ଦେଖନ୍ତୁ ଭିଡ଼ିଓ – ସ୍କୁଲ ଅଫିସ ଭିତରେ ପ୍ରଧାନ ଶିକ୍ଷକ ଓ ଶିକ୍ଷୟତ୍ରୀ କରୁଥିଲେ ରାସଲୀଳା, ଲୁଚି କରି ଆଉ ଜଣେ ଦିଦି କରୁଥିଲେ ଭିଡ଼ିଓ ସୋସିଆଲ ମିଡିଆରେ କଲେ ଭାଇରାଲ…

0

ଆଜି ର ଏହି ଦୁନିଆ ରେ ଏହି ସମାଜ ଯେତେ ଯେତେ ଆଗକୁ ଯାଉଛି ମଣିଷ ତ ପ୍ରକୃତି ସେତେ ସେତେ ଖରାପ ହେବା କୁ ଲାଗିଛି।ଦିନ କୁ ଦିନ ମଣିଷ କରି ବସୁଛି ବହୁ ନିନ୍ଦନୀୟ କାମ, ଯାହା ସମାଜ ପାଇଁ ବହୁ ଲଜ୍ୟା ର ବିଷୟ ପାଲଟିଛି।ଯାହା ଆଜି ର ସମାଜ ପାଇଁ ସାଜିଛି ଲଜ୍ୟାର ବିଷୟ।ଆଗାମୀ ପିଢ଼ି ପାଇଁ ସତରେ ଯେମିତି କାହାର କିଛି ଚିନ୍ତା ନାହିଁ।

ଆମର ବ୍ଯବହାର ଆଉ କୁକାର୍ଯ୍ୟ ର ପ୍ରଭାବ ଆମ ସମାଜ ଉପରେ ଯେ ପକାଉଛି ସତେ ଯେମିତି ତା ପ୍ରତି କାହାର ଧ୍ୟାନ ନାହିଁ। ଆମ କୁ ଦୁନିଆ ବିଷୟ ରେ କହୁଥିବା ଶିକ୍ଷକ ଆଉ ଶିକ୍ଷୟତ୍ରୀ ମାନେ ଯଦି ସେମିତି କୁକାଯ୍ୟ କରି ବସନ୍ତି ,ତାହାଲେ ତାର ପ୍ରଭାବ ବହୁ ମାତ୍ରା ରେ ସମାଜ ଉପରେ ପକାଇ ଥାଏ,କାହିଁକି ନା ଶିକ୍ଷକ କୁ ଆମ ସମାଜ ର ମେରୁଦଣ୍ଡ କୁହାଯାଏ। ଆସନ୍ତୁ ଜାଣିବା ଆମେ ଶିକ୍ଷାଲାଭ କରୁଥିବା ସେଇ ଶିକ୍ଷକ ଙ୍କ କାରନାମା ଯାହା ଆପଣଙ୍କୁ ଦୋହଲାଇ ଦେବ।

 

ଏପରି ଏକ ଘଟଣା ଘଟିଛି ପଞ୍ଜାବ ର ଯଶୀପୁର ଅଞ୍ଚଳରେ।ସେଠାରେ ଦାହୋଡ ର ଏକ ବିଦ୍ୟାଳୟ ରେ ଜଣେ ଶିକ୍ଷକ ଆଉ ଶିକ୍ଷୟୀତ୍ରୀ ଅନୈତିକ କାର୍ଯ୍ୟ କରିବାର ଦୃଶ୍ୟ ସାମ୍ନା କୁ ଆସିଚି,ଯାହା ସୋସିଆଲ ମିଡ଼ିଆରେ ବହୁ ମାତ୍ରା ରେ ଭାଏରାଲ୍ ହେଉଛି।ବିଦ୍ୟାଳୟ ରେ ପ୍ରିଂସିପଲ୍ ଆଉ ଜଣେ ଶିକ୍ଷୟତ୍ରୀ ଙ୍କ ମଧ୍ୟରେ ହୋଇଥିବା ଅନୈତିକ କାର୍ଯ୍ୟ କରୁଥିବା ର ପୁରା ଭିଡିଓ ଭାଇରାଲ୍ ହୋଇଛି।ସୂଚନା ରୁ ଜଣ ପଢିଚି ପ୍ରିଂଶିପାଲ୍ ଜଣ ଙ୍କ ଶିକ୍ଷୟତ୍ରୀ ଙ୍କ ସହିତ ସମ୍ପର୍କ ରଖିବା ବେଳେ ସେଠାରେ ଜାଣି ଜାଣି କେମେରା ରଖିଥିଲେ,

ଆଉ ଭାବିଥିଲେ ଙ୍କ ସେ ଭିଡିଓ ଦେଖାଇ ସେ ଶିକ୍ଷୟିତ୍ରି ଙ୍କ ସହିତ ବହୁବାର ଶାରୀରିକ ସମ୍ପର୍କ ରଖିବେ,କିନ୍ତୁ ଦୁର୍ଭାଗ୍ୟ ବଶତଃ ସେଥିରେ ସେ ସଫଳ ହୋଇନଥିଲେ। ତାଙ୍କ ରେ ଏହି ଭିଡିଓ ଟି ଭାଇରଲ୍ ହେବା ପରେ ତାଙ୍କ ର ଆଉ ସେ ବିଦ୍ୟାଳୟ ର ସମ୍ମାନ ଉପରେ ଉଠିଛି ସବୁଠୁ ବଡ଼ ପ୍ରଶ୍ନବଜି। ଏହା କୁ ନେଇ ପ୍ରଧାନ ଶିକ୍ଷକ ଜଣକ ଦବାଇବାରେ ଲାଗିଛନ୍ତି । ଲୋକ ମାନେ ସ୍କୁଲ ରେ ପ୍ରଧାନ ଶିକ୍ଷକ ଙ୍କ ନାମ ରେ ଦୃଢ ରୁ ଦୃଢ କାର୍ଯ୍ୟାନୁଷ୍ଠନ ନେବା କୁ ନିଷ୍ପତି ନେଇଚନ୍ତି।

 

ସତରେ ମଣିଷ ଦିନ କୁ ଦିନ ଅତେ ତଳ କୁ ଖସି ଯାଉଛି ତାହା କଲ୍ପନା ବି କରିହେବନି। ନିଜ ର କାମନା ବାସନା ଟିକେ ପାଏ ତାର ସବୁ ଲାଜ୍ୟ କୁ ହରାଇବସୁଚି। ମଣିଷ ତାର ଲଜ୍ୟା କୁ ହରାଇ କରୁଥିଲା ଏପରି କାର୍ଯ୍ୟ। ଏହି କାର୍ଯ୍ଯ ପାଇଁ ତାକୁ ହିଁ ଭୋଗିବାକୁ ପଢୁଛି ତାର କରୁଣ ପରିସ୍ଥିତି। ନିଜ ର ଦେହ ର ଲାଳସା କୁ ମେଣ୍ଟେଇବା ପାଇଁ ସେ କରିବସୁଚି ବହୁ ନିନ୍ଦନୀୟ କାଯ୍ୟା,ଯାହା ପାଇଁ ତାକୁ ଭୋଗିବାକୁ ପଢୁଛି ଦଣ୍ଡ। ଏହା ଦେବା ଉଚିତ୍ ମଧ୍ୟ, ଏହା ହିଁ ସେମାନଙ୍କ ପାଇଁ ଉଚିତ୍ ଶିକ୍ଷା ଅଟେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।