ ମାତ୍ର ପ୍ରାଣୀ ଯିଏକି ସମସ୍ତ ନୀତିନିୟମ ଦ୍ବାରା ବନ୍ଧା ହୋଇଥାଏ। ଆମର ସଂସ୍କୃତି ଓ ପରମ୍ପରା ଅନୁସାରେ ଆମକୁ ଏକ ସମାଜରେ ବସବାସ କରିବା ପାଇଁ କେତକ ନିତି ଦିନିଆ ପ୍ରଥା କି ମାନିବାକୁ ହୋଇଥାଏ ଏବଂ ଏହାକୁ ନମାନିବା କାରଣ ରୁ ଆମକୁ ବହୁତ ଅସୁବିଧା ର ସମ୍ମୁଖିନ ମଧ୍ୟ ହେବାକୁ ପଡିଥାଏ । ତେବେ ଆମେ ଆଜି ଆପଣଙ୍କୁ ଏହି ପରି ଏକ ନିୟମ ବିଷୟରେ ଜଣେଇବୁ ଯାହାକି ଆପଣଙ୍କୁ ଏକ ସୁଖ ଶାନ୍ତି ର ଜୀବନ ଦେବାରେ ସାହାଯ୍ୟ କରିବ ।

୧.ଯଦି ଆପଣଂକୁ ରାତିରେ ଠିକ ଭାବରେ ନିଦ ହେଉନାହିଁ ତେବେ ଶୋଇବା ପୂର୍ବରୁ ସୋରିଷ ତେଲରେ ଲେମ୍ବୁ ରସ ମିଶାଇ ପାଦ ତଳେ ମାଲିସ କରନ୍ତୁ ।ଏପରି କରିବା ଦ୍ୱାରା ଭଲ ନିଦ ହୋଇଥାଏ ।

୨.ଯଦି ବହୁତ କମ ବୟସରେ ଆପଣଙ୍କ ର କେଶ ପାଚିବାରେ ଲାଗୁଛି ତେବେ ଆପଣ ନିଜ ଖାଦ୍ୟରେ ଦୁଇ ମାସ ପର୍ଯ୍ୟନ୍ତ ହିଡିମିଞ୍ଚା ଶାଗ କୁ ଆଡ କରନ୍ତୁ। ଏହା ଦ୍ୱାରା କେଶ ପାଚିବା ବନ୍ଦ ହେବା ସହ କେଶ ର ଅନ୍ୟାନ୍ୟ ସମସ୍ୟା ମଧ୍ୟ ସମାଧାନ ହୋଇଥାଏ।

୩.ଯଦି ଆପଣଙ୍କ ଶ୍ଵାସ ଜନିତ ରୋଗ ବଢ଼ିବାରେ ଲାଗୁଛି ତାହେଲେ ପାଚିଲା କଦଳୀ ରେ ଗୋଲ ମରିଚ ମିଶାଇ ଖାଆନ୍ତୁ।

୪.ଘରର କବାଟ କୁ କେବେବି ଗୋଡ଼ ରେ ଖୋଲନ୍ତୁ ନାହିଁ କିମ୍ବା ବନ୍ଦ କରନ୍ତୁ ନାହିଁ । ଏପରି କରିବା ଦ୍ୱାରା ଘର ଲୋକଙ୍କର ମାନସିକ ସ୍ଥିତି ଭଲ ରହିନଥାଏ।

୫.ଘରର ମହିଳା ମାନେ ଘରର କବାଟ କୁ ଲାଗି ଭୁଲ ରେ ବି ଖାଦ୍ୟ ସେବନ କରନ୍ତୁ ନାହିଁ ।ଏପରି କରିବା ଦ୍ୱାରା ଘରେ ଦାରିଦ୍ର୍ୟତା ର ଆଗମନ ହୋଇଥାଏ।

୬.ଘରେ ଝାଡୁ ସର୍ବଦା ଉତ୍ତର ପଶ୍ଚିମ କୁ ରଖନ୍ତୁ ଏବଂ ଏହାକୁ ସବୁବେଳେ ଲୁଚେଇ ରଖିବା ଶୁଭ ହୋଇଥାଏ।

୭.ମନେ ରଖନ୍ତୁ କି ଶିବ ଙ୍କର ପୂଜାରେ କେବେବି ଖସା ଲୋଡୁ ଏବଂ ତୁଳସୀ ପତ୍ର ବ୍ୟବହାର କରନ୍ତୁ ନାହିଁ ।ଏବଂ ଶଙ୍ଖ ମଧ୍ୟ ବଜାଯାଏ ନାହିଁ ।ଏହା ଅଶୁଭ ହୋଇଥାଏ।

୮.ବିବାହିତ ମହିଳା ମାନେ କେବେବି ନିଜର କାଜଲ , ବିନ୍ଦି ,ଅଳତା , ସିନ୍ଦୁର ଏବଂ ମେହେନ୍ଦୀ କୁ ଅନ୍ୟ କାହାକୁ ପିନ୍ଧିବା କୁ ଦିଅନ୍ତୁ ନାହିଁ।ନଚେତ ଆପଣଙ୍କ ପ୍ରତି ସ୍ଵାମୀ ଙ୍କର ଆକର୍ଷଣ କମିଯିବ।

୯.ସୂର୍ଯ୍ୟ ଙ୍କୁ ଜଳ ଅର୍ପଣ କରିବା ସମୟରେ ସର୍ବଦା ତମ୍ବା ଠାଳ ଏବଂ ଲାଲ ମନ୍ଦାର ଫୁଲ ନିଅନ୍ତୁ ଏହା ବହୁତ ଶୁଭ ହୋଇଥାଏ।

୧୦.ଗାଧେଇବା ସମୟରେ ସର୍ବଦା ପୁର୍ବ ଦିଗ କୁ ମୁହଁ କରି ଗାଧେଇବା ଆବଶ୍ୟକ ।ଏପରି କରିବା ଦ୍ୱାରା ଭଗବାନ ଙ୍କର ଆଶୀର୍ବାଦ ମିଳିବା ସହ ଘରର ମଙ୍ଗଳ ହୋଇଥାଏ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।