life style – ପସନ୍ଦ କରନ୍ତୁ ବୁଦ୍ଧଙ୍କ ଗୋଟେ ଫଟୋ ଆଉ ଜାଣନ୍ତୁ ନିଜ ଭବିଷ୍ୟତ ବିଷୟରେ କିଛି ଗୁପ୍ତ କଥା

0

ଗୌତମ ବୁଦ୍ଧ ହେଉଛନ୍ତି ଶାନ୍ତି ର ପ୍ରତୀକ। ସେ ସର୍ବଦା ପୃଥିବୀରେ ଶାନ୍ତି ଏବଂ ସଦଭାବନା ବଜାଇ ରଖିବା ପାଇଁ ପ୍ରେରଣା ଦେଇଥିଲେ। ସେ ପୃଥିବୀରେ ସର୍ବଦା ଯେପରି ଅହିଂସା ଏବଂ ଶାନ୍ତି ପ୍ରତଷ୍ଠା ହୋଇ ପାରିବ ସେଥିପାଇଁ ଅନେକ ଶାସ୍ତ୍ର ସମ୍ବୋଧିତ ଉପଦେଶ ମାନ ପ୍ରଦାନ କରି ଯାଇଥିଲେ। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଗୌତମ ବୁଦ୍ଧ ଜଣେ ରାଜ ପରିବାର ରେ ଜନ୍ମ ଗ୍ରହଣ କରିଥିଲେ।

ଆଉ ତାଙ୍କର ବିବାହ ମଧ୍ୟ ଅଳ୍ପ ବୟସ ରେ କରି ଦିଆଯାଇଥିଲା। ମାତ୍ର ସେ ପ୍ରକୃତ ରେ ସାଂସାରିକ ମାୟା ଠାରୁ ଦୂରେଇ ରହିବାକୁ ଚେଷ୍ଟା କରୁ ଥିଲେ। ଆଉ ସେଥିପାଇଁ ସେ ରାଜ ପରିବାର କୁ ଛାଡ଼ି ସନ୍ନ୍ୟାସ ହୋଇଗଲେ।

ତେବେ ଅନେକ ଦେଶ ଅଛି ଯେଉଁଠି ଗୌତମ ବୁଦ୍ଧ ଙ୍କୁ ମଧ୍ୟ ଭଗବାନ ରୂପରେ ଲୋକେ ମାନି ଥାନ୍ତି। ତାଙ୍କର ଅନେକ ଭକ୍ତ ମଧ୍ୟ ସମଗ୍ର ପୃଥବୀରେ ଦେଖିବାକୁ ମିଳେ। ତେବେ ଆପଣ ମାନେ ତାଙ୍କର ଥିବା ଏହି ପାଞ୍ଚଟି ଫୋଟ ମଧ୍ୟରୁ ଗୋଟିଏ ପସନ୍ଦ କରନ୍ତୁ। ଆଉ ଆମେ ଆପଣଙ୍କ ଭବିଷ୍ୟତ ବିଷୟ ରେ କହି ପାରିବୁ। ଏହା ଆପଣଙ୍କୁ ହୁଏତ ବିଶ୍ୱାସ ହୋଇ ନ ପାରେ। ମାତ୍ର ଏହା ନିତ୍ୟାନ୍ତ ସତ୍ୟ ଅଟେ।

ପ୍ରଥମ ଫୋଟ:-

ଏହି ଫୋଟ ଟିକୁ ଚୟନ କରିଥିବା କିମ୍ୱା ପସନ୍ଦ କରିଥିବା ବ୍ୟକ୍ତି ମାନେ ଏପରି ହୋଇଥାନ୍ତି। ସେମାନେ ସତ୍ୟବାଦୀ ହୋଇଥାନ୍ତି। ଯେକୌଣି ପରିସ୍ଥିତି ରେ ସତ୍ୟ କହିବାକୁ ପସନ୍ଦ କରନ୍ତି। ସତ୍ୟ ନିଷ୍ଠ ହୋଇ ଅନ୍ୟର କେବେ ଅମଙ୍ଗଳ କଥା ମଧ୍ୟ ଚିନ୍ତା କରନ୍ତି ନାହିଁ।

ଦ୍ଵିତୀୟ ଫୋଟ :-


ଏହି ଫୋଟ କୁ ପସନ୍ଦ କରିଥିବା ବ୍ୟକ୍ତି ମାନେ ବହୁତ ମାତ୍ରା ରେ ସାହସୀ ହୋଇଥାନ୍ତି। ଏହା ସହିତ ଏମାନେ ବିପଦ କୁ ସାହସ ର ସହିତ ସାମ୍ନା କରନ୍ତି। ନିଜ କଠିନ ସମୟ ରେ ମଧ୍ୟ କେବେ ହାର ମାନନ୍ତି ନାହିଁ।

ତୃତୀୟ ଫୋଟ:-

ଏହି ଫୋଟ ଟିକୁ ପସନ୍ଦ କରିଥିବା ବ୍ୟକ୍ତି ମାନେ ଅନେକ ମାତ୍ରା ରେ ଧୋର୍ୟ୍ଯ ବାନ ହୋଇଥାନ୍ତି। ଅନେକ ଦୁଖ ସମୟ ରେ ମଧ୍ୟ ଏମାନେ ସାମ୍ନା କରିବାକୁ ଚେଷ୍ଟା କରନ୍ତି। ଅନ୍ୟର ହୃଦୟ କୁ କେବେ ଆଘାତ ଦିଅନ୍ତି ନାହିଁ।

ଚତୁର୍ଥ ଫୋଟ:-

ଏହି ଗୌତମ ବୁଦ୍ଧ ଙ୍କ ଫୋଟ ଟିକୁ ପସନ୍ଦ କରିଥିବା ବ୍ୟକ୍ତି ମାନେ ଆନ୍ୟକୁ ଅଧିକ ଭଲ ପାଆନ୍ତି। ଏହି ଫୋଟ ଯେପରି ଭାବରେ ନିର୍ମଳ ଦେଖା ଯାଉଛି ଏହି ବ୍ୟକ୍ତି ମାନେ ଠିକ୍ ସେହିପରି ନିର୍ମଳ ଏବଂ ଛନ୍ଦ କପୋଟ ହିନ ହୋଇଥାନ୍ତି। ଅନ୍ୟକୁ ନିଜ ର ଭାବି ସାହାଯ୍ୟ ସହାୟତା କରନ୍ତି।

ପଞ୍ଚମ ଫୋଟ:-

ଏହି ଫୋଟ ଦେଖି ପସନ୍ଦ କରିଥିବା ବ୍ୟକ୍ତି ମାନେ ବଡ଼ ହେବାର ସ୍ବପ୍ନ ଦେଖିବା ପାଇଁ ଆଗ୍ରହ ଥାନ୍ତି। ତାହା ସହିତ ଏମାନେ ମନରେ ଉଚ୍ଚ ଅଭିଳାଷ ରଖିବା ସହିତ ସମାଜ ପାଇଁ କିଛି ଭଲ କରାଯିବା ପାଇଁ ଆଗ୍ରହ ଦେଖାଇ ଥାନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।