ଓଡିଶା ପୋଲିସ ଟ୍ରେନିଙ୍ଗ ନେବାବେଳେ ଦୃଭାଗ୍ୟ ବଶତଃ ଏଭଳି କିଛି ଅଘଟଣା ଘଟିଲା ଯାହାଫଳରେ ସୋସଆଲ ମିଡିଆରେ ସାହାର୍ଯ୍ୟ ମାଗିଲେ ବାପା ଓ ମା ଏହି ଭିଡିଓ କୁ ଅଧିକରୁ ଅଧିକ ସୋୟାର କରନ୍ତୁ

0

ଭଗବାନ ସବୁ ବେଳେ ଦୁଃଖୀ କୁ ହିଁ ବେଶୀ ଦୁଃଖ ଦିଅନ୍ତି। କଥା ରେ ଅଛି କୁ ଭଗବାନ ଯାହା ଦିଅନ୍ତି ଚପ୍ପର୍ ଫାଡିକି ଦିଅନ୍ତି ।ହଁ ବେଳେ ବେଳେ ଲାଗେ କି ହଁ ଏ ଢଗ ଟି ସମ୍ପୂର୍ଣ ସତ୍ୟ ଲାଗେ ।ଦୁଃଖୀ ପରିବାର ରେ ହିଁ ଦୁଃଖର କାହାରି ଛୁଟି ଆସିଥାଏ ।ସେମିତି ଆଜି କାଲି କା ଦୁନିଆରେ ବହୁତ୍ ଦୁଃଖଦ ଘଟଣା ଘଟିବାର ଆମେ ଦେଖୁଚୁ ଯାହା କି ହୃଦୟ ବିଦାରକ।କଣ ଗୋଟେ ଦୁଃଖିନୀ ଗରିବ ଲୋକ ଟି ନିଜ ଭବିଷ୍ୟତ ପାଇଁ ସ୍ବପ୍ନ ଦେଖିବା ଭୁଲ ।

ଆଜି ଏ ସବୁ କହିବାର କାରଣ ହଉଚି କି ଗୋଟିଏ ଗାଁ ରେ ଥିବା ଗୋଟିଏ ପରିବାର ସହିତ ଏମିତି କିଛି ଦୁଃଖଦ ଘଟଣା ଘଟିଛି ।ଯେଉଁ ପରିବାର ରେ ବାପା ,ମାଆ ଓ ଝିଅ ଥିଲେ ସେମାନେ ପୁରୀ ଜିଲ୍ଲା ର କପିଳେଶ୍ୱରପୁର ପାର୍ଟ ୧ ରେ ରହୁଥିଲେ ।ବାପା ମା ଙ୍କ ଆଶା ଆଉ ସ୍ବପ୍ନ ଏଠାରେ ଅଧରେ ରହିଯାଇଥିଲା

ବାପା କୁମାର ନାୟକ ଓ ମାଆ ଙ୍କ ନାମ ସୁନ୍ଦରୀ ନାୟକ ଙ୍କ ଝୀଅ ସୁମିତ୍ରା ନାୟକ ଓଡିଶା ପୋଲିସ ଟ୍ରେନିଙ୍ଗ ନେବାବେଳେ ଦୃଭାଗ୍ୟ ବଶତଃ ତଳେ ପଡ଼ିଗଲେ ତାଙ୍କ ମୁଣ୍ଡ ରେ ଶକ୍ତ ଆଘାତ ଲାଗିଥିଲା ସେତେବେଳେ କିଛି ଜଣା ନ ପଡିବାରୁ ସମୟ ପରେ ସମୟ ବିତି ଚାଲିଥିଲା ତା ସାଙ୍ଗରେ ରୋଗ ବି ଓ ମୁଣ୍ଡ ରେ ଯନ୍ତ୍ରଣା ବଢ଼ି ଚାଲିଥିଲା ତାଙ୍କ ବାପା ଦିନ ମଜୁରିଆ ଯାହାବି କିଛି ରୋଜଗାର କରନ୍ତି ତାଙ୍କ ଘର ଖର୍ଚ୍ଚ ରେ ଚାଲିଯାଏ ଏବଂ ଝୀଅ ପଢା ପଢି ରେ ବି ଖର୍ଚ୍ଚ ହୋଇ ଯାଇଛି ।

ଡ଼କ୍ଟର କହିଛନ୍ତି ଯେ ୨ଲକ୍ଷ୍ୟ ଟଙ୍କା ଦେଲେ ତାଙ୍କ ର ଅପରେସନ ସମ୍ଭବ ହେଇପରିବ ଟଙ୍କା ନ ଥିବା କାରଣ ରୁ ଝିଅ ର ଚିକିତ୍ସା କରିପାରୁନାହାନ୍ତି ନିରୀହ ଦୁଖୀ ବାପା ମା ଯାହାବି କିଛି ଥିଲା ଝିଅ ର ଚିକିତ୍ସା ପାଇଁ ତାହା ବିକି ଭାଙ୍ଗି ଦେଇ ସର୍ବ ହରା ହେଇ ପଡିଛନ୍ତି । ଏବେ ତାଙ୍କ ପାଖରେ ଟଙ୍କା ଟିଏ ବି ନାହିଁ ।ଓଳିଏ ଖାଇଲେ ଓଳିଏ ଓପାସ ରୁହନ୍ତି ଚାରିପ୍ରଣୀ କୁଟୁମ୍ବ ।

କିପରି ଝିଅ ଟିର ଚିକିତ୍ସା କରିବେ ତାଙ୍କ ବାପା ଓ ମାଆ ଅନୁରୋଧ କରିଛନ୍ତି ଆପଣ ମାନେ କିଛି ସହଯୋଗ କରନ୍ତୁ ଆପଣଙ୍କ ଦ୍ୱାରା ୧ଟଙ୍କା ହଉ କି ୫ ଟଙ୍କା ହଉ ଭଉଣୀ ଜଣକ ଆପଣ ଙ୍କ ସାହାଯ୍ୟ ପାଇ ଉପକୃତ ହୋଇପାରନ୍ତେ ଏବଂ ସରକାର ଙ୍କୁ ଅନୁରୋଧ କରୁଛି ଯେ ଆପଣ ବି କିଛି ସହଯୋଗ ର ହାତ ବଢ଼ାନ୍ତୁ ଏବଂ ଆଖିରେ ଆସୁଥିବା ଲୁହ କୁ ଓଠରେ ଖୁସି ରେ ବଦଳାଇ ଦିଅନ୍ତୁ।ଆପଣ ମାନଙ୍କୁ ଏହି ଅନୁରୋଧ କରୁଛି କି ସମସ୍ତେ ସହଯୋଗ ର ହାତ ବଢ଼ାନ୍ତୁ ତାଙ୍କୁ ଫୋନ ଦ୍ୱାରl ଯୋଗାଯୋଗ କରନ୍ତୁ ୬୩୭୧୯୭୦୯୬୭ ଏବଂ ଆପଣ ମାନେ ଯଦି ସାହାଯ୍ୟ କରିବାକୁ ଚାଁହୁଚନ୍ତି ତାଙ୍କର ଅକାଉଣ୍ଟ ନମ୍ବର ରେ ସାହାଯ୍ୟ କରିପାରିବେ ।

Ac No :-38166027159
IFSC No:- SBIN0005763
ଏବଂ phone pay No:-6371970967, 9861387876 ରେ ସାହାଯ୍ୟ କରିପାରେବେ।ଏହି ଭିଡ଼ିଓ ସମସ୍ତଙ୍କୁ ସେୟାର କରି ଦିଅନ୍ତୁ ଭଗବାନ ଙ୍କୁ ପ୍ରାର୍ଥନା କରନ୍ତୁ କି ଯେ ଭଉଣୀ ଜଣଙ୍କ ସୁସ୍ଥ ହେଇ ଯାଆନ୍ତି ।ଭଗବାନ ତାଙ୍କ ଉପରେ କୃପା ଵୃଷ୍ଟି କରନ୍ତୁ ,ଆଉ ଆପଣ ମାନଙ୍କ ସହାୟତା ନିହାତି ଜରୁରୀ ।ଆପଣ ମାନେ ଭି ଜୀବନ୍ତ ଭଗବାନ ସଦୃଶ୍ୟ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।