କହିପାରିବ ଝିଅମାନେ ଖୁଦୁରୁକୁଣୀ ଓଷା କାହା ପାଇଁ କରନ୍ତି ? ସଠିକ୍ ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ

0

ଆଜି କାଲି କ ଦୁନିଆରେ ଯଦି ଆପଣ ମାନେ କୌଣସି ସାଧାରଣ ଜ୍ଞାନ ରଖି ନାହାନ୍ତି ତେବେ ଆପଣ ମାନେ ସମ୍ପୂର୍ଣ ଭାବେ ସମସ୍ତ ସ୍ଥାନ ରେ ହାରି ଯାଇ ପାରନ୍ତି ।ସେଥି ପାଇଁ ଆଜି କାଲି କ ଯୁଗରେ ସାଧାରଣ ଜ୍ଞାନ ର ଆବଶ୍ୟକତା ବହୁତ୍ ପରିମାଣ ରେ ରହିଛି ।ଯଦି ଆପଣଙ୍କ ପାଖରେ କେବଳ ବହି ପାଠ ର ଜ୍ଞାନ ରହିଛି ଆଉ ବାହାର କୌଣସି ସାଧାରଣ ଜ୍ଞାନ ବିଷୟରେ ଜଣା ନାହିଁ ତେବେ ଆପଣ ମାନେ ସମ୍ପୂର୍ଣ ବୁକା ହଇ ଯିବେ ।

କାରଣ ଅଧିକାଂଶ ସମୟ ରେ କମ୍ପିଟେଟିଭ ପରୀକ୍ଷା ରେ ସାଧାରଣ ଜ୍ଞାନ ର ଆବଶ୍ୟକତା ରହିଛି ।ଆପଣ ମାନେ ଏହି କଥା ଟି ମଧ୍ୟ ଜାଣି ନଥିବେ ଇଣ୍ଟରଭ୍ୟୁ ଗୋଡିକରେ ଅତି ସହଜ ଓ ମଜାଳିଆ ପ୍ରଶ୍ନ ଗୁଡିକ ପଚାରା ଯାଇଥାଏ ଯାହାର ଉତ୍ତର ଅଧିକାଂଶ ପିଲାମାନେ ମଧ୍ୟ ଦେଇ ପାରନ୍ତି ନାହିଁ।

ସେହି ସବୁ ପ୍ରଶ୍ନ ର ଉତ୍ତର ବହୁତ ମଜାଳିଆ ଅଟେ ଯାହାର ଉତ୍ତର ଖୋଜିବା ପାଇଁ ଆମ ମାନଙ୍କୁ ମଜା ମଧ୍ୟ ଲାଗିଥାଏ। ତାହାଲେ ଆପଣ ମାନେ ଜାଣି ପାରୁଥିବେ ଆମ ମାନଙ୍କ ପାଇଁ ଜେନେରାଲ୍ ନୋଲେଜ୍ ର କେତେ ଆବଶ୍ୟକତା ରହିଛି। ଆମେ ଆଜି ଆପଣ ମାନଙ୍କୁ ସେହିପରି କିଛି ଜେନେରାଲ୍ ନୋଲେଜ୍ ଏବଂ ତାର ଉତ୍ତର ସମ୍ପର୍କରେ କହିବୁ, ଯାହାକି ବହୁତ ମଜାଳିଆ ମଧ୍ୟ।

ତେବେ ଆମ ଦେଶ ରେ ଅନେକ କିଛି ସ୍ଥାନ ରେ ଅନେକ୍ କିଛି ଜିନିଷ ରହିଛି,ଯାହା ଆମ ଦେଶ ର ଅଗ୍ର ଗତି ରେ ସାହାଯ୍ୟ କରେ, ଯାହା ଜାଣିବା ଆମର ନିହାତି ଆବଶ୍ୟକ । ତେବେ ଏହା ଅନେକ ସମୟର ଆମ କାମ ରେ ଆସି ଥାଏ। ତେବେ ଆଜି ଆମେ ମଜାଳିଆ କଥା ସମ୍ପର୍କ ରେ କିଛି ପ୍ରଶ୍ନ ଓ ଉତ୍ତର ଜାଣିବା।

1.କେଉଁ ଜିନିଷ ଶୁଖିଲେ ୨କେଜି ଆଉ ଓଦାରେ ୧ କେଜି ଏବଂ ଜଳିଗଲେ ୩ କେଜି ହୋଇଥାଏ ?
ଉତ୍ତର :– ସଲଫର

2.କେଉଁ ଜିବ ଜୀବନରେ କେବେ ଶୁଏ ନାହିଁ ?
ଉତ୍ତର :– ପିମ୍ପୁଡି

3.ସରଗରୁ ଆସିଲା ଟୋକାଟିଏ ତା ମୁଣ୍ଡରେ ଟୋପିଟିଏ ?
ଉତ୍ତର:-ତାଳ

4.କେଉଁ ଲାଇଟ ଜଳେ ନାହିଁ ?
ଉତ୍ତର:-ସନ ଲାଇଟ

5.ଜନ୍ମ ହେବାର କେତେଦିନ ପରେ ଗୋଟିଏ ଶିଶୁ ହସିଥାଏ ?
ଉତ୍ତର:- ୧ ମାସ ପରେ

6.ଗଛ ଚାଖଣ୍ଡେ ପତର ଖଣ୍ଡେ ଦେଲେ ନନୀ ଦଳି ଖାଇବି ଗଣ୍ଡେ ?
ଉତ୍ତର:-ଦୁକୁତା

7.ଭାରତରେ କେବେ ପ୍ରଥମ ଥର ଆଇ ଏ ଏସ ପରୀକ୍ଷା ହୋଇଥିଲା ?
ଉତ୍ତର:-୧୯୫୦

8.ସେ କିଏ ଯାହାର ମୁଣ୍ଡ ନାହିଁ କିନ୍ତୁ ଟୋପି ପିନ୍ଧିଥାଏ ?
ଉତ୍ତର:- ବୋତଲ

9.ଏମିତି କେଉଁ କୋଟ ଅଛି ଯାହାକୁ ଆମେ ପିନ୍ଧି ପାରିବା ନାହିଁ?
ଉତ୍ତର:-ପଠାନ କୋଟ

10.କେଉଁ ସାଗର ରେ ଗୋଟିଏ ହେଲେ ମଧ୍ୟ ମାଛ ନାହାନ୍ତି?
ଉତ୍ତର:-ମୃତସାଗର

11 – ଝିଅମାନେ ଖୁଦୁରୁକୁଣୀ ଓଷା କାହା ପାଇଁ କରନ୍ତି ?

ଉତ୍ତର- ଭାଇ

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।