Personality Test -ବାଛନ୍ତୁ ନିଜ ଜନ୍ମ ମାସ ବାଲା ୧ ହାର୍ଟ ଓ ଜାଣନ୍ତୁ ନିଜ ବିଷୟରେ ୧ ଖାସ କଥା

0

ମଣିଷ ଜୀବନରେ ଏପରି ଅନେକ କିଛି ଯାହା କି ତାର ଭାଗ୍ୟ ନିର୍ଧାରଣ ରେ ଅନେକ ସହାୟକ ହୋଇଥାଏ। ରାଶି ଫଳ ପାଖରୁ ଆରମ୍ଭ କରି ଗ୍ରହ ନକ୍ଷତ୍ର ପର୍ଯ୍ୟନ୍ତ ସବୁ କିଛି ରେ ଭାଗ୍ୟ ବଦଳାଇବା ର ଶକ୍ତି ରହିଛି। ତେବେ ଆପଣ ନିହାତି ଜାଣିବା ଆବଶ୍ୟକ ଯେ ମଣିଷର ଜନ୍ମ ବାର ଏବଂ ଜନ୍ମ ମାସ ମଧ୍ୟ ତାର ଜୀବନରେ ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ଥାଏ। ଜନ୍ମ ମାସ ରୁ ବ୍ୟକ୍ତି ବିଷୟରେ ଅନେକ କିଛି କଥା ଜଣା ପଡିଥାଏ।

ତେବେ ଆମେ ଆଜି ଏହି ପୋଷ୍ଟ ମାଧ୍ୟମରେ ଆପଣଙ୍କ ସହ ଏକ ମଜା ଦାର ଗେମ ଖେଳିବୁ ଏବଂ ତା ସହ ଆପଣଙ୍କ ବିଷୟରେ କେତେକ ରମାଞ୍ଚକ ତଥ୍ୟ ମଧ୍ୟ ଜଣେଇବୁ।ତେବେ ପ୍ରତି ମାସରେ ପାଇଁ ଆମେ ଏକ ପ୍ରକାରର ହାର୍ଟ ରଖିଛୁ ଆପଣ ଏମାନଙ୍କ ମଧ୍ୟରୁ ନିଜର ଜନ୍ମମାସ ପସନ୍ଦ କରନ୍ତୁ ଏବଂ ନିଜ ବିଷୟରେ କିଛି ଏପରି ଜାଣନ୍ତୁ ଯାହା ଆଗରୁ କେବେ ଜାଣିନଥିବେ।

୧.ଯଦି ଆପଣ ଜାନୁଆରୀ ମାସରେ ଜନ୍ମଗ୍ରହଣ କରିଛନ୍ତି ଏବଂ ସେହି ହାର୍ଟ ଟୀକୁ ବାଛିଛନ୍ତି ତେବେ ଆପଣ ଜଣେ ଖୁସ ମିଜାଜ୍ ଲୋକ ଅଟନ୍ତି।ଆପଣ କେବେବି ସତ୍ୟ ଘଟଣା ପାଇଁ ପାଛଘୁଞ୍ଚା ଦିଅନ୍ତି ନାହିଁ ଏହା ପାଇଁ ଲୋକଙ୍କ ବିରୋଧରେ ଯିବାକୁ ମଧ୍ୟ ପଛନ୍ତି ନାହିଁ। ଆପଣ ଙ୍କୁ ପାର୍ଟି ଏବଂ ଫଙ୍କସନ ବହୁତ ଭଲ ଲାଗିଥାଏ ।

୨.ଯଦି ଆପଣ ଫେବୃଆରୀ ମାସର ହୃଦୟକୁ ବାଛିଥାନ୍ତି ତେବେ ଆପଣ ବହୁତ ରଚନାତ୍ମକ ବ୍ୟକ୍ତିତ୍ୱ ଅଟନ୍ତି ।ଆପଣଙ୍କୁ ସବୁ କାର୍ଯ୍ୟ ଅଲଗା ଆନ୍ଦାଜ ରେ କାର୍ଯ୍ୟ କରିବାକୁ ଭଲ ପାଇଥାନ୍ତି।ଏମାନଙ୍କୁ ଅଧିକ ଭିଡ଼ ସ୍ଥାନ ଓ ଅନ୍ୟ କାହାର ପାର୍ଶନଲ କଥାରେ ମୁଣ୍ଡ ପୁରାଇବାକୁ ଭଲ ଲାଗିନଥାଏ।

୩.ମାର୍ଚ୍ଚ ମାସର ହୃଦୟ ବାଛିଥିଲେ ଆପଣ,ବହୁତ ପରିଶ୍ରମୀ ଏବଂ ଆକର୍ଷଣିୟ ଅଟନ୍ତି। ନିଜର କଥାରେ କାହାକୁ ବି ଆକର୍ଷିତ କରିପାରନ୍ତି।ଜ୍ଞାନ ଆହରଣ କରିବାକୁ ଆପଣଂକୁ ବହୁତ ଭଲଲାଗେ।

୪.ଏପ୍ରିଲ ମାସର ହୃଦୟ କୁ ପସନ୍ଦ କରିଥିଲେ ଆପଣ କାହାକୁ ବି ସହଜରେ ବିଶ୍ୱାସ କରନ୍ତି ନାହିଁ ।ଏହି କାରଣ ରୁ ଆପଣଙ୍କର ବହୁତ କମ ବନ୍ଧୁ ଅଟନ୍ତି ।ଆପଣଂକୁ ପ୍ରାକୃତିକ ଜିନିଷ ଏବଂ ସ୍ଥାନ ବହୁତ ପସନ୍ଦ ଅଟେ ।

୫.ଯଦି ଆପଣ ମେ ମାସର ହୃଦୟ ପସନ୍ଦ କରିଛନ୍ତି ତେବେ ଆପଣ ସବୁବେଳେ କିଛି ନା କିଛି ବଦଲେଇବାକୁ ପସନ୍ଦ କରନ୍ତି। ହୃଦୟରୁ ଭଲ ଆପଣ କିନ୍ତୁ ସବୁବେଳେ ପରିବର୍ତ୍ତନ ଆପଣଂକ ପାଖରେ ଦେଖାଦେଇଥାଏ।

୬.ଜୁନ ମାସର ହୃଦୟ କୁ ପସନ୍ଦ କରୁଥିଲେ ଆପଣ ସବୁବେଳେ ପ୍ରେମରେ ଅସଫଳ ହୋଇଥାନ୍ତି।ନିଜର ପରିଶ୍ରମ ଅନୁସାରେ ଫଳ ପାଇଥାନ୍ତି ତାଠାରୁ ଅଧିକ ନୁହେଁ।

୭.ଜୁଲାଇ ମାସରେ ହୃଦୟ ପସନ୍ଦ କରିଥିଲେ ଆପଣ ବହୁତ ମେହନତ କରନ୍ତି।ସର୍ବଦା ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥାନ୍ତି।

୮.ଆପଣ ଅଗଷ୍ଟ ମାସକୁ ପସନ୍ଦ କରିଥିଲେ ଆପଣ ବହୁତ ଅଭିମାନି ଏବଂ ସ୍ୱାର୍ଥପର ଅଟନ୍ତି।ଅନ୍ୟଙ୍କୁ କଷ୍ଟ ଦେବାରେ ଆପଣଂକୁ ସୁଖ ମିଳିଥାଏ।ମାତ୍ର ଭଗବାନ ଙ୍କୁ ବିଶ୍ଵାସ କରନ୍ତି ଆପଣ ।

୯.ଯଦି ଆପଣ ସେପ୍ଟେମ୍ବର ହୃଦୟ କୁ ବାଛିଛନ୍ତି ତେବେ ଆପଣ ବହୁତ ଭାବୁକ ସ୍ୱଭାବର ଅଟନ୍ତି ଅନ୍ୟ ଉପରେ ବହୁତ ଶୀଘ୍ର ବିଶ୍ୱାସ କରୁଥିବାରୁ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି।

୧୦.ଅକ୍ଟୋବର ହୃଦୟ କୁ ବାଛିଥିଲେ ଆପଣ ବହୁତ ସାହସୀ ଓ କର୍ତ୍ତବ୍ୟନିଷ୍ଠା ବ୍ୟକ୍ତି ଅଟନ୍ତି।

୧୧.ନଭେମ୍ବର ହୃଦୟ ର ବ୍ୟକ୍ତି ବହୁତ ଆକର୍ଷଣୀୟ ଓ ଭଲ ହୋଇଥାନ୍ତି।ଅନ୍ୟ ମାନଙ୍କ ସହ ମିଳିମିଶି ରହିବାକୁ ଆପଣଂକୁ ଭଲ ଲାଗେ ।

୧୨.ଆପଣ ଡିସେମ୍ବର ହୃଦୟ କୁ ପସନ୍ଦ କରିଥିଲେ ଆପଣ ସ୍ୱାର୍ଥପର ଲୋକ ଅଟନ୍ତି ।ନିଜକୁ ଆବଶ୍ୟକ ଠାରୁ ଆଧିକ ଗୁରୁତ୍ୱ ଦେଇଥାନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।