ସମ୍ବନ୍ଧ ରଖିବା ପରେ କେତେ ସମୟ ପରେ ଶୋଇବା ଉଚିତ… ପ୍ରତେକ ପତି ପତ୍ନୀ ଙ୍କୁ ଜଣା ଥିବା ଦରକାର ଏହି ମହତ୍ବ !

0

ବିବାହ ପରେ ପ୍ରତ୍ୟେକ ବ୍ୟକ୍ତି ଶାରୀରିକ ସମ୍ପର୍କ ରଖିଥାନ୍ତି ଯାହା ଦ୍ୱାରା ପତି ପତ୍ନୀଙ୍କ ଭିତରେ ପ୍ରେମ ସମ୍ପର୍କ ବଢିଥାଏ । ଏହା ଦ୍ୱାରା ଶରୀର ମଧ୍ୟ ସୁସ୍ଥ ରହିଥାଏ ଏବଂ ଅଧିକାଶଂ ସମୟରେ ଶାରୀରିକ ସମ୍ୱନ୍ଧ ପରେ ଅନେକ ଲୋକମାନେ ଶୋଇବାକୁ ପସନ୍ଦ କରିଥାନ୍ତି । କିନ୍ତୁ ଏପରି ସମୟରେ କିଛି କଥାକୁ ଧ୍ୟାନ ରଖିବାକୁ ହେବ ଏବଂ ଏହାକୁ ନ ମାନିଲେ ଅନେକ ସମସ୍ୟା ହୋଇପାରେ । ଯାହା ଦ୍ୱାରା ଆପଣଙ୍କର ସ୍ୱାସ୍ଥ୍ୟ ବିଗିଡି ଯାଇପାରେ । ଯେଉଁ ଲୋକମାନେ ଶାରୀରିକ ସମ୍ୱନ୍ଧ ପରେ ଅନ୍ୟ କାର୍ଯ୍ୟରେ ବ୍ୟସ୍ତ ରହିଥାନ୍ତି କିମ୍ୱା ଶୋଇପଡନ୍ତି ତାଙ୍କ ଶରୀରରେ ନାନା ପ୍ରକାର ଶାରୀରିକ ରୋଗ ଉତ୍ପନ୍ନ ହୋଇଥାଏ ଏବଂ ସ୍ୱାସ୍ଥ୍ୟ ଖରାପ ହୋଇଥାଏ ।


ଶାରୀରିକ ସମ୍ୱନ୍ଧ ରଖିବା ପରେ ପରିସ୍ରା କରିବା ଜରୁରୀ ଅଟେ । ଯାହାଦ୍ୱାରା କି ଶରୀରରେ ଥିବା ଶୁକ୍ରାଣୁ ବା କୀଟାଣୁ ପରିସ୍ରା ମାଧ୍ୟମରେ ବାହାରି ଯାଆନ୍ତି ଏବଂ ସଂକ୍ରମିତ ହେବାର କୌଣସି ଆଶଙ୍କା ରହି ନଥାଏ । ଏହାର କାରଣ ହେଉଛି ଆମେ ଯେଉ ପରିସ୍ରା କରିଥାଉ ଏହା ଏକ ପ୍ରକାର ପ୍ରାକୃତିକ ଏସିଡ ଅଟେ । ଯାହାଦ୍ୱାରା କି ସମ୍ୱନ୍ଧ ପରେ ସଙ୍ଗେ ସଙ୍ଗେ ପରିସ୍ରା କରିବା ଦ୍ୱାରା ବାହ୍ୟ କୀଟାଣୁ ନଷ୍ଟ ହୋଇଥାଏ । ଶାରୀରିକ ସମ୍ୱନ୍ଧ ରଖିବା ପ୍ରାୟ 15 ମିନିଟ ପରେ ଶୋଇବା ଆବଶ୍ୟକ ହୋଇଥାଏ ।


ସମାଜରେ ରହୁଥିବା ପ୍ରତ୍ୟେକ ପତି ଓ ପତ୍ନୀ ମାନଙ୍କୁ ଏହି ସମ୍ୱନ୍ଧରେ ଜାଣିବା ଆବଶ୍ୟକ ଅଟେ । କାରଣ ଏ ସମସ୍ତ ବିଷୟରେ ଅବଗତ ନହେଲେ ଆଗାମୀ ଦିନ ମାନଙ୍କରେ ଆପଣ ମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ । ସଥିପାଇ ଶାରୀରିକ ସମ୍ୱନ୍ଧ ରଖିବା ପୂର୍ବରୁ ଏ ସମ୍ପର୍କରେ ସମସ୍ତ ତଥ୍ୟକୁ ଜାଣିବା ଆବଶ୍ୟକ । ଏହାକୁ ମାନିବା ଦ୍ୱାରା ଆପଣଙ୍କର କୌଣସି ଅସୁବିଧା ରହି ନଥାଏ ।


ପ୍ରାୟତଃ ସମସ୍ତ ଲୋକ ମାନଙ୍କୁ ଜଣାଥାଏ କି ଆମ ଶରୀରରେ ଥିବା ପ୍ରତ୍ୟେକ ବଜ୍ୟବସ୍ତୁ ଆମର ପରିସ୍ରା ମାଧ୍ୟମରେ ହିଁ ନିର୍ଗତ ହୋଇଥାଏ । ସେହିପରି ଯେତେବେଳେ ଜଣେ ପୁରୁଷ କିମ୍ୱା ନାରୀ ଶାରୀରିକ ସମ୍ୱନ୍ଧ ରଖିଥାନ୍ତି ସେହି ସମୟରେ ଶୋଇବା ଅନୁଚିତ ଅଟେ । ଏହି ସମ୍ୱନ୍ଧର 15 ମିନିଟ ପରେ ଶୋଇବା ଦ୍ୱାରା କୌଣସି ଅସୁବିଧା ହୋଇ ନଥାଏ । ସେଥିପାଇ କୁହାଯାଇଥାଏ ଶାରୀରିକ ସମ୍ୱନ୍ଧ ପରେ ସଙ୍ଗେ ସଙ୍ଗେ ପରିସ୍ରା କରିବା ଆବଶ୍ୟକ । କାରଣ ଏହି ପରିସ୍ରା କରିବା ଦ୍ୱାରା ଶରୀରରେ ଥିବା ଶୁକ୍ରାଣୁ ବା କୀଟାଣୁ ଏହି ପରିସ୍ରା ମାଧ୍ୟମରେ ବାହାରି ଆସିଥାନ୍ତି । ଫଳରେ ଶରୀର ସଂକ୍ରମିତ ହେବାର କୌଣସି ଆଶଙ୍କା ରହିନଥାଏ । ସମ୍ୱନ୍ଧ ପରେ ପରିସ୍ରା କରିବା ଦ୍ୱାରା ବାହ୍ୟ ଜଗତରେ ଥିୁବା ବାହ୍ୟ କୀଟାଣୁ ଗୁଡିକ ନଷ୍ଟ ହୋଇଥାନ୍ତି । ସେଥିପାଇ ସମ୍ୱନ୍ଧ ରଖିବା ପୂର୍ବରୁ ଏହି ସବୁ ଜିନିଷ ଉପରେ ଧ୍ୟାନ ରଖିବା ଉଚିତ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।