life style – ଯଦି ଆପଣଙ୍କ ନାମ ବି S,R,P,B,M,N ଅକ୍ଷରରୁ ଆରମ୍ଭ ହେଉଛି ତାହେଲେ ଆପଣଙ୍କ ପାଇଁ ବଡ ଖୁସିଖବର

0

ସାଧାରଣତଃ ମଣିଷ ର ଜନ୍ମ ସମୟ ରେ ଗ୍ରହ ନକ୍ଷତ୍ର ର ଅବସ୍ଥାପିତ କୁ ଦେଖି ନାମକରଣ କରାଯାଏ । ମଣିଷ ର ହାତ ଓ କପାଳ ଦେଖିଲେ ଯେମିତି ସେମାନଙ୍କ ବିଷୟ ରେ ଜାଣିହୁଏ ସେମିତି ଲୋକ ଙ୍କ ନାମ ର ପ୍ରଥମ ଅକ୍ଷର ରୁ ମଧ୍ୟ ଲୋକ ଙ୍କ ସ୍ଵଭାବ ବିଷୟ ରେ କିଛି କିଛି ଜାଣିହୁଏ । ତେବେ ଆଜି ଆସନ୍ତୁ ଜାଣିବା S, R, B, P, M, N ଅକ୍ଷର ଦ୍ଵାରା ଆରମ୍ଭ ହୋଇଥିବା ନାମଧାରୀ ବ୍ୟକ୍ତି ଙ୍କ ବିଷୟ ରେ ।

*S ନାମଧାରୀ ଲୋକ:-

ପ୍ରଥମେ ଆସନ୍ତୁ ଜାଣିବା S ନାମଧାରୀ ଲୋକ ଙ୍କ ବିଷୟ ରେ । ଏମାନେ ବହୁତ୍ ପରିଶ୍ରମୀ ହୋଇଥାନ୍ତି । ଏମାନେ ଏତେ ସୁନ୍ଦର ହୋଇଥାନ୍ତି କି ସାମ୍ନା ବାଲା ଅତି ସହଜ ରେ ଆକୃଷ୍ଟ ହୋଇଯାଆନ୍ତି ।ଏମାନେ ଲଭ୍ ର ମାମଲା ରେ ଲାଜୁଆ ହୋଇଥାନ୍ତି । ଲଭ୍ ମାମଲା ରେ ଏମାନେ ବହୁତ୍ ଗମ୍ଭୀର ହୋଇଥାନ୍ତି କିନ୍ତୁ କେବେ କାହାକୁ ପ୍ରୋପୋଜ କରିପାରନ୍ତି ନାହିଁ । ମସ୍ତିଷ୍କ ରୁ ତେଜ ଓ ବୁଝିଶୁଝି କାମ କରିଥାନ୍ତି । ଏମାନେ ନିଜ ଜିନିଷ ସେୟାର କରିବାକୁ ଭଲ ପାଆନ୍ତି ନାହିଁ।

*R ନାମଧାରୀ ଲୋକ:-

ଦୁଇ ନମ୍ବର ରେ R ନାମକ ଲୋକ ଙ୍କ ବିଷୟ ରେ ଜାଣିବା । ଏହି ନାମ ର ଲୋକ ମାନେ ବହୁତ୍ ସ୍ପିଡ୍ ରେ ଆଗକୁ ବଢ଼ିଥାନ୍ତି । ଏମାନଙ୍କ ପାଖରେ ପଇସା ରହିପାରେନି । ଏମାନେ ଅଯଥା ଖର୍ଚ୍ଚା କରିଦିଅନ୍ତି । ଦେଖିବାକୁ ଏମାନେ ଆକର୍ଷକ ଓ ସୁନ୍ଦର ମଧ୍ୟ । ଏମାନଙ୍କ ପାଇଁ ଫେମିଲି ସବୁଠୁ ଇମ୍ପୋର୍ଟାଣ୍ଟ ଅଟେ । ସମସ୍ତେ କରୁଥିବା କାମ କୁ ଏମାନେ କରିବାକୁ ପସନ୍ଦ କରନ୍ତି ନାହିଁ । ଏମାନେ ଏମିତି କାମ କରିବାକୁ ପସନ୍ଦ କରନ୍ତି ଯାହା କେହି କରିପାରନ୍ତି ନାହିଁ ।

*B ନାମଧାରୀ ବ୍ୟକ୍ତି:-

ଏହାପରେ ଆସନ୍ତୁ ଜାଣିବା B ନାମ ର ବ୍ୟକ୍ତି ଙ୍କ ବିଷୟ ରେ । ଏମାନେ ନୂଆ ନୂଆ ରାସ୍ତା ଖୋଜିବାକୁ ବହୁତ୍ ଭଲ ପାଇଥାନ୍ତି । ଏମାନଙ୍କ ଜୀବନ ରେ ଅନେକ ରାସ୍ ଥାଏ ଯାହାକି କେହି ଜଣିନଥାନ୍ତି । ଏମାନେ ଅଧିକ ସାଙ୍ଗ ବନାନ୍ତି ନାହିଁ, ନିଜ ଲକ୍ଷ୍ୟ କୁ ହାସିଲ କରିବା ଏମାନଙ୍କ ପସନ୍ଦ ଥାଏ । ସାଧାରଣତଃ ଏମାନେ ପ୍ରାୟ ସଙ୍କୁଚିତ ସ୍ଵଭାବ ର ହୋଇଥାନ୍ତି । ଏମାନେ ବହୁତ୍ ସେନ୍ସିଟିଭ ନେଚର ର ହୋଇଥାନ୍ତି । ଏମାନେ କାହା ସହ ଏତେ ଜଲଦି ମିଶିପରନ୍ତି ନାହିଁ

*P ନାମଧାରୀ ବ୍ୟକ୍ତି:-

ତା ପରେ ଜାଣିବା P ନାମଧାରୀ ବ୍ୟକ୍ତି ଙ୍କ ବିଷୟ ରେ । P ନାମଧାରୀ ବ୍ୟକ୍ତି ବେଳେ ବେଳେ ସମସ୍ୟା ରେ ଫସିଥାନ୍ତି । ଏମାନେ ଲଭ୍ କୁ ବିଶେଷ ପସନ୍ଦ କରନ୍ତି ନାହିଁ । ଏମାନଙ୍କ ଭଲ ସାଥୀ ଟି ମିଲିଥାନ୍ତି । ଏମାନେ ଧର୍ଯ୍ୟ ର ସହ ସମସ୍ତ କାମ କରିଥାନ୍ତି । ଏମାନେ ବେଳେ ବେଳେ ପାର୍ଟନର ଙ୍କ ସହ ଝଗଡା କରିଦିଅନ୍ତି, କିନ୍ତୁ କେବେ ହେଲେ ପାର୍ଟନର ଙ୍କ ସାଥୀ ଛାଡନ୍ତି ନାହିଁ । ଏମାନଙ୍କ ଜୀବନ ରେ ଦୁଃଖ ପରେ ଅନେକ ସୁଖ ଆସିଥାଏ । ସବୁ କାମ କୁ ଏମାନେ ପରଫେକ୍ଟ ଭାବେ କରିଥାନ୍ତି । ଖୋଲା ବିଚାର ର ହୋଇଥାନ୍ତି । ସବୁ ଲୋକ ଙ୍କ କେଆର୍ କରିଥାନ୍ତି ।

*M ନାମଧାରୀ ଲୋକ:-

ଏବେ ଜାଣିବା M ନାମ ର ଲୋକ ଙ୍କ ବିଷୟ ରେ । ଏହି ନାମ ଧାରୀ ଲୋକ ସମସ୍ତଙ୍କ ସହ ଝଗଡା କରିଥାନ୍ତି ,କିନ୍ତୁ ସ୍ଵଭାବ ରେ ଓ ହୃଦୟ ରେ ବହୁତ୍ ଭଲ ହୋଇଥାନ୍ତି । ଏମାନେ ସବୁ କଥା କୁ ମନ ରେ ଦବେଇ ରଖିଥାନ୍ତି । ଏମାନେ ନିଜ ଫେମିଲି କୁ ବହୁତ୍ ଭଲ ପାଇଥାନ୍ତି । ଖର୍ଚ୍ଚ କରିବା ଆଗରୁ ଏମାନେ ଦଶ ଥର ଭାବିଥାନ୍ତି,ବଦଖର୍ଚ୍ଚି ହୋଇନଥାନ୍ତି ଏମାନେ । ଏମାନେ ସବୁଠାରୁ ଆକର୍ଷିତ ହୋଇଥାନ୍ତି । ଏମାନେ ଅନେକ ସୁନ୍ଦର ମଧ୍ୟ ହୋଇଥାନ୍ତି । ଏମାନେ ମଧ୍ୟ ସମସ୍ତଙ୍କ ଯତ୍ନ ନେଇଥାନ୍ତି ।

*N ନାମଧାରୀ ବ୍ୟକ୍ତି:-

ଶେଷରେ ଜାଣିବା N ନାମ ଥିବା ବ୍ୟକ୍ତି ଙ୍କ ବିଷୟ ରେ । ଏମାନେ ବହୁତ୍ ଭଲ ବିଚାର ରେ ହୋଇଥାନ୍ତି । ଏମାନେ ଜୀବନ ରେ ସକ୍ସେସ ପାଇବା ଯାଏ ଚେଷ୍ଟା ଚଳାଇ ରଖନ୍ତି । ଏମାନଙ୍କ କୌଣସି ଜିନିଷ ର ଅଭାବ ରହେନାହି, ଏମାନେ ବହୁତ୍ ମହତ୍ୱକଙ୍କ୍ଷୀ ହୋଇଥାନ୍ତି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।