ଦେଖନ୍ତୁ ଅଦ୍ଭୁତ ଭିଡିଓ । ପିଲା ହେବା ପାଇଁ ମହିଳାଙ୍କ ଉପରେ କରୁଛନ୍ତି ଏମିତି, ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ

0

ଆଜି ର ଏହି ସମାଜ ଶିକ୍ଷିତ ହୋଇ ଗଲାଣି, ଆଉ ଏହି ସମାଜ ରେ ଆଧୁନିକତା ମଧ୍ୟ ଦେଖା ଦେଲାନି। ତେବେ ଏହି ଆଧୁନିକ ସମାଜ ରେ ରହୁ ଥିବା ଲୋକ ମାନେ ମଧ୍ୟ ବହୁତ ସ୍ମାର୍ଟ ଓ ଆଧୁନିକ ହୋଇ ଗଲେଣି,ଆଉ କେହି ଅଶିକ୍ଷିତ ହୋଇ ନାହାନ୍ତି । ଆଜି ର ସମାଜ ଉନ୍ନତି ପଥରେ ଯାଉଛି ସତ ,କିନ୍ତୁ ଆଜି ର ଲୋକର ଚିନ୍ତାଧାରା ନୀଚ ରହିଛି। ସମାଜରେ ଏବେ ବି ଅନ୍ଧ ବିଶ୍ୱାସ ଭରି ରହିଛି,ଯାହା ଦ୍ୱାରା ଏଥି ପାଇଁ ଅନେକ ଲୋକ ଅସୁବିଧା ରେ ପଡୁଛନ୍ତି।

ସମାଜ ରେ ଅନେକ ସମସ୍ୟା ରେ ସମୁଖୀନ ହେଉଛନ୍ତି। ତେବେ ଏହି ଅନ୍ଧ ବିଶ୍ୱାସ ର ଫାଇଦା ଉଠାଇ ଅନେକ ଲୋକ ଭଣ୍ଡ ବାବା ସାଜି ଥାନ୍ତି,ଆଉ ଲୋକ ଙ୍କୁ ମିଛ କହି ଅନେକ ଅନ୍ୟାୟ କାର୍ଯ୍ୟ କରାଇ ଥାନ୍ତି।ତେବେ ଯାହା ଦ୍ୱାରା ଅନେକ ଲୋକ ଙ୍କର ଏଥି ରେ କ୍ଷତି ହୋଇ ଥାଏ।

ତେବେ ସମାଜ ରେ ଏହି ଅନ୍ଧ ବିଶ୍ୱାସ ଅନେକ ବଢ଼ି ଯାଉଛି। ପ୍ରତିଦିନ ଅନେକ ଘଟଣା ଦେଖିବାକୁ ମିଳି ଥାଏ,ଯାହାର କୌଣସି ସମାଧାନ ହୋଇ ପାରୁ ନାହିଁ କି ଲୋକ ଙ୍କ ଚିନ୍ତାଧାରା ବଦଲୁ ନାହିଁ।ତେବେ ଏମିତି ଘଟଣା ଆମ ସମାଜ୍ ପାଇଁ ବହୁତ ହାସ୍ୟାସ୍ପଦ ହୋଇ ଥାଏ।ଅନେକ ଲୋକ ଏହାର ମଜା ନିଅନ୍ତି। ହେଲେ ଅନେକ୍ ଲୋକ ଏସବୁ ପାଇଁ ବହୁତ ଅପମାନିତ ହୁଅନ୍ତି। ତେବେ ଏମିତି ସବୁ କାର୍ଯ୍ୟ କରିବା ଉଚିତ ନୁହଁ। ଏହା ସମାଜ ଉପରେ ଏକ ଖରାପ ପ୍ରଭାବ ପଡିବ।

ତେବେ ଆଜିର ସମାଜ ଲୋକ ମାନଙ୍କ ମନ ରେ ଖାଲି ଅନ୍ଧ ବିଶ୍ୱାସ ନୁହଁ , ପୁଅ ଓ ଝିଅ ଭିତରେ ଅନେକ ତଫାତ ପ୍ରସ୍ତୁତ କରିଛନ୍ତି। ତେବେ ଆଜିର ସମାଜ ରେ କେହି ବି ଝିଅ ଜନ୍ମ ହେବାକୁ ପସନ୍ଦ କରୁ ନାହାନ୍ତି। ଝିଅ ଜନ୍ମ ହେବାକୁ ପାପ ବୋଲି ଭାବୁଛନ୍ତି,ଯାହା ଦ୍ୱାରା ଆଜି ଝିଅ ମାନଙ୍କ ପ୍ରତି ସବୁ ସମୟରେ ଅନ୍ୟାୟ ଅତ୍ୟାଚାର ହୋଇ ଚାଲିଛି। ତେବେ ଅନେକ ଲୋକ ପୁଅ ଜନ୍ମ ପାଇଁ ଅନେକ ପୂଜା ପାଠ କରନ୍ତି । ତେବେ ସେମିତି ଏକ ଘଟଣା ଟି ଦେଖିବାକୁ ମିଳିଛି,ଯାହା ଆଧୁନିକ ମଣିଷ କୁ ଲୋକହସା କରାଉଛି।

ପୁତ୍ର ସନ୍ତାନ ପାଇଁ ଛତିଶଗଡ଼ ରେ ଦେଖିବାକୁ ମିଳିଛି ଏମିତି ଏକ ଘଟଣା,ତେବେ ସେହି ଘଟଣା ର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।ତେବେ ସେହି ଭିଡିଓ ରେ ଦେଖିବାକୁ ମିଳିଛି କି ୨୦୦ ରୁ ଅଧିକ ମହିଳା ତଳେ ସୋଇଥିବା ବେଳେ ସେମାନଙ୍କ ଉପରେ ପୂଜକ ଓ କିଛି ଲୋକ ଚାଲି ଚାଲି ଯାଉଛନ୍ତି । ଏମିତି କଲେ ଦେବୀ ଙ୍କ ଆଶୀର୍ବାଦ ମିଳିଥାଏ ବୋଲି ବିଶ୍ୱାସ କରନ୍ତି ,ଆଉ ଫଳ ସ୍ୱରୂପ ମହିଳା ମାନଙ୍କର ପୁତ୍ର ସନ୍ତାନ ପ୍ରାପ୍ତି ହୋଇ ଥାଏ ।

ତେବେ ଆଗରୁ ଏକ ଅନ୍ଧ ବିଶ୍ୱାସ ରହିଛି କି ଯଦି କାହାର ପିଲା ଛୁଆ ନ ହୁଏ ତେବେ ସେ କାଲିସି ପାଖକୁ ଯାଏ ଓ କାଲିସି ତା ଉପରେ ଚାଲି ଗଲେ ତାର ପୁତ୍ର ସନ୍ତାନ ବା ସନ୍ତାନ ହୋଇ ଥାଏ।ତେବେ ଏହି ପୁତ୍ର ସନ୍ତାନ ପାଇଁ ଛତିଶଗଡ ରେ ବିଶେଷ କରି ଏକ ମେଳା ପାଳନ କରାଯାଏ,ଯାହାର ନାମ ହେଉଛି ବଡେଇ ମେଳା ।ତେବେ ରଙ୍ଗ ରେଲ୍ ଡ୍ୟାମ ନିକଟରେ ପୂଜା ପାଉଥିବା ଦେବୀ ଅଙ୍ଗରାମତିଙ୍କୁ ଲେମ୍ବୁ ନଡ଼ିଆ ଦେଇ ଆରାଧନା କରି ଥାଆନ୍ତି ।ତେବେ ଏହି ମେଳା ରେ ହଜାର ହଜାର ସ୍ତ୍ରୀ ଲୋକ କେଶ କୁ ମୁକୁଳା କରି ଭୂମି ର ଶୋଇ ଥାନ୍ତି ,

ଆଉ ଦଶ ଜଣ ରୁ ଅଧିକ ପୂଜକ ମା ଙ୍କୁ ଆରାଧନା କରି ପୂଜା ପାଠ କରି ମହିଳା ଙ୍କ ଉପରେ ଚାଲି ଚାଲି ମନ୍ଦିର କୁ ଯାନ୍ତି।ତେବେ ଲୋକ ଙ୍କ କହିବା ଅନୁସାରେ ଏହି ପର୍ବ ୧୨୦୦ ବର୍ଷ ରୁ ଚାଲି ଆସୁଛି, ଏହି ପର୍ବ କୁ ଅନେକ ଲୋକ ମଧ୍ୟ ବିଶ୍ୱାସ କରନ୍ତି।ତେବେ ଏହି ମେଳା ରେ ଭାଗ ନେଲେ ପୁତ୍ର ସନ୍ତାନ ହୋଇ ଥାଏ ବୋଲି ଦାବି ରହିଛି। ତେବେ ବୈଜ୍ଞାନିକ ଙ୍କ ମତ ରେ କଲିସ୍ ଏକ ସ୍ନାୟୁ ରୋଗ ।

ତେବେ ଦେବି ଙ୍କ ନାମ କହି କାଲିସି ଲାଗିଛି ବୋଲି କୁହା ଯାଏ। ତେବେ ଏହି ଘଟଣା ର କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଅନେକ ଲୋକ ଏହା କୁ ପରିହାସ କରିଛନ୍ତି ଆଉ ଏହା ଅନ୍ଧ ବିଶ୍ୱାସ ବୋଲି କହିଛନ୍ତି। ଏହା ସମାଜ ଉପରେ କୁପ୍ରଭାବ ପକାଇ ଥାଏ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।