Sadhubani anuchinta – ବିବାହ ସମୟରେ କନ୍ୟା ର ଋୁତୁସ୍ରାବ କଣ ସୂଚନା ମିଳିଥାଏ ? ନିଶ୍ଚିତ ପଢନ୍ତୁ ଏବଂ ସମସ୍ୟାର ସମାଧାନ ଜାଣନ୍ତୁ

0

ବିବାହ ଏକ ପବିତ୍ର ସମ୍ପର୍କ ହୋଇଥାଏ। ଏହା ପୂର୍ବ ଅର୍ଜିତ କର୍ମଫଳ ଦ୍ଵାରା ପୂର୍ବରୁ ନିର୍ଦ୍ଧାରିତ ହୋଇଥାଏ ବୋଲି ଅନେକ ଶାସ୍ତ୍ର ରେ ଦେଖିବାକୁ ମିଳେ। କୁହାଯାଏ, ନାରୀ, ଭୂମି ଏବଂ ଗୋ ମାତା ଏହା ଭାଗ୍ୟରେ ନଥିଲେ ମିଲେଣି। ଏହା ସହିତ ଏହା ସୌଭାଗ୍ୟ ର କଥା କି ଗୋଟିଏ ଉତ୍ତମ ନାରୀ କୁ ନିଜ ଜୀବନ ସାଥି ରୂପେ ପାଇବା। ତେଣୁ ଆଜି ଆମେ ଅନେକ ଏମିତି କିଛି ରହସ୍ୟ ର କଥା କହିବୁ ଯାହା ଦ୍ଵାରା ଆପଣ ଜାଣି ପାରିବେ କେଉଁ ନାରୀକୁ ବିବାହ କରିବା ଉଚିତ୍ ଏବଂ କେଉଁ ନାରୀ ଙ୍କୁ ବିବାହ କରିବା ଅନୁଚିତ୍।

ଆପଣ ଜାଣିଥିବେ ନାରୀ ହେଉଛନ୍ତି ଘର ପାଇଁ ଲକ୍ଷ୍ମୀ। ନାରୀ ର ଲକ୍ଷଣ ଏବଂ ବ୍ୟବହାର ଦ୍ଵାରା ଗୋଟିଏ ପରିବାର ରେ ଧନ ଏବଂ ଲକ୍ଷ୍ମୀ ଙ୍କ ଅବସ୍ଥାନ ହୋଇଥାଏ। ମାତ୍ର ନାରୀ ଟି ଯଦି ଉତ୍ତମ ଲକ୍ଷଣ ଯୁକ୍ତ ହୋଇ ନଥାଏ ତେବେ ସେହି ଘରେ ସର୍ବଦା ଅଶାନ୍ତି ଏବଂ ଧନ ର ଅଭାବ ଲାଗି ରହିଥାଏ। ତେଣୁ ନାରୀ ର ସ୍ବଭାବ ଯଦି ଉତ୍ତମ ଲକ୍ଷଣ ଯୁକ୍ତ ତେବେ ସେହି ଘର ର ସଦସ୍ୟ ମାନଙ୍କ ମଧ୍ୟରେ ସର୍ବଦା ସୁସମ୍ପର୍କ ଗଢି ଉଠେ।

ସେହିପରି ଯେଉଁ ନାରୀ ଖୁବ୍ ଅଳ୍ପ କଥା ହେଉଥିବ, ଆଉ ପ୍ରାତଃ ସମୟରେ ରେ ଉଠି ଘର ର ସମସ୍ତ କାର୍ଯ୍ୟ କୁ ଉତ୍ତମ ରୂପେ କରିଥାଏ, ସେହିପରି ନାରୀ ଲକ୍ଷ୍ମୀ ଙ୍କ ସମାନ ହୋଇଥାନ୍ତି। ଏହା ସହିତ ଯଦି ସେହି ନାରୀ କେଶ କୁ ସାଜ ସଜା କରି ଉତ୍ତମ ସ୍ବଭାବ ର ଶାଢ଼ୀ ପରିଧାନ କରୁଥାନ୍ତି ତେବେ ସେହିପରି ନାରୀ ଙ୍କୁ ବିବାହ କଲେ ଜୀବନ ସୁଖରେ ଅତିବାହିତ ହୋଇଥାଏ। ଠିକ୍ ସେହିପରି ଯେଉଁ ନାରୀ ର ଦାନ୍ତ, କେଶ୍ ଶରୀର ର ଅଧିକ ଭାଗରେ ଅନୁଭୂତ ହେଉଥାଏ ସେହି ପରି ନାରୀକୁ ବିବାହ କରିବା ଅନୁଚିତ୍।

ରକ୍ତ ସମ୍ପର୍କୀୟ ଥିବା ଝିଅ ସହିତ ପୁଅ ର ବିବାହ କରିବା ଅନୁଚିତ୍। କାରଣ ଏପରି କରିବା ଦ୍ବାରା ଶାସ୍ତ୍ର ବିରୋଧୀ ହୋଇଥାଏ। ବଡ ଭାଈ ଯଦି ବିବାହ ନକରି ଥାନ୍ତି ତେବେ ସାନ ଭାଇ ବିବାହ କଲେ ଘରେ ବିଘ୍ନ ସୃଷ୍ଟି ହୋଇଥାଏ। ସେଥିପାଇଁ ବଡ ପୁଅ ର ବିବାହ ହେବା ଆବଶ୍ୟକ ଥାଏ ପ୍ରଥମେ।

ବିବାହ ହେବା ସମୟ ରେ ଝିଅ ଘର ପକ୍ଷରୁ କେବେ ପୁଅ ଘର ଠାରୁ ଟଙ୍କା ନେବା ଠିକ ନୁହେଁ, ଏପରି ବିବାହ କୁ ଆସୁରିକ ବିବାହ ବୋଲି କୁହାଯାଏ। ସେଥିପାଇଁ ସର୍ବଦା ଉତ୍ତମ ବଂଶ, କୁଳ ଏଵଂ ରାଶିର ପୁଅ ସହିତ ଝିଅ ର ମାଙ୍ଗଳିକ କାର୍ଯ୍ୟ କରିବା ଉଚିତ୍। ଉତ୍ତମ ପକ୍ଷ ଏବଂ ଲଗ୍ନ ଦେଖି ଝିଅ ଏବଂ ପୁଅ ର ଜାତକ ମିଳାଇ ବିବାହ କଲେ ଦମ୍ପତ୍ତି ଜୀବନ ସର୍ବଦା ସୁଖ ଶାନ୍ତି ରେ ଭରି ଉଠେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।