Gk Questions & Answers- ଗରଜିଲା ମେଘ ବରଷେ ନାହିଁ —କୁକୁର କାମୁଡେ ନାହିଁ ? ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ, କ’ଣ ଆପଣ ଦେଇ ପାରିବେ ?

0

ଆମେ ମାନେ ତ ଜାଣିଥିବା ଆଜି କାଲି ର ଦୁନିଆ କେତେ ମାତ୍ରା ରେ ଶିକ୍ଷିତ ହେଲାଣି।ଆଜି ର ଦୁନିଆରେ ଆଉ କେହି ବି ଅଶିକ୍ଷିତ ନାହାଁନ୍ତି, ଆମେ ଯଦି ଦେଖିବା ଆଜି କାଲି ଯିଏ ଅଟୋ ଚଲଉଥିବ ସିଏ ବି ଇଂରାଜୀ ରେ କଥା କହୁଥିବ। ତେବେ ଆଜି ର ଦୁନିଆରେ ପାଠ ପଢିବା, ଶିକ୍ଷିତ ହେବା ଖଣ୍ଡେ ଭଲ ଚାକିରି ପାଇବା ବହୁତ କଷ୍ଟ ହୋଇଗଲାଣି।

ତେବେ ଆମେ ମାନେ ଦେଖିବାକୁ ପାଉଥିବା ଯୁଆଡେ ଗଲାବେଳକୁ ଏବେ ସବୁଆଡେ ଲୋକ ମାନେ ଆମର ବୁଦ୍ଦି ର ପରୀକ୍ଷା କରୁଛନ୍ତି, ଯାହାର ଉତ୍ତର ଆମେ ମାନେ କେବଳ ବୁଦ୍ଧି ମାଧ୍ୟମରେ ହିଁ ଦେଇପାରିବା। ଆମେ ଯଦି କୌଣସି ଏକ ଜବ୍ ପାଇଁ ଏନ୍ଟ୍ରାନ୍ସ ଦେବାକୁ ଯାଉଛେ ତେବେ ସେଠାରେ ବି ଆମର ବୁଦ୍ଧି ର ପରୀକ୍ଷା କରୁଛନ୍ତି। ଆମ ମାନଙ୍କୁ ସେହି ସବୁ ର ଉତ୍ତର ଆମ ବୁଦ୍ଧି ସାହାର୍ଯ୍ୟ ରେ ହିଁ ଦେବାକୁ ପଡିଥାଏ।

ସେହି ସବୁ ପ୍ରଶ୍ନ ର ଉତ୍ତର ବହୁତ ମଜାଳିଆ ଅଟେ ଯାହାର ଉତ୍ତର ଖୋଜିବା ପାଇଁ ଆମ ମାନଙ୍କୁ ମଜା ମଧ୍ୟ ଲାଗିଥାଏ। ତାହାଲେ ଆପଣ ମାନେ ଜାଣି ପାରୁଥିବେ ଆମ ମାନଙ୍କ ପାଇଁ ଜେନେରାଲ୍ ନୋଲେଜ୍ ର କେତେ ଆବଶ୍ୟକତା ରହିଛି। ଆମେ ଆଜି ଆପଣ ମାନଙ୍କୁ ସେହିପରି କିଛି ଜେନେରାଲ୍ ନୋଲେଜ୍ ଏବଂ ତାର ଉତ୍ତର ସମ୍ପର୍କରେ କହିବୁ, ଯାହାକି ବହୁତ ମଜାଳିଆ ମଧ୍ୟ।

ତେବେ ଆମ ଦେଶ ରେ ଅନେକ କିଛି ସ୍ଥାନ ରେ ଅନେକ୍ କିଛି ଜିନିଷ ରହିଛି,ଯାହା ଆମ ଦେଶ ର ଅଗ୍ର ଗତି ରେ ସାହାଯ୍ୟ କରେ, ଯାହା ଜାଣିବା ଆମର ନିହାତି ଆବଶ୍ୟକ । ତେବେ ଏହା ଅନେକ ସମୟ ର୍ ଆମ କାମ ରେ ଆସି ଥାଏ। ତେବେ ଆଜି ଆମେ ମଜାଳିଆ କଥା ସମ୍ପର୍କ ରେ କିଛି ପ୍ରଶ୍ନ ଓ ଉତ୍ତର ଜାଣିବା।

1.ଗୋଟିଏ ନଦୀର ନାମ, ଗୋଟିଏ ହିରୋଇନର ନାମ, ଗୋଟିଏ ଫିଲ୍ମ ର ନାମ, ଗୋଟିଏ ଫୁଲର ନାମ, କୁହନ୍ତୁ ତାହା କଣ ?
ଉତ୍ତର:-ମନ୍ଦାକିନୀ

2.କେଉଁ ପକ୍ଷୀର ଦାନ୍ତ ନ ଥାଏ ?
ଉତ୍ତର – ଶୁଆର ଦାନ୍ତ ନ ଥାଏ ।

3.କେଉଁ ପକ୍ଷୀକୁ ଶାନ୍ତିର ପ୍ରତୀକ ବୋଲି କୁହାଯାଏ ?
ଉତ୍ତର – ପାରାକୁ ଶାନ୍ତିର ପ୍ରତୀକ କୁହାଯାଏ ।

4.କେଉଁ ପକ୍ଷୀ ଭୂମି ସ୍ପର୍ଶ କରେ ନାହିଁ ?
ଉତ୍ତର – ବାଦୁଡି ଭୂମି ସ୍ପର୍ଶ କରେ ନାହିଁ ।

5.ଦୁନିଆରେ କେଉଁ ପକ୍ଷୀର ଅଣ୍ଡା ସବୁଠାରୁ ବଡ ଅଟେ ?
ଉତ୍ତର – ଓଟ ପକ୍ଷୀର ଅଣ୍ଡା ସବୁଠାରୁ ବଡ ଅଟେ ।

6.ଭାରତ ଓ ଚୀନ ମଧ୍ୟରେ କେଉଁ ମସିହାରେ ଯୁଧ୍ୟ ଆରମ୍ଭ ହୋଇଥିଲା ?
ଉତ୍ତର – ୧୯୬୨ ମସିହାରେ ଯୁଧ୍ୟ ଆରମ୍ଭ ହୋଇଥିଲା ।

7.ଭାରତ ଓ ପାକିସ୍ଥାନ ମଧ୍ୟରେ ପ୍ରଥମ ଯୁଧ୍ୟ କେଉଁ ମସିହାରେ ହୋଇଥିଲା ?
ଉତ୍ତର – ୧୯୬୫ ମସିହାରେ ହୋଇଥିଲା ।

8.ବାଂଲାଦେଶକୁ ସମର୍ଥନ କରୁଥିବା ସମୟରେ ସେ କେଉଁ ସମୟରେ ପାକିସ୍ଥାନ ଓ ଭାରତ ମଧ୍ୟରେ ଯୁଧ୍ୟ ହୋଇଥିଲା ?
ଉତ୍ତର – ୧୯୭୧ ମସିହାରେ ଯୁଧ୍ୟ ହୋଇଥିଲା ।

9.୧୯୧୪ ମସିହାରେ ହୋଇଥିବା ବ୍ରିଟେନ ଓ ଜର୍ମାନୀ ମଧ୍ୟରେ କେଉଁ ଯୁଧ୍ୟ ହୋଇଥିଲା ?
ଉତ୍ତର – ପ୍ରଥମ ବିଶ୍ଵ ଯୁଧ୍ୟ ହୋଇଥିଲା ।

10.ଉଦ୍ଭିଦ ମଧ୍ୟରେ ଜଳ ସଂବାହିତ କାହା ମାଧ୍ୟମରେ ହୋଇଥାଏ ?
ଉତ୍ତର – ଜାଇଲେମ ମାଧ୍ୟମରେ ହୋଇଥାଏ ।

11 .ଗରଜିଲା ମେଘ ବରଷେ ନାହିଁ —କୁକୁର କାମୁଡେ ନାହିଁ ?

ଉତ୍ତର – ଭୋକିଲା

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।