Interesting Gk Questions- ଆପେ ବଞ୍ଚିଲେ ——— ର ନାମ ? କୁହନ୍ତୁ ତାହା କଣ ?

0

ଆମେ ମାନେ ତ ଜାଣିଥିବା ଆଜି କାଲି ର ଦୁନିଆ କେତେ ମାତ୍ରା ରେ ଶିକ୍ଷିତ ହେଲାଣି।ଆଜି ର ଦୁନିଆରେ ଆଉ କେହି ବି ଅଶିକ୍ଷିତ ନାହାଁନ୍ତି, ଆମେ ଯଦି ଦେଖିବା ଆଜି କାଲି ଯିଏ ଅଟୋ ଚଲଉଥିବ ସିଏ ବି ଇଂରାଜୀ ରେ କଥା କହୁଥିବ। ତେବେ ଆଜି ର ଦୁନିଆରେ ପାଠ ପଢିବା, ଶିକ୍ଷିତ ହେବା ଖଣ୍ଡେ ଭଲ ଚାକିରି ପାଇବା ବହୁତ କଷ୍ଟ ହୋଇଗଲାଣି।

ତେବେ ଆମେ ମାନେ ଦେଖିବାକୁ ପାଉଥିବା ଯୁଆଡେ ଗଲାବେଳକୁ ଏବେ ସବୁଆଡେ ଲୋକ ମାନେ ଆମର ବୁଦ୍ଦି ର ପରୀକ୍ଷା କରୁଛନ୍ତି, ଯାହାର ଉତ୍ତର ଆମେ ମାନେ କେବଳ ବୁଦ୍ଧି ମାଧ୍ୟମରେ ହିଁ ଦେଇପାରିବା। ଆମେ ଯଦି କୌଣସି ଏକ ଜବ୍ ପାଇଁ ଏନ୍ଟ୍ରାନ୍ସ ଦେବାକୁ ଯାଉଛେ ତେବେ ସେଠାରେ ବି ଆମର ବୁଦ୍ଧି ର ପରୀକ୍ଷା କରୁଛନ୍ତି। ଆମ ମାନଙ୍କୁ ସେହି ସବୁ ର ଉତ୍ତର ଆମ ବୁଦ୍ଧି ସାହାର୍ଯ୍ୟ ରେ ହିଁ ଦେବାକୁ ପଡିଥାଏ।

ସେହି ସବୁ ପ୍ରଶ୍ନ ର ଉତ୍ତର ବହୁତ ମଜାଳିଆ ଅଟେ ଯାହାର ଉତ୍ତର ଖୋଜିବା ପାଇଁ ଆମ ମାନଙ୍କୁ ମଜା ମଧ୍ୟ ଲାଗିଥାଏ। ତାହାଲେ ଆପଣ ମାନେ ଜାଣି ପାରୁଥିବେ ଆମ ମାନଙ୍କ ପାଇଁ ଜେନେରାଲ୍ ନୋଲେଜ୍ ର କେତେ ଆବଶ୍ୟକତା ରହିଛି। ଆମେ ଆଜି ଆପଣ ମାନଙ୍କୁ ସେହିପରି କିଛି ଜେନେରାଲ୍ ନୋଲେଜ୍ ଏବଂ ତାର ଉତ୍ତର ସମ୍ପର୍କରେ କହିବୁ, ଯାହାକି ବହୁତ ମଜାଳିଆ ମଧ୍ୟ।

ତେବେ ଆମ ଦେଶ ରେ ଅନେକ କିଛି ସ୍ଥାନ ରେ ଅନେକ୍ କିଛି ଜିନିଷ ରହିଛି,ଯାହା ଆମ ଦେଶ ର ଅଗ୍ର ଗତି ରେ ସାହାଯ୍ୟ କରେ, ଯାହା ଜାଣିବା ଆମର ନିହାତି ଆବଶ୍ୟକ । ତେବେ ଏହା ଅନେକ ସମୟ ର୍ ଆମ କାମ ରେ ଆସି ଥାଏ। ତେବେ ଆଜି ଆମେ ମଜାଳିଆ କଥା ସମ୍ପର୍କ ରେ କିଛି ପ୍ରଶ୍ନ ଓ ଉତ୍ତର ଜାଣିବା।

1.ଗୋଟିଏ ସ୍ତ୍ରୀ ତାର ସ୍ଵାମୀକୁ ସବୁ କିଛି ଦେଇପାରେ କିନ୍ତୁ ଗୋଟିଏ ଜିନିଷ ଦେଇ ପାରେ ନାହିଁ, କୁହନ୍ତୁ ତାହା କଣ ?
ଉତ୍ତର:- ମଲା ପରେ କାନ୍ଧ ଦେଇପାରେ ନାହିଁ।

2.ଓଡିଶା ର ପ୍ରଥମ ଓଡିଆ କବି ଙ୍କ ନାମ କଣ?
ଉତ୍ତର:- ଉପେନ୍ଦ୍ର ଭଞ୍ଜ।

3.ଓଡିଶା ର ପ୍ରଥମ କୂଳପତି ଙ୍କ ନାମ କଣ?
ଉତ୍ତର:- ଡକ୍ଟର ପ୍ରାଣକୃଷ୍ଣ ପରିଜା।

4.ଭାରତ ରେ ସର୍ବ ପ୍ରଥମେ କେଉଁଠାରେ ସୂର୍ଯ୍ୟ ଉଦୟ ହୋଇଥାଏ?
ଉତ୍ତର:- ଅରୁଣାଚଳ ପ୍ରଦେଶ।

5.କେଉଁ ପ୍ରାଣୀ ତିନି ବର୍ଷ ଯାଏ ସୋଏ?
ଉତ୍ତର :- ଘୋଂଘା

6.କେଉଁ ଦେଶ ରେ ଗୋଟେ ବି ଟ୍ରାଫିକ ସିଗ୍ନାଲ ନାହିଁ?
ଉତ୍ତର :- ଭୁଟାନ ରେ

7.ମେଘନାଦ ର ପତ୍ନୀ ଙ୍କର ନାମ କଣ ଥିଲା?
ଉତ୍ତର :- ସୁଲୋଚନା

8.ଭାରତରେ ଇଣ୍ଟରନେଟ ର ଆରମ୍ଭ ସର୍ବପ୍ରଥମେ କେବେ ହେଇଥିଲା?
ଉତ୍ତର :- ୧୪ ଅଗଷ୍ଟ ୧୯୯୫ ରେ

9.ସ୍କର୍ବୀ ରୋଗ କେଉଁ ବିଟାମିନ ଅଭାବରେ ହୋଇଥାଏ ?
ଉତ୍ତର:-ଭିଟାମିନ ସି

10.ହଳଦିଆ ନଦୀ କେଉଁ ଦେଶରେ ଅବସ୍ଥିତ
ଉତ୍ତର:-ଚୀନରେ

11- ଆପେ ବଞ୍ଚିଲେ ——— ର ନାମ ?

ଉତ୍ତର – ବାପ ର

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।