ଯଦି ଆପଣଙ୍କର ନଖରେ ମଧ୍ୟ ଧଳା ଚିହ୍ନ ଅଛି, ତେବେ ବୁଝିଯାନ୍ତୁ ଯେ ଖୁବ ଶୀଘ୍ର ଆପଣଙ୍କ ଭାଗ୍ୟ ଖୋଲିବାକୁ ଯାଉଛି |

0

ସମୁଦ୍ର ଶାସ୍ତ୍ର ଅନୁସାରେ ଆମ ଶରୀରରେ ଥିବା କଳା ଯାଇ ଓ ଆମ ନଖ ରେ ହେଉଥିବା ଧଳା ଦାଗ ର ବହୁତ ମହତ୍ଵ ରହିଛି। ସମୁଦ୍ର ଶାସ୍ତ୍ର ରେ ଏ ବିଷୟରେ ବହୁତ କିଛି କଥା ବର୍ଣନା କରା ଯାଇଛି। ଆମ ନଖ ରେ ଥିବା ଧଳା ଦାଗ ଆମ ପାଇଁ ଶୁଭ କିମ୍ବା ଅଶୁଭ ଏ ବିଷୟରେ ସମ୍ପୂର୍ଣ ତଥ୍ୟ ଏହି ସମୁଦ୍ର ଶାସ୍ତ୍ର ରେ ବର୍ଣନା କରା ଯାଇଛି। ତେବେ ଚାଲନ୍ତୁ ଜାଣିବା ଯେ ନଖ ରେ ପଡୁଥିବା ଏହି ଧଳା ଦାଗ ର ଆମ ଜୀବନରେ କଣ ପ୍ରଭାଵ ରହିଛି।


ବୁଢା ଆଙ୍ଗୁଳି ରେ ଥିବା ଚିନ୍ହ ର ମହତ୍ଵ।
ସମୁଦ୍ର ଶାସ୍ତ୍ର ରେ ବର୍ଣନା କରା ଯାଇଛି କି ଯେଉଁ ବ୍ୟକ୍ତି ର ଆଙ୍ଗୁଳି ର ଧଳା ଦାଗ ରହିଥାଏ ସେହି ବ୍ୟକ୍ତି ର ବାଣିଜ୍ୟ ବ୍ୟାପାର ରେ ବହୁତ ଲାଭ ହୋଇଥାଏ। ତା ସହିତ ଏହି ଚିନ୍ହ ଆପଣଂକୁ କୌଣସି ନୂଆ ବନ୍ଧୁ ଙ୍କ ସହ ଭେଟ ହେବାର ସୂଚନା ଦେଇଥାଏ। କେବେଳ ଏତିକି ନୁହଁ ଏହା ଆପଣଂକୁ କେହି ଗିଫ୍ଟ ଦେବାର ଚିନ୍ତା କରୁଥବାର ସୂଚନା ମଧ୍ୟ ଦେଇଥାଏ।


ତର୍ଜନୀ ଆଙ୍ଗୁଳି ରେ ଚିନ୍ହ ର ମହତ୍ଵ –
ସମୁଦ୍ର ଶାସ୍ତ୍ର ଅନୁସାରେ ଯଦି ତର୍ଜନୀ ଆଙ୍ଗୁଳି ରେ ଆପଣଙ୍କ ର ଏହି ଚିନ୍ହ ରହିଥାଏ ତେବେ ଏହା ଆପଣଂକୁ ବାହିତ ମାନ ସମ୍ମାନ ମିଳିବାର ସୂଚନା ଦେଇଥାଏ। କେବେଳ ଏତିକି ନୁହଁ ଏହା ଦ୍ୱାରା ଆପଣଙ୍କୁ ବହୁତ ଲାଭ ହେବା ସହିତ ବ୍ୟାପାର ବାଣିଜ୍ୟ ରେ ବଡ ଫାଇଦା ହେବାର ସୂଚନା ମିଳିଥାଏ।


ମଧ୍ୟମା ଆଙ୍ଗୁଳି ରେ ଚିନ୍ହ ର ମହତ୍ଵ – 
ମଧ୍ୟମା ଆଂଗୁଳୁ ନଖ ରେ ଯଦି ଧଳା ଦାଗ ଥାଏ ତାହାଲେ ଏହା ଆପଣଂକୁ ବହୁତ ଶୁଭ ଫଳ ମିଳିଥାଏ। ଏହା ସହ ଏହି ବ୍ୟକ୍ତି ମାନଙ୍କ ର ସବୁବେଳେ ବାହାର ସ୍ଥାନ ଭ୍ରମଣ କରିବାର ଇଛା ରହିଥାଏ। ଯଦି ଏହି ଆଙ୍ଗୁଳି ନଖ ରେ ଆପଣଙ୍କ ର ଚିନ୍ହ ରହିଛି ତେବେ ଆପଣ ଶତୃମାନଙ୍କ ଠୁ ସାବଧାନ ତାର ସହିତ ଚଳନ୍ତୁ।


ଅନାମିକା ଆଙ୍ଗୁଳି ର ଚିନ୍ହ ର ମହତ୍ଵ –
ଯଦି ଏହି ଏହି ଆଙ୍ଗୁଳି ନଖ ରେ ଆପଣଙ୍କ ର ଧଳା ଦାଗ ରହିଛି ତେବେ ଏହା ଆପଣଂକୁ ସରକାର ଙ୍କ ଦ୍ଵାରା କୌଣସି ସମ୍ମାନ ମିଳିବାର ସୂଚନା ଦେଇଥାଏ। ଏହା ସହ ଆପଣଙ୍କ ର ପ୍ରତିଷ୍ଠା ରେ ବୃଦ୍ଧି ହେବ। ଏହା ବ୍ୟତୀତ ଆପଣଙ୍କ ର ଟଙ୍କା ପଇସା ସମସ୍ୟା ମଧ୍ୟ ଦୁର ହୋଇଯିବ।


କଲା ହଳଦିଆ ଚିନ୍ହ ର ମହତ୍ତ୍ୱ – 
ସମୁଦ୍ର ଶାସ୍ତ୍ର ଅନୁସାରେ ଆଙ୍ଗୁଠି ର ନଖ ରେ ଯଦି କଲା କିମ୍ବା ହଳଦିଆ ଚିନ୍ହ ପଡିଥାଏ ତେବେ ଏହା ବହୁତ ଅଶୁଭ ହୋଇଥାଏ। ଏହା ଆପଣଂକୁ ଆପଣଙ୍କ ର ସ୍ୱାସ୍ଥ୍ୟ ସମସ୍ୟା ର ସୂଚନା ଦେବା ସହିତ ଆପଣଂକୁ ଅସଫଳତା ଆଡକୁ ନେଇ ଯାଇଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।