pregnancy Tips – ଗର୍ଭବତୀ ମହିଳାମାନେ ବୁଦ୍ଧିମାନ ଶିଶୁ ପାଇଁ ଗର୍ଭାବସ୍ଥା ସସୟରେ ଶିଶୁ ପାଇଁ ଖାଆନ୍ତୁ ଏହି 10 ଟି ଜିନିଷ ପିଲା ଅତ୍ୟନ୍ତ ବୁଦ୍ଧିମାନ ଏବଂ ପ୍ରଭାବଶାଳୀ ହେବ

0

ସାଧାରଣତଃ ବିବାହ ପରେ ସବୁ ଝିଅ ଙ୍କର ମା ବନିବା ଏକ ପ୍ରକାର ର ସୌଭାଗ୍ୟ ଅର୍ଜନ କରିବା ସହ ସମାନ ହୋଇଥାଏ । ଆମ ସମାଜରେ ଏମିତି ମଧ୍ୟ କୁହାଯାଏ କି ଗୋଟିଏ ଝିଅ ମା ହେବା ପରେ ହିଁ ତାର ପ୍ରକୃତ ଜୀବନର ମୁଲ୍ୟ ସାର୍ଥକ ହୋଇଥାଏ । ଗୋଟିଏ ଝିଅ ପାଇଁ ମା ବନିବା ଦୁନିଆଁ ର ସବୁଠାରୁ ସୁନ୍ଦର ଅନୁଭବ ହୋଇଥାଏ ଏବଂ ଏହାକୁ ନିଜ ଗର୍ଭ ରେ ୯ ମାସ ଧରି ନିଜ ଜୀବନ ସହ ଲଢେ଼ଇ କରି ତାକୁ ଜନ୍ମ ଦେଇ ଥାଏ ।

ତେବେ ଅନେକ ବ୍ୟକ୍ତି ଚାହାନ୍ତି କି ତାଙ୍କର ପିଲାଟି ବହୁତ ବୁଦ୍ଧିମାନ ଓ ପ୍ରଭାବଶାଳୀ ହେଉ ବୋଲି ଏବଂ ଏଥିଲାଗି ସେମାନେ ଗର୍ଭାବସ୍ଥାରୁ ହିଁ ଏହାର ଆରମ୍ଭ କରିଥାନ୍ତି।ତେବେ ଆସନ୍ତୁ ଜାଣିବା ଗର୍ଭବତୀ ମହିଳା ମାନେ କେଉଁ କେଉଁ ଖାଦ୍ୟ ଗ୍ରହଣ ଦ୍ଵାରା ପିଲା ଟି ବୁଦ୍ଧିମାନ ଓ ପ୍ରଭାବଶାଳୀ ହୋଇଥାଏ।

୧.ଗର୍ଭାବସ୍ଥା ସମୟରେ ଜଣେ ମହିଳା ଯେତିକି ଖାଦ୍ୟ ପୂର୍ବରୁ ଖାଉଥିଲେ ତାର ଟିକେ ଅଧିକ ଖାଇବା ଦରକାର ।ପାଖାପାଖି ୩୦୦ କେଲରି ର ଖାଦ୍ୟ ଅଧିକ ଖାଇବା ଉଚିତ ।ଏହା ଉଭୟ ମା ଓ ପିଲାଙ୍କ ପାଇଁ ଭଲ ହୋଇଥାଏ ଏବଂ ପିଲାଟି ମାନସିକ ସ୍ତରରେ ଉନ୍ନତି ଘଟିଥାଏ।

୨.ଗର୍ଭାବସ୍ଥା ସମୟରେ ମହିଳା ମାନଙ୍କୁ କ୍ଷୀର ଓ ଦହି ଖାଇବାକୁ ବାରଣ କରାଯାଇଥାଏ ।କିନ୍ତୁ ଏହା ଭୁଲ ଅଟେ ଏହି ସମୟରେ ସେମାନ ଙ୍କୁ କ୍ଷୀର ଓ ଦହୀର ଆବଶ୍ୟକତା ରହିଥାଏ। ତେଣୁ ପ୍ରତିଦିନ ଏକ ଗ୍ଲାସ କ୍ଷୀର ସେବନ କରିବା ଉଭୟ ମା ଓ ପିଲା ପାଇଁ ଆବଶ୍ୟକ ଅଟେ ।

୩.ସାଧାରଣତ୍ୱ ଜଣେ ଗର୍ଭବତୀ ମହିଳାଙ୍କୁ ଫଳ (କଦଳୀ ,ଅଁଳା , କମଳା ଆଦି )ଖାଇବା କୁ ବାରଣ କରାଯାଇଥାଏ କିନ୍ତୁ ଏହି ସବୁ ଫଳ ଗର୍ଭାବସ୍ଥାରେ ଖାଇବା ଦରକାର ଏହା ପିଲା ର ଶରୀରରେ ରକ୍ତ ସଞ୍ଚାଳନ ପ୍ରକିୟା କୁ ଠିକ କରିଥାଏ ।

୪. ଗର୍ଭାବସ୍ଥା ସମୟରେ ମହିଳା ମାନେ ପାଳଙ୍ଗ ଶାଗ ଖାଇବା ଆବଶ୍ୟକ। ଯଦି ଆପଣ ନିଜ ପିଲାକୁ ବୁଦ୍ଧିମାନ କରିବାକୁ ଚାହାନ୍ତି ତାହାଲେ ଗର୍ଭବସ୍ଥା ସମୟରେ ପାଳଙ୍ଗ ଶାଗ ସେବନ କରନ୍ତୁ ।ଏହା ପିଲାର ମସ୍ତିଷ୍କ ର ବିକାଶରେ ସାହାଯ୍ୟ କରେ।

୫.ଗର୍ଭବତୀ ମହିଳା ମାନେ ସବୁବେଳେ ମାଛ ଓ ମାଂସ ଖାଇବା କୁ ପସନ୍ଦ କରିଥାନ୍ତି ।ଏହା ଖାଇବା ମଧ୍ୟ ଭୁଲ ନୁହେଁ କିନ୍ତୁ ଯେଉଁ ମାଛ ରେ ବିଷାକ୍ତ ପଦାର୍ଥ ମିସିକରି ଥାଏ ତାହାକୁ ଗ୍ରହଣ କରନ୍ତୁ ନାହିଁ ।

୬.ଗର୍ଭାବସ୍ଥା ସମୟରେ ମହିଳା ମାନେ ଡ୍ରାଇ ଫୁଡ଼ ତଥା ଆଲମଣ୍ଡ , ଖଜୁରୀ , ବାଦାମ ଆଦି ଖାଦ୍ୟ ଖାଇବା ଉଚିତ ହୋଇଥାଏ। ଏହା ଗର୍ଭ ରେ ଥିବା ପିଲା କୁ ଆବଶ୍ୟକ ପୋଷକ ଦେଇଥାଏ ।

୭.ସାଧାରଣ ଭାବରେ ଗର୍ଭବତୀ ମହିଳା ମାନଙ୍କୁ ବାହାରର ଖାଇବା ସେବନ କରିବାକୁ ଇଚ୍ଛା ହୋଇଥାଏ ।କିନ୍ତୁ ଆପଣ ଏହାକୁ ବାହାରୁ ନଖାଇ ଘରେ ନିଜେ ପ୍ରସ୍ତୁତ କରି ଖାଇବା ଉଚିତ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।