କେଉଁ ଦେଶର ମହିଳାମାନେ ସବୁଠାରୁ ସୁନ୍ଦରୀ ହୋଇଥାନ୍ତି ?ଯାହାର ଉତ୍ତର 99 ପ୍ରତିଶତ ଲୋକଙ୍କୁ ଜଣା ନାହିଁ , ସାହାସ ଅଛି ଯଦି ଉତ୍ତର ଦିଅ

0

ଆମେ ମାନେ ତ ଜାଣିଥିବା ଆଜି କାଲି ର ଦୁନିଆ କେତେ ମାତ୍ରା ରେ ଶିକ୍ଷିତ ହେଲାଣି।ଆଜି ର ଦୁନିଆରେ ଆଉ କେହି ବି ଅଶିକ୍ଷିତ ନାହାଁନ୍ତି, ଆମେ ଯଦି ଦେଖିବା ଆଜି କାଲି ଯିଏ ଅଟୋ ଚଲଉଥିବ ସିଏ ବି ଇଂରାଜୀ ରେ କଥା କହୁଥିବ। ତେବେ ଆଜି ର ଦୁନିଆରେ ପାଠ ପଢିବା, ଶିକ୍ଷିତ ହେବା ଖଣ୍ଡେ ଭଲ ଚାକିରି ପାଇବା ବହୁତ କଷ୍ଟ ହୋଇଗଲାଣି।

ତେବେ ଆମେ ମାନେ ଦେଖିବାକୁ ପାଉଥିବା ଯୁଆଡେ ଗଲାବେଳକୁ ଏବେ ସବୁଆଡେ ଲୋକ ମାନେ ଆମର ବୁଦ୍ଦି ର ପରୀକ୍ଷା କରୁଛନ୍ତି, ଯାହାର ଉତ୍ତର ଆମେ ମାନେ କେବଳ ବୁଦ୍ଧି ମାଧ୍ୟମରେ ହିଁ ଦେଇପାରିବା। ଆମେ ଯଦି କୌଣସି ଏକ ଜବ୍ ପାଇଁ ଏନ୍ଟ୍ରାନ୍ସ ଦେବାକୁ ଯାଉଛେ ତେବେ ସେଠାରେ ବି ଆମର ବୁଦ୍ଧି ର ପରୀକ୍ଷା କରୁଛନ୍ତି। ଆମ ମାନଙ୍କୁ ସେହି ସବୁ ର ଉତ୍ତର ଆମ ବୁଦ୍ଧି ସାହାର୍ଯ୍ୟ ରେ ହିଁ ଦେବାକୁ ପଡିଥାଏ।

ସେହି ସବୁ ପ୍ରଶ୍ନ ର ଉତ୍ତର ବହୁତ ମଜାଳିଆ ଅଟେ ଯାହାର ଉତ୍ତର ଖୋଜିବା ପାଇଁ ଆମ ମାନଙ୍କୁ ମଜା ମଧ୍ୟ ଲାଗିଥାଏ। ତାହାଲେ ଆପଣ ମାନେ ଜାଣି ପାରୁଥିବେ ଆମ ମାନଙ୍କ ପାଇଁ ଜେନେରାଲ୍ ନୋଲେଜ୍ ର କେତେ ଆବଶ୍ୟକତା ରହିଛି। ଆମେ ଆଜି ଆପଣ ମାନଙ୍କୁ ସେହିପରି କିଛି ଜେନେରାଲ୍ ନୋଲେଜ୍ ଏବଂ ତାର ଉତ୍ତର ସମ୍ପର୍କରେ କହିବୁ, ଯାହାକି ବହୁତ ମଜାଳିଆ ମଧ୍ୟ।

ତେବେ ଆମ ଦେଶ ରେ ଅନେକ କିଛି ସ୍ଥାନ ରେ ଅନେକ୍ କିଛି ଜିନିଷ ରହିଛି,ଯାହା ଆମ ଦେଶ ର ଅଗ୍ର ଗତି ରେ ସାହାଯ୍ୟ କରେ, ଯାହା ଜାଣିବା ଆମର ନିହାତି ଆବଶ୍ୟକ । ତେବେ ଏହା ଅନେକ ସମୟ ର୍ ଆମ କାମ ରେ ଆସି ଥାଏ। ତେବେ ଆଜି ଆମେ ମଜାଳିଆ କଥା ସମ୍ପର୍କ ରେ କିଛି ପ୍ରଶ୍ନ ଓ ଉତ୍ତର ଜାଣିବା।

1.କେଉଁ ଗଛରେ କାଠ ନଥାଏ ?

ଉତ୍ତର – କଦଳୀ

2.ଭାରତ ଓ ପାକିସ୍ଥାନ ମଧ୍ୟରେ ପ୍ରଥମ ଯୁଧ୍ୟ କେଉଁ ମସିହାରେ ହୋଇଥିଲା ?
ଉତ୍ତର:-୧୯୬୫ ମସିହାରେ ହୋଇଥିଲା

3.ବାଂଲାଦେଶକୁ ସମର୍ଥନ କରୁଥିବା ସମୟରେ ସେ କେଉଁ ସମୟରେ ପାକିସ୍ଥାନ ଓ ଭାରତ ମଧ୍ୟରେ ଯୁଧ୍ୟ ହୋଇଥିଲା ?
ଉତ୍ତର:-୧୯୭୧ ମସିହାରେ ଯୁଧ୍ୟ ହୋଇଥିଲା

4.୧୯୧୪ ମସିହାରେ ହୋଇଥିବା ବ୍ରିଟେନ ଓ ଜର୍ମାନୀ ମଧ୍ୟରେ କେଉଁ ଯୁଧ୍ୟ ହୋଇଥିଲା ?
ଉତ୍ତର:-ପ୍ରଥମ ବିଶ୍ଵ ଯୁଧ୍ୟ ହୋଇଥିଲା

5.ଉଦ୍ଭିଦ ମଧ୍ୟରେ ଜଳ ସଂବାହିତ କାହା ମାଧ୍ୟମରେ ହୋଇଥାଏ ?
ଉତ୍ତର:-ଜାଇଲେମ ମାଧ୍ୟମରେ ହୋଇଥାଏ

6.ଉଦ୍ଭିଦର ଖାଦ୍ୟ ପରିବହନ କାହା ମାଧ୍ୟମରେ ହୋଇଥାଏ ?
ଉତ୍ତର:-ଫ୍ଲୋଏମ ମାଧ୍ୟମରେ ହୋଇଥାଏ

7.ଖାଦ୍ୟ ତିଆରି କରିବା ସମୟରେ ଉଦ୍ଭିଦ ବାୟୁରୁ କଣ ଗ୍ରହଣ କରିଥାଏ ?
ଉତ୍ତର:-ଅଙ୍ଗାରକାମ୍ଳ ଗ୍ୟାସ ଗ୍ରହଣ କରିଥାଏ

8.କେଉଁ ଜୀବ ତାର ମୁହଁରେ ଛୁଆ ଜନ୍ମ କରିଥାଏ ?
ଉତ୍ତର:-Gastric-brooding Frog ଆଖି ନିଜ ମୁହଁରେ ଛୁଆ ଜନ୍ମ କରିଥାଏ

9.ଚନ୍ଦ୍ରମା ରେ ଧୂଳିର ପଡିଆକୁ କଣ କୁହାଯାଏ?
ଉତ୍ତର-ଶାନ୍ତି ସାଗର

10.ବିଶ୍ୱରେ ସବୁଠାରୁ ବେଶୀ ମୋବାଇଲ ଫୋନ କେଉଁ ଦେଶରେ ତିଆରି କରାଯାଇଥାଏ?
ଉତ୍ତର-ଚୀନରେ

11 . କେଉଁ ଦେଶର ମହିଳାମାନେ ସବୁଠାରୁ ସୁନ୍ଦରୀ ହୋଇଥାନ୍ତି ?
ଉ: ଭାରତର ମହିଳାମାନେ ସବୁଠାରୁ ସୁନ୍ଦରୀ ହୋଇଥାନ୍ତି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।