ଦେଖନ୍ତୁ ଭିଡ଼ିଓ – ଘର ପଛ ପଟେ ନୂଆ ବାହା ହୋଇଥିବା ବୋହୂ ସହିତ ପ୍ରେମିକର ଚାଲିଥିଲା ରାସଲୀଳା, ସମ୍ପର୍କୀୟ ଲୋକ ଭିଡ଼ିଓ କରି ସୋସିଆଲ ମିଡିଆରେ କରିଦେଲା ଭାଇରାଲ…

0

ଏହି ଦୁନିଆ ରେ ବିବାହ ଏକ ପବିତ୍ର ବନ୍ଧନ ହୋଇଥିବା ବେଳେ ଲୋକେ ଏହା କୁ କଣ୍ଢେଇ ଖେଳ ସହିତ ସମାନ କରିଦେଇଛନ୍ତି। ବାହାଘର ରେ ଭଗବାନ କୁ ସାକ୍ଷୀ ରାଖୀ ନେଇଥିବା ଶପଥ କୁ ମିଛ ପ୍ରେମ ପାଏ ଭୁଲି ଯାଉଛନ୍ତି।ଆଉ ଏହି କାରଣ ପାଇଁ ସମାଜ ରେ ଦିନ କୁ ଦିନ ଘଟିଛି ବହୁ ନିନ୍ଦନୀୟ ଘଟଣା,ଯାହା ଖାଲି ଆମି ସମାଜ କୁ ନୁହେଁ ଆମ ଆମ ସଂସ୍କୃତି କୁ ମଧ୍ୟ ଲଜ୍ଜିତ କରିଛି।

ଆଜି ଆମ ଆଗରେ ଠିକ୍ ଏହି ପରି ଏକ ଘଟଣା ଘଟିଛି ଯାହା ଆପଣ ସୁନିଲେ ଲଜ୍ଜିତ ହୋଇଯିବେ।ଏହିପରି ଏକ ଘଟଣା ଘଟିଚି ଅନୁଗୋଳ ଜିଲ୍ଳା ରେ ଆସନ୍ତୁ ଜାଣିବା ପୁରା ଘଟଣା।ଅନୁଗୋଳ ଜିଲ୍ଳା ଅନର୍ଗତ ଆଠମାଳୀ ଗ୍ରାମରେ ଦେଖିବା କୁ ମିଳିଛି।

ମହିଳା ଜଣ ଙ୍କ ୫ବର୍ଷ ତଳେ ବିବାହ କରିଥିଲେ। ସ୍ବାମୀ ଙ୍କ ର ଚାକିରି ଯୋଗୁ ତାଙ୍କ ସ୍ବାମୀ ବାହାରେ ରହୁଥିଲେ। ମହିଳା ଜଣଙ୍କର ଗୋଟେ ୪ବର୍ଷ ର ଶିଶୁ ମଧ୍ଯ ଅଛି। ସ୍ବାମୀ ଙ୍କ ର ବାହାରେ ରହିବା ସୁଯୋଗ ର ଫାଇଦା ଉଠାଇ ମହିଳା ଜଣ ଙ୍କ ମିସ୍ କଲ୍ ରେ ଏକ ଯୁବକ ଙ୍କ ସହିତ ପ୍ରେମ କରୁଥିଲେ। ଏହି ପ୍ରେମ ଦିନ କୁ ଦିନ ବଢ଼ିବାରେ ଲାଗିଥିଲା ଏବଂ ଧିରେ ଧିରେ ମିସ କଲ ରୁ ଆରମ୍ଭ ହୋଇଥିବା ପ୍ରେମ ନିବିଡ ସଂପର୍କରେ ପରିଣତ ହୋଇଥିଲା।

ଅଜଣା ଯୁବକ ଜଣକ ବହୁ ବାର ଉକ୍ତ ମହିଲା ଙ୍କ ଘରକୁ ଯିବା ଆସିବା ମଧ୍ୟ କରୁଥିଲେ । ଦିନେ କେହି ନଥିବା ସମୟ ରେ ସେ ତାଙ୍କ ପ୍ରେମିକ ଙ୍କ ସହିତ ତାଙ୍କ ରୁମ୍ ରେ ଅଶ୍ଲୀଳ କାର୍ଯ୍ୟ କରୁଥିଲେ।

ଏହି ସମୟ ରେ ମହିଳା ଜଣ ଙ୍କର ଶଶୁର ତାଙ୍କୁ ଦେଖି ଦେଇଥିଲେ ଓ ଏହା ପରେ ସେ ଦୁହେଁ ଙ୍କୁ ସେ ସେଇ ରୁମ୍ ରେ ବନ୍ଦ କରିଦେଇ ତାଲା ପକାଇ ଦେଇ ଥିଲେ ଓ ସମସ୍ତ ଘର ଲୋକ ଙ୍କୁ ଡାକି ଦେଇଥିଲେ। ସବୁ ଘର ଲୋକ ଦୁହେଁ ଙ୍କୁ ବହୁତ ମାଡ଼ ମାରିଥିଲେ, ଆଉ ବହୁତ କଥା ମଧ୍ୟ କହିଥିଲେ। ଏହା ପରେ ପୋଲିସ୍ କୁ ଖବର ନଦେଇ ଦୂହେଁ ଙ୍କୁ ନେଇ ଗ୍ରାମ ମଝିରେ ଛିଡ଼ା କରି ବହୁତ ଅପମାନ କରିଥିଲେ। ଏବଂ ମହିଳା ଜଣ ଙ୍କ ର ସ୍ବାମୀ ଙ୍କୁ ଏହି କଥା ମଧ୍ୟ ଜଣ ଯାଇଥିଲା।

ମହିଳାଙ୍କ ର ବାପା ଘର ଆଉ ଶାଶୁ ଘର ଲୋକେ ସବୁ ଲୋକ ଙ୍କ ଉପସ୍ଥିତି ରେ ଦୁହେଁ ଙ୍କୁ ଗ୍ରାମ ର ଏକ ମନ୍ଦିର ରେ ବିବାହ କରାଯାଇଥିଲା ,କିନ୍ତୁ ବାପା ଘର ଶାଶୁ ଘର ତରଫ ରୁ ଥାନା ରେ କୌଣସି ଏତଲା ଦାଖଲ କରି ନଥିଲେ । ସତରେ ମଣିଷ ଦିନ କୁ ଦିନ କେତେ ତଳ କୁ ଖସି ଯାଉଛି ପବିତ୍ର ସମ୍ପର୍କ ରଖିବା ବାହା ନାଁ ରେ ଅନୈତିକ କାର୍ଯ୍ୟମାନ କରି ବସୁଛନ୍ତି। ଦେହ ର ଟିକେ ଲାଳସା ପାଇଁ ସୁଖର ସଂସାର କୁ ନଷ୍ଟ କରିଦେଉଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।