ଲେମ୍ବୁକୁ କାଟି ଚୁପଚାପ ଫିଙ୍ଗି ଦିଅନ୍ତୁ ଏହି ସ୍ଥାନରେ ତା’ପରେ ଦେଖନ୍ତୁ ଚମତ୍କାର ଦାରିଦ୍ର୍ୟତା ଓ ଅଶାନ୍ତି ପ୍ରବେଶ ହେବ ନାହିଁ

0

ପ୍ରତେକ ବ୍ୟକ୍ତି ନିଜ ଜୀବନ ରେ ସବୁବେଳେ ଟଙ୍କା ଏବଂ ସଫଳତା ପାଇବାକୁ ଚେଷ୍ଟା କରିଥାଏ। ସେଥିପାଇଁ ଅନେକ ଲୋକ କିଛି ନା କିଛି କାର୍ଯ୍ୟ ବୃତ୍ତି କରି ଜୀବନ ଯାପନ କରନ୍ତି। କିନ୍ତୁ ଭାଗ୍ୟ ଅନେକ ସମୟରେ ତାଙ୍କ ସପକ୍ଷରେ ଯାଏ ନାହିଁ। ବ୍ୟକ୍ତି ସର୍ବଦା ଚାହେଁ କି ସେ ଚାହୁଁଥିବା ପ୍ରତେକ ଜିନିଷ ତାକୁ ସହଜରେ ମିଲିଯାଉ। କିନ୍ତୁ ସେମିତି ହୋଇ ନଥାଏ। ସେହି ବ୍ୟକ୍ତି ହେଉ ବା ଆମେ ନିଜେ ଅନେକ ସମୟରେ ଦୁଃଖ କଷ୍ଟ ପାଇଥାଉ।

ଯେତେ ଧନ ଉପାର୍ଜନ କଲେ ମଧ୍ୟ ତାହା ଆମ ପାଇଁ ନିଅଣ୍ଟିଆ ହୁଏ ନାହିଁ। ଅନେକ ରୋଗ ବ୍ୟାଧି ପରିବାର ଲୋକଙ୍କୁ ମାଡ଼ି ବସେ। ଚାକିରୀ ସମ୍ପର୍କିତ ମାମଲା ରେ ନିରାଶ ହେବାକୁ ପଡ଼େ। ଠିକ୍ ସମୟରେ ବିବାହ ମଧ୍ୟ ଯୋଗ ଆସେ ନାହିଁ।

ତେବେ ଏହି ସବୁ ସମସ୍ୟା ରୁ ରକ୍ଷା ପାଇବାକୁ ହେଲେ ଅର୍ଥାତ୍ ଯଦି ଆପଣ ଧନ ପ୍ରାପ୍ତି କରିବାକୁ ଚାହାଁନ୍ତି କିମ୍ୱା ଚାକିରୀ ଏବଂ ସବୁ କ୍ଷେତ୍ର ରେ ସଫଳ ହେବାକୁ ଚାହାନ୍ତି ତେବେ ଏହି ଉପାୟ ନିହାତି ଥରେ କରନ୍ତୁ। ଦେଖିବେ ଏହି ଉପାୟ କରିବାର ମାତ୍ରା ଏକ ଦିନରୁ ଦୁଇ ଦିନ ଭିତରେ ସବୁ କାର୍ଯ୍ୟ ସଫଳ ହେବାରେ ଲାଗିବ। ତେବେ ଏହି ଉପାୟ ଟୀକୁ କରିବା ପାଇଁ ଆପଣଙ୍କୁ କେବଳ ଗୋଟିଏ ଲେମ୍ବୁ ର ଆବଶ୍ୟକତା ରହିଛି। ଆଉ ରହି ଲେମ୍ବୁ ସାହାଯ୍ୟରେ ଆପଣ ନିଜର ସମସ୍ତ ସମସ୍ୟା ଠାରୁ ମୁକ୍ତି ପାଇବା ସହ ଏକ ସୁଖମୟ ଜୀଵନ କରିପାରିବେ ।ତେବେ ଆସନ୍ତୁ ଜାଣିବା ଏହି ଉପାୟଟି ବିଷୟରେ ।

ଆମେ ଆଜି ଯେଉଁ ଉପାୟଟି ଆପଣଂକୁ କହିବାକୁ ଯାଉଛୁ ତାହା ଆପଣ କେବଳ ଶନିବାର , ରବିବାର କିମ୍ବା ମଙ୍ଗଳବାର ଦିନ କରିପାରିବେ ।ତେବେ ଆପଣଙ୍କ ଏହି ତିନି ବାର ମଧ୍ୟରୁ ଗୋଟିଏ ଦିନ ଏକ ଲେମ୍ବୁ ଆଣନ୍ତୁ ଏବଂ ତାହାକୁ ରାତିରେ ଶୋଇବା ସମୟ ରେ ନିଜ ମୁଣ୍ଡ ତଳେ ଦେଇଥିବା ତକିଆ ତଳେ ରଖି ସୋଇଯାଆନ୍ତୁ ।ତା ପର ଦିନ ଭୋର ଉଠିବା ପରେ ଆପଣ ନିଜ ମୁଣ୍ଡ ତଳେ ରଖିଥିବା ଲେମ୍ବୁ କୁ ବାହାର କରନ୍ତୁ ଏବଂ ସେହି ଘର ମଧ୍ୟରେ ଲେମ୍ବୁ ଟିକୁ ଛୁରୀ ସାହଯ୍ୟ ରେ ସମାନ ଦି ଫାଳ କରି କଟିଦିଅନ୍ତୁ ।

ବର୍ତ୍ତମାନ ଦୁଇ ହାତରେ ଏହି ଦୁଇ ଫାଳ ଲେମ୍ବୁ କୁ ଧରନ୍ତୁ ଏବଂ ଏବଂ ଘରର ମୁଖ୍ୟ ଦ୍ୱାର ରୁ ଆଗକୁ ଚାଲନ୍ତୁ ।କିନ୍ତୁ ଧ୍ୟାନ ରଖିବେ ଯେପରି ଏହା କରିବା ସମୟରେ ଆପଣଂକୁ କେହି ଦେଖିବେ ନାହିଁ କିମ୍ବା ଆପଣ କାହା ସହ କଥା ହେବେ ନାହିଁ ।ତେବେ ସିଧା ଦୁଇ ଫାଳ ଲେମ୍ବୁ ଧରି ଆଗକୁ ଚାଲନ୍ତୁ କିଛି ସମୟ ଚାଲିବା ପରେ ବାମ ହାତରେ ଧରିଥିବା ଲେମ୍ବୁ କୁ ଡାହାଣ ପାର୍ଶ୍ୱ କୁ ଏବଂ ଡାହାଣ ହାତରେ ଧରିଥିବା ଲେମ୍ବୁ କୁ ବାମ ପାର୍ଶ୍ୱ କୁ ଫିଙ୍ଗି ଦିଅନ୍ତୁ। ଏବଂ ପଛକୁ ନଦେଖି ସିଧା ବୁଲିପଡ଼ି ଘର ଭିତରକୁ ଆସିଯାଆନ୍ତୁ।

ଆଉ ଯଦି ଆପଣଙ୍କ ଘରର ଆଗ ପୂର୍ବ ଦିଗକୁ ହେଉଛି ତାହାଲେ ଏହା ଆହୁରି ଫଳପ୍ରଦ ଅଟେ। ତେବେ ଏହା କରିବା ଦ୍ୱାରା ଆପଣଙ୍କ ର ସମସ୍ତ ଆର୍ଥିକ ଓ ପାରିବାରିକ ସମସ୍ୟା ର ଅନ୍ତ ଘଟିବ ଓ ଘରେ ଖୁସି ଓ ଧନ ର ପ୍ରଵେଶ ହେବ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।