ରାମ କେତେବର୍ଷ ବନବାସ ଯାଇଥିଲେ ?ଏଭଳି ପ୍ରଶ୍ନ ଯାହାର ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ, କଣ ଆପଣ ଦେଇ ପାରିବେ ?

0

ଆଜି କାଲି କ ଦୁନିଆରେ ଯଦି ଆପଣ ମାନେ କୌଣସି ସାଧାରଣ ଜ୍ଞାନ ରଖି ନାହାନ୍ତି ତେବେ ଆପଣ ମାନେ ସମ୍ପୂର୍ଣ ଭାବେ ସମସ୍ତ ସ୍ଥାନ ରେ ହାରି ଯାଇ ପାରନ୍ତି ।ସେଥି ପାଇଁ ଆଜି କାଲି କ ଯୁଗରେ ସାଧାରଣ ଜ୍ଞାନ ର ଆବଶ୍ୟକତା ବହୁତ୍ ପରିମାଣ ରେ ରହିଛି ।ଯଦି ଆପଣଙ୍କ ପାଖରେ କେବଳ ବହି ପାଠ ର ଜ୍ଞାନ ରହିଛି ଆଉ ବାହାର କୌଣସି ସାଧାରଣ ଜ୍ଞାନ ବିଷୟରେ ଜଣା ନାହିଁ ତେବେ ଆପଣ ମାନେ ସମ୍ପୂର୍ଣ ବୁକା ହଇ ଯିବେ ।

କାରଣ ଅଧିକାଂଶ ସମୟ ରେ କମ୍ପିଟେଟିଭ ପରୀକ୍ଷା ରେ ସାଧାରଣ ଜ୍ଞାନ ର ଆବଶ୍ୟକତା ରହିଛି ।ଆପଣ ମାନେ ଏହି କଥା ଟି ମଧ୍ୟ ଜାଣି ନଥିବେ ଇଣ୍ଟରଭ୍ୟୁ ଗୋଡିକରେ ଅତି ସହଜ ଓ ମଜାଳିଆ ପ୍ରଶ୍ନ ଗୁଡିକ ପଚାରା ଯାଇଥାଏ ଯାହାର ଉତ୍ତର ଅଧିକାଂଶ ପିଲାମାନେ ମଧ୍ୟ ଦେଇ ପାରନ୍ତି ନାହିଁ ।

ତେବେ ଆସନ୍ତୁ ଜାଣିବା କେତେକ ଢଗଢମାଳୀ ପ୍ରଶ୍ନ ସହ ଉତ୍ତର ସମ୍ପର୍କରେ ।ସେଥି ପାଇଁ ଆପଣ ମାନେ ଜାଣିଥିବେ ସରକାର ପାଠ ପଢା ର ଢାଞ୍ଚା ଭିତରେ ଭି ବହି ସାଧା ସହ ଢଗ ପାଠ ପଢା ରହିଛି ଯାହା କି ଓଡ଼ିଆ ବହିର ସାଧାରଣ ଜ୍ଞାନ ବିଷୟରେ ।ତେବେ ଚାଲନ୍ତୁ କିଛି ପ୍ରଶ୍ନ ଆଉ ଉତ୍ତର ଜାଣିବା ।

1.କଳା ମୁଚୁମୁଚୁ ଜଙ୍ଗଲରେ ରହେ କାଳିଆ ଷଣ୍ଢ ଶୋରିଷଠୁ ଛୋଟ ହେଲେ ଖାଏ ମଣିଷ ମୁଣ୍ଡ ?
ଉତ୍ତର :– ଉକୁଣି ।

2.ପଦ୍ମଧ୍ଵଜ କେଉଁ ରଥ ର ଅନ୍ୟ ନାମ ?
ଉତ୍ତର:-ଦର୍ପଦଳନ

3.କେଉଁ ଦେବତା ‘ରୋହିଣୀ ନନ୍ଦନ ‘ଭାବରେ ପରିଚିତ ?
ଉତ୍ତର:-ବଳରାମ

4.ଜ୍ୟେଷ୍ଠ ଶୁକ୍ଳ ପଞ୍ଚମୀରେ କେଉଁ ଦେବତା ଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୁଏ ?
ଉତ୍ତର:-ଶିବ

5.ଇଂରେଜ ମାନେ କେଉଁ ମସିହାରେ ଓଡ଼ିଶା ଅଧିକାର କରିଥିଲେ ?
ଉତ୍ତର:-୧୮୦୩

6.ସିନେମା ନାୟିକା ‘ଅନୁ ଚୌଧୁରୀ ‘ କେଉଁ ଚଳଚ୍ଚିତ୍ର ରୁ ନାୟିକା ଭାବେ ଅଭିନୟ ଆରମ୍ଭ କରିଥିଲେ ?
ଉତ୍ତର:-ମା ଗଜବାୟାଣୀ

7.ଯେତେ ଦବ ସେତେ ନେବି ଆଗରେ ପଡିଲେ କାଟି ଦେବି ବାଟ ମୋର ଲୁହା , ପାଦ ମୋର ଲୁହା ଯିଏ କହିବ ତା ପାଇଁ ଚକଲେଟ ଥୁଆ ?
ଉତ୍ତର – ରେଳଗାଡି ।

8.ଦେହରେ ମୋର ପ୍ରଚୁର ବଳ , ଜହ୍ନ ପରିକା ଗଢଣ ମୋର ସମସ୍ତଙ୍କର ପ୍ରିୟ , ମୋ ବିନା ତମ ଜୀବନ କଷ୍ଟ ନାଁଟି ମୋର କୁହଁ ?
ଉତ୍ତର – ରୁଟି ।

9.ପ୍ରସିଦ୍ଧ ଦେବୀ ମା’ କାଳୀ ଜାଇ ଙ୍କ ର ପୀଠ ରେ କେଉଁ ଦିନ ଏକ ବଡ଼ ଧରଣ ର ଯାତ୍ରା ଅନୁଷ୍ଠିତ ହୁଏ ?
ଉତ୍ତର :-ମକର ସଂକ୍ରାନ୍ତି

10.ସେଇଟା କଣ ଯାହା ମାସ ର ଥରେ ଆସେ ଆଉ ୨୪ ଘଣ୍ଟା ପରେ ଚାଲିଯାଏ ?
ଉତ୍ତର:-ତାରିଖ

11.ଏମିତି ଏକ ଜିନିଷ ଯାହା ଖାଇବା ପାଇଁ କିଣନ୍ତି କିନ୍ତୁ ଖାଆନ୍ତି ନାହିଁ ?
ଉତ୍ତର :-ପ୍ଲେଟ

12 . ରାମ କେତେବର୍ଷ ବନବାସ ଯାଇଥିଲେ ?

ଉତ୍ତର – 14 ବର୍ଷ

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।