ବିବାହ ର ପ୍ରଥମ ରାତିରେ ପ୍ରତ୍ୟେକ ପୁରୁଷ ଏହି ୫ଟି କଥା ଭାବିଥାନ୍ତି କଣ ଆପଣ ଭାବୁ ନାହାଁନ୍ତି ତ

0

ବିବାହ ମଣିଷ ଜୀବନରେ ଏକ ନୂଆ ମୋଡ ଏବଂ ଏକ ନୂଆ ଜୀବନ ଆରମ୍ଭ କରିବା ପାଇ ଉଭୟଙ୍କ ମନରେ ଆଗ୍ରହ ରହିଥାଏ । ତେବେ ବିବାହ ପରେ ଅନେକ ଜିନିଷ ଥାଏ ଯାହା ସେମାନଙ୍କ ସହିତ ପ୍ରଥମ ଥର ହୁଏ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଡର କିମ୍ୱା ଉତ୍ସାହ ଭରି ରହି୍ଥାଏ । ବିବାହର ପ୍ରଥମ ରାତିରେ ନବ ବିବାହିତା ମନରେ ଡର ଓ ଉତ୍ସାହ ଭରି ରହିଥାଏ । ସେହି ରାତିରେ ଜଣେ ନବବିବାହିତା ପୁରୁଷ ମନରେ ଅନେକ କଥା ଭାବିଥାଏ । ଆସନ୍ତୁ ଜାଣିବା ନବବିବାହିତ ପୁରୁଷର ପ୍ରଥମ ରାତିରେ ଭାବି ଥିବା କଥା ସମ୍ପର୍କରେ ।


ପ୍ରଥମ କଥା – ପ୍ରଥମ ରାତିରେ ପୁରୁଷ ମାନେ ମନେ ମନେ ପ୍ରଶ୍ନ କରନ୍ତି ଯେ ତାଙ୍କ ପତ୍ନୀ ତାଙ୍କୁ କେଶର ମିଶା କ୍ଷୀର ପିଇବାକୁ ଦେବ ତ । ସେ ଅଢଣୀ ଭିତରେ ଲୁଚି ରହି ମତେ ଅପେକ୍ଷା କରିଥିବେ ତ ।


ଦ୍ୱିତୀୟ କଥା – ଯଦି ସେମାନଙ୍କର ଆରେଞ୍ଜ ମେରେଞ୍ଜ ହୋଇଥାଏ ତେବେ ପୁରୁଷ ନିଜ ଜୀବନ ସାଥୀ ସହ ଏକାନ୍ତରେ ସମୟ କଟାଇବା ପାଇ ସୁଯୋଗ ପାଇଲେ ବୋଲି ଭାବି ମନରେ ବହୁତ ଖୁସୀ ହୋଇଥାନ୍ତି ।


ତୃତୀୟ କଥା – ପ୍ରଥମ ରାତିରେ ତାଙ୍କ ପତ୍ନୀଙ୍କ ସହ କଣ କରିବା ଉଚିତ ଯାହା ତାଙ୍କପତ୍ନୀଙ୍କ ମନରେ ଆଘାତ ଦେବ ନାହିଁ । ଏବଂ ଅନେକ ପ୍ରଶ୍ନ ପୁରୁଷ ମାନଙ୍କ ମନରେ ସୃଷ୍ଟି ହୋଇଥାଏ ।

ଚତୁର୍ଥ କଥା – ପ୍ରଥମ ରାତିରେ ନିଜ ପତ୍ନୀଙ୍କୁ କିଛି ଉପହାର ଦେବାର ବିଧି ରହିଛି । ଏହି ଉପହାର ଦେଲେ ନିଜ ପତ୍ନୀଙ୍କୁ ପସନ୍ଦ ହେବ ତ ଏପରି ଅନେକ ପ୍ରଶ୍ନ ମନ ମଧ୍ୟକୁ ଆସିଥାଏ ।


ପଞ୍ଚମ କଥା – ପ୍ରଥମେ ପ୍ରଥମେ ବିବାହ କରିବା ପରେ ପୁରୁଷ ମାନେ ନିଜକୁ ପ୍ରଶ୍ନ କରିଥାନ୍ତି ମୁଁ କଣ ସତରେ ବିବାହ କରିଛି । ତା ସହିତ ପ୍ରଥମ ରାତିରେ ନିଜ ପତ୍ନୀଙ୍କ ପାଖକୁ ଯିବା ପୂର୍ବରୁ ଏହି କଥା ବାରମ୍ୱାର ମନରେ ଭାବିଥାନ୍ତି , ଏବଂ ବିବାହର କିଛି ଦିନ ଯିବା ପରେ ଏ ସମସ୍ତ ସମସ୍ୟା ମନରୁ ଦୂରେଇ ଯାଇଥାଏ । ତେଣୁ ନବବିବାହିତା ପୁରୁଷ କିମ୍ୱା ନାରୀ ବିବାହର ପ୍ରଥମ ରାତିରେ ସେମାନଙ୍କ ମନରେ ବିଭିନ୍ନ ପ୍ରକାର ପ୍ରଶ୍ନ ମନ ମଧ୍ୟରେ ଆସିଥାଏ । ଧୀରେ ଧୀରେ ବୈବାହିକ ଜୀବନରେ ସମସ୍ତ ସମସ୍ୟା ବା ପ୍ରଶ୍ନ ମନ ମଧ୍ୟରୁ ଦୂରେଇ ଯାଏ । ଉଭୟ ପୁରୁଷ ଓ ନାରୀ ସୁଖରେ ନିଜର ସଂସାର କରିବା ସହିତ ଉଭୟଙ୍କ ମଧ୍ୟରେ ସୁ ସମ୍ପର୍କ ଭଲ ରହିଥାଏ । ତେଣୁ ନବ ବିବାହିତା ପୁରୁଷ ମାନେ ନିଜ ପତ୍ନୀଙ୍କ ନିକଟକୁ ଯିବା ପୂର୍ବରୁ ଏହି ସବୁ ପ୍ରଶ୍ନ ଗୁଡିକ ମନରେ ଭାବିଥାନ୍ତି ଓ ଧୀରେ ଧୀରେ ଏହି ସମସ୍ୟା ମଧ୍ୟ ଦୂର ହୋଇଥାଏ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।