ଶୋଇଲା ପୁଅର –ନାହିଁ ? କହିପାରିବେ ଏହି ପ୍ରଶ୍ନର ଉତ୍ତର କ’ଣ ହେବ କମେଣ୍ଟ କରି ଜଣାନ୍ତୁ….

0

ଆମେ ମାନେ ତ ଜାଣିଥିବା ଆଜି କାଲି ର ଦୁନିଆ କେତେ ମାତ୍ରା ରେ ଶିକ୍ଷିତ ହେଲାଣି।ଆଜି ର ଦୁନିଆରେ ଆଉ କେହି ବି ଅଶିକ୍ଷିତ ନାହାଁନ୍ତି, ଆମେ ଯଦି ଦେଖିବା ଆଜି କାଲି ଯିଏ ଅଟୋ ଚଲଉଥିବ ସିଏ ବି ଇଂରାଜୀ ରେ କଥା କହୁଥିବ। ତେବେ ଆଜି ର ଦୁନିଆରେ ପାଠ ପଢିବା, ଶିକ୍ଷିତ ହେବା ଖଣ୍ଡେ ଭଲ ଚାକିରି ପାଇବା ବହୁତ କଷ୍ଟ ହୋଇଗଲାଣି।

ତେବେ ଆମେ ମାନେ ଦେଖିବାକୁ ପାଉଥିବା ଯୁଆଡେ ଗଲାବେଳକୁ ଏବେ ସବୁଆଡେ ଲୋକ ମାନେ ଆମର ବୁଦ୍ଦି ର ପରୀକ୍ଷା କରୁଛନ୍ତି, ଯାହାର ଉତ୍ତର ଆମେ ମାନେ କେବଳ ବୁଦ୍ଧି ମାଧ୍ୟମରେ ହିଁ ଦେଇପାରିବା। ଆମେ ଯଦି କୌଣସି ଏକ ଜବ୍ ପାଇଁ ଏନ୍ଟ୍ରାନ୍ସ ଦେବାକୁ ଯାଉଛେ ତେବେ ସେଠାରେ ବି ଆମର ବୁଦ୍ଧି ର ପରୀକ୍ଷା କରୁଛନ୍ତି। ଆମ ମାନଙ୍କୁ ସେହି ସବୁ ର ଉତ୍ତର ଆମ ବୁଦ୍ଧି ସାହାର୍ଯ୍ୟ ରେ ହିଁ ଦେବାକୁ ପଡିଥାଏ।

ସେହି ସବୁ ପ୍ରଶ୍ନ ର ଉତ୍ତର ବହୁତ ମଜାଳିଆ ଅଟେ ଯାହାର ଉତ୍ତର ଖୋଜିବା ପାଇଁ ଆମ ମାନଙ୍କୁ ମଜା ମଧ୍ୟ ଲାଗିଥାଏ। ତାହାଲେ ଆପଣ ମାନେ ଜାଣି ପାରୁଥିବେ ଆମ ମାନଙ୍କ ପାଇଁ ଜେନେରାଲ୍ ନୋଲେଜ୍ ର କେତେ ଆବଶ୍ୟକତା ରହିଛି। ଆମେ ଆଜି ଆପଣ ମାନଙ୍କୁ ସେହିପରି କିଛି ଜେନେରାଲ୍ ନୋଲେଜ୍ ଏବଂ ତାର ଉତ୍ତର ସମ୍ପର୍କରେ କହିବୁ, ଯାହାକି ବହୁତ ମଜାଳିଆ ମଧ୍ୟ।

ତେବେ ଆମ ଦେଶ ରେ ଅନେକ କିଛି ସ୍ଥାନ ରେ ଅନେକ୍ କିଛି ଜିନିଷ ରହିଛି,ଯାହା ଆମ ଦେଶ ର ଅଗ୍ର ଗତି ରେ ସାହାଯ୍ୟ କରେ, ଯାହା ଜାଣିବା ଆମର ନିହାତି ଆବଶ୍ୟକ । ତେବେ ଏହା ଅନେକ ସମୟ ର୍ ଆମ କାମ ରେ ଆସି ଥାଏ। ତେବେ ଆଜି ଆମେ ମଜାଳିଆ କଥା ସମ୍ପର୍କ ରେ କିଛି ପ୍ରଶ୍ନ ଓ ଉତ୍ତର ଜାଣିବା।

1. ଝିଅ ମାନଙ୍କର କେଉଁ ଜିନିଷ ଗାଧୋଇଲା ବେଳେ ଛୋଟ ହୋଇ ଯାଏ ?
ଉତ୍ତର. ସାବୁନ

2.କିଏ ଦୁଇ ଥର ଭାରତ ର ରାଷ୍ଟ୍ରପତି ହୋଇଥିଲେ?
ଉତ୍ତର:- ଡକ୍ଟର ରାଜେନ୍ଦ୍ର ପ୍ରସାଦ

3.ଗାଁ ରେ ସୁବିଧା ଅସୁବିଧା ବୁଝିବା କାହାର ଦାୟିତ୍ଵ?
ଉତ୍ତର:- ଗ୍ରାମ ପଞ୍ଚାୟତ

4.ଗ୍ରାମପଞ୍ଚାୟତ ପରି ପ୍ରତି ପଞ୍ଚାୟତ ରେ କଣ ଥାଏ?
ଉତ୍ତର:- ପଞ୍ଚାୟତ ସମିତି

5.ପଞ୍ଚାୟତ ସମିତି ର ମୁଖ୍ୟ ଅଧିକାରୀ ଙ୍କୁ କଣ କୁହାଯାଏ?
ଉତ୍ତର:- ମଣ୍ଡଳ ଉନ୍ନୟନ ଅଧିକାରୀ

6.ମନୁଷ୍ୟ ଶରୀର ରେ ସବୁଠାରୁ ଶକ୍ତ ଓ ଲମ୍ବା ହାଡ଼ କଣ?
ଉତ୍ତର:- ଜଙ୍ଘ

7.ଆମ ଶରୀର କୁ ସବୁ ସମୟରେ କ୍ରିୟାଶୀଳ କରିବାରେ କେଉଁ ଅଙ୍ଗ ର ଭୂମିକା ଗୁରୁତ୍ବପୂର୍ଣ୍ଣ?
ଉତ୍ତର:- ମସ୍ତିଷ୍କ

8.କେଉଁ ରାଜ୍ୟ ୧୮ ଜୁନ ୨୦୨୦ କୁ ମାସ୍କ୍ ଦିବସ ଭାବେ ପାଳନ କରିଥିଲା?
ଉତ୍ତର:- କର୍ଣ୍ଣାଟକ

9.ଏକ କୋଟି କୋଭିଦ୍ -୧୯ ଟେଷ୍ଟ କରିଥିବା ପ୍ରଥମ ଭାରତୀୟ ରାଜ୍ୟ କିଏ?
ଉତ୍ତର:- ଉତ୍ତର ପ୍ରଦେଶ

10.ପୃଥିବୀ ରେ ନୀରବ ସହର କାହାକୁ କୁହାଯାଏ?
ଉତ୍ତର:-ଭେନିସ୍

11 . ଶୋଇଲା ପୁଅର ——— ନାହିଁ ?

ଉତ୍ତର – ଭାଗ

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।