ସ୍ନାନ କରିବା ସମୟରେ କରନ୍ତୁ ନାହିଁ ଏହି ସମସ୍ତ ଭୁଲ ନଚେତ୍ ଦେଖାଯାଇପାରେ ଅନେକ ସମସ୍ୟା ।

0

ବାସ୍ତୁ ଶାସ୍ତ୍ର ଅନୁସାରେ ସ୍ନାନ କରିବା ସମୟରେ କେଉଁ ଜିନିଷ କରିବା ଉଚିତ ନୁହେଁ ଆସନ୍ତୁ ଜାଣିବା । ଗାଧୋଇବା ବା ସ୍ନାନ କରିବାକୁ ଆମେ ପବିତ୍ରତା ବୋଲି କହିଥାଉ ଏବଂ ସ୍ନାନ କରି ସାରିବା ପରେ ଜୀବନରେ ସମସ୍ତ ପବିତ୍ର କାମ କରିଥାଉ । ଯେପରିକି ଭଗବାନଙ୍କର ପୂଜା , ଭଗବାନଙ୍କ ପ୍ରତି ରହିଥିବା ସମସ୍ତ ନିତ୍ୟ କର୍ମ ମାନ ଇତ୍ୟାଦି କରିଥାଉ । କିନ୍ତୁ ଆମେ ଏପରି କିଛି ଗାଧୋଇବା ସମୟରେ ଛୋଟ ଭୁଲଟିଏ କରିବସିଥାଉ ଯେଉଥି ପାଇ ଗାଧୋଇବାକୁ ଅପବିତ୍ର ମାନାଯାଏ ।


ନମ୍ୱର -1 ସ୍ନାନ କରିସାରିବା ପରେ ନଖ କାଟିବା ଅତ୍ୟନ୍ତ ଅଶୁଭ ଅଟେ କାରଣ ଏହି କାମ କରିବା ଘରେ କୌଣସି ବ୍ୟକ୍ତି ମୃତ୍ୟୁବରଣ କଲେ ତାଙ୍କର ଶେଷ କୃତ୍ୟ ସମୟରେ ଏହି କାର୍ଯ୍ୟ କରିଥାଉ । ସ୍ନାନ କରି ସରିବା ପରେ ନଖ ଛୁଇବା ମନା ।


ନମ୍ୱର – 2 ଚୁପ ରହି ବା ମୈନ ରହି ସ୍ନାନ କରିବା ଶାସ୍ତ୍ର ଅନୁସାରେ ଅଶୁଭ ମାନାଯାଇଥାଏ । ଏହି ସମୟରେ ଓମ ଉଚ୍ଚାରଣ କଲେ ଅତ୍ୟନ୍ତ ଭଲ ହୋଇଥାଏ ଏବଂ ଅନ୍ୟ କେହି ସ୍ନାନ କରୁଥିବା ପାଣି ବ୍ୟବହାର କରିବା ଉଚିତ ନୁହେଁ। ସ୍ନାନ ସରିବା ପରେ ସେହି ଓଦା ବସ୍ତ୍ରରେ ନିଜର ଶରୀରକୁ ପୋଛିଲେ ଏହା ଦୁର୍ଭାଗ୍ୟର କାରଣ ହୋଇଥାଏ। ନିୟମିତ ସଫା ବସ୍ତ୍ରରେ ଶରୀରକୁ ପୋଛିବା ଅତ୍ୟନ୍ତ ଭଲ ହୋଇଥାଏ ।


ନମ୍ୱର – 3 ସ୍ନାନ କରି ସାରିବା ପରେ ଚୁଟି କାଟିବା ଶାସ୍ତ୍ର ଅନୁସାରେ ଅଶୁଭ ହୋଇଥାଏ । କାରଣ ଶରୀରକୁ ପବିତ୍ର କରି ସାରିବା ପରେ ଚୁଟି କାଟିବା ବହୁତ ଅମଙ୍ଗଳ ହୋଇଥାଏ ତେଣୁ ସ୍ନାନ କରି ସାରିବାପରେ ଚୁଟି କାଟିବା ମନା ।


ନମ୍ୱର – 4 ସ୍ନନା କରି ସାରିବା ପରେ ନିଜ ସ୍ୱାମୀଙ୍କ ସହିତ ଯୌନ ସମ୍ପର୍କ ରଖିବା ଉଚିତ ନୁହେଁ । କାରଣ ଆମେ ସ୍ନାନ କରି ସାରିବା ପରେ ଆମ ଶରୀର ପବିତ୍ର ହୋଇଥାଏ କିନ୍ତୁ ସେହି ସମୟରେ ଯୌନ ସମ୍ପର୍କ ରଖିଲେ ପୁଣି ଶରୀର ଅପବିତ୍ର ହୋଇଥାଏ । ଆମେ ଭଗବାନଙ୍କର ପୂଜା ବିଧି କରିପାରି ନଥାଉ ସେଥିପାଇ ଆମକୁ ପୁଣି ଥରେ ସ୍ନାନ କରିବାକୁ ପଡିଥାଏ । ତେଣୁ ସ୍ନାନ ପରେ ଯୌନ ସମ୍ପର୍କ ରଖିବା ଉଚିତ ନୁହେଁ  ଏହି ସମସ୍ତ ନିୟମ ମାନି ଚଳିଲେ ଘରେ କୌଣସି ଅସୁବିଧା ଦେଖାଯାଇ ନଥାଏ । ପରିବାରର ସମସ୍ତ ସଦସ୍ୟ ଖୁସୀରେ ରହିବା ସହିତ ଘରେ କୌଣସି ଅଶାନ୍ତି ମଧ୍ୟ ଦେଖାଯାଏ ନାହିଁ । ଉଭୟ ପତି ପତ୍ନୀଙ୍କ ମଧ୍ୟରେ ଭଲ ସୁସମ୍ପର୍କ ଗଢିଉଠିଥାଏ ଏବଂ ଘରେ କୌଣସି ନକରାତ୍ମକ ଶକ୍ତି ପ୍ରବେଶ କରି ପାରେ ନାହିଁ । ତେଣୁ ସ୍ନାନ କରିବା ସମୟରେ ଏହି ସମସ୍ତ ଭୁଲ କରିବା ଶାସ୍ତ୍ର ଅନୁସାରେ ଉଚିତ ନୁହେଁ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।