ବଡ ଖବର !ଓଲିଉଡ୍ ର ପ୍ରସିଦ୍ଧ ଅଭିନେତ୍ରୀ ଅର୍ଚ୍ଚିତା ଙ୍କୁ ବିବାହ କଲେ ଅଭିନେତା ସବ୍ୟସାଚୀ ମିଶ୍ର ! ଦେଖନ୍ତୁ ବିବାହର ପ୍ରଥମ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି….

0

ଆମେ ସମସ୍ତେ ପରଦା ପଛରେ କାମ କରୁଥିବା ଆମର ସେଇ ହିରୋ ହିରୋଇନ୍ ଙ୍କୁ ବହୁତ୍ ପସନ୍ଦ କରିଥାଉ ଆଉ ତାଙ୍କ ଫିଲ୍ମ , ଷ୍ଟାଇଲ ସବୁ କିଛି ଦେଖି କରି ଆମେ ଆମ ତରଫରୁ କିଛି କିଛି ଯୋଡ଼ି ବାଛି ଥାଉ ଯାହାକି ଆମ ସମସ୍ତଙ୍କର ବହୁତ୍ ପସନ୍ଦ ହେଇଥାଏ ।ଆଉ ଆମେ ମାନେ ମଧ୍ୟ ସେଇ ଯୋଡ଼ି କୁ ବହୁତ୍ ପରିମାଣରେ ଭଲପାଇବା ଦେଇଥାଉ ।

ହେଲେ ଜାଣିଛନ୍ତି ବେଳେ ଅଭିନୟ କରୁ କରୁ ମଧ୍ୟ ସେଇ ଅଭିନୟ ଟି ଜୀବନରେ କେତେବେଳେ କେତେବେଳେ ସତ ହେଇ ଯାଇଥାଏ ।କଥାରେ ଅଛି ପ୍ରେମ ଏକ ପବିତ୍ର ବନ୍ଧନ ଯାହା ସମସ୍ତଙ୍କ ଉପରେ ହଇ ନଥାଏ ଯେଉଁଠି ମନ ସହ ମନ ର ଆଉ ଆତ୍ମା ସହ ଆତ୍ମା ର ମିଳନ ହେଇଥାଏ ସେହିଠାରେ ହିଁ ପ୍ରେମ ହଇ ଯାଇଥାଏ ।

 

ଆଉ ହଁ ଆପଣ ମାନେ ଜାଣିଥିବେ ଯେତେବେଳେ କିଛି ଗୋଟେ ଚରିତ୍ର ପରିବେଷଣ କରିବା ପାଇଁ ପଡ଼ିଥାଏ ସେତେବେଳେ ନିଜ ଚରିତ୍ର ଭିତରେ ପଶି ଯିବ ପାଇଁ ପଡ଼ିଥାଏ ।ସେହି ଭଳି ଭାବରେ ଆଜି ଆମର ଗୋଟିଏ ସୁନ୍ଦର ହିରୋ ଓ ହିରୋଇନ୍ ଦୁଇ ଜଣ ଅଭିନୟ କରୁ କରୁ ପ୍ରେମ ରେ ପଡ଼ିଯାଇଥିଲି ।

ଆମ ସେଇ ହିରୋ ଆଉ ହିରୋଇନ୍ ମାନଙ୍କର ଷ୍ଟାଇଲ ,ଚାଲି ଚଳନ,କଥା ବାର୍ତ୍ତା , ଚାହାଣୀ ଆଦି ସମସ୍ତ ଜିନିଷ କୁ ଲକ୍ଷ୍ୟ କରି ଆମେ ନିଜର କଥା ପରିଦର୍ଶକ କରିଥାଉ ।ଆଜି ଏତେ ସବୁ କଥା କହିବାର କାରଣ ହଉଛି କି ଆମର ଓଡ଼ିଆ ଫିଲ୍ମ ଜଗତର ସୁପର ହିଟ୍ ଯୋଡ଼ି ସବ୍ୟସାଚୀ ମିଶ୍ର ଓ ଅର୍ଚ୍ଚିତା ସାହୁ ଦୁଇ ଜଣ ବିବାହ ବନ୍ଧନ ରେ ଗତକାଲି ବାନ୍ଧିବାରେ ଯାଉଛନ୍ତି ।

ଆମେ ସମସ୍ତ ଙ୍କ ପସନ୍ଦ ଅନୁସାରେ ମଧ୍ୟ ସେ ଦୁଇଜଣ ଙ୍କ ର ପ୍ରେମ ସମ୍ପର୍କ ଚାଲିଥିଲା କାରଣ ସେମାନେ ଦୁହେଁ ଏକାଠି ବହୁତ୍ ଗୁଡ଼ିକ ଫିଲ୍ମ ଓ ରିଆଲିଟୀ ଶୋ ଆଦି ରେ ନିଜକୁ ପ୍ରଦର୍ଶନ କରିଛନ୍ତି ।ଯାହା ଜଣା ପଡ଼ିଛି ସେଇ ଦୁଇ ଜଣ ଗୁଜରାଟ ର ଜୟପୁର ର ଏକ ପ୍ୟାଲିଶ ରେ ବିବାହ କରୁଛନ୍ତି ।ଏହି କଥା ଟି ଏତେ ଲେଟ ହବାର କାରଣ ଏଇ କୋରନା କାଳ ପାଇଁ ସେମାନେ ଟିକେ ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ବିବାହ କରିବା ପାଇଁ ଚାହିଁ ନାହାଁନ୍ତି ତାଙ୍କ ସହ ତାଙ୍କ ପରିବାର ବର୍ଗ ମଧ୍ୟ ଏଥିରେ ସାମିଲ ହେଇଛନ୍ତି।

ସେଇ ଦୁଇ ଜଣ ବହୁତ୍ ଫିଲ୍ମ କରିବାର ମଧ୍ୟ ନଜର ଆସିଥିଲେ ଯେମିତି କି “ମୋତେ ଆଣି ଦେଲୋ ଲକ୍ଷେ ଫଗୁଣ”,”କେଉଁ ଦୁନିଆରୁ ଆସିଲ ବନ୍ଧୁ”,”ପାଗଳ କରିଛି ପାଉଁଜି ତୋର”,”ସ୍ମାଇଲ ପ୍ଲିଜ”,ପ୍ରେମ ଜ୍ଵର”,ପ୍ରେମ ରେ କିଛି ଦିନ ବାନ୍ଧିବା ପରେ ସେମାନେ ଶେଷରେ ସେମାନେ ବିବାହ ବନ୍ଧନ ରେ ବାନ୍ଧି ହେବ ପାଇଁ ଯାଉଛନ୍ତି।

ଦର୍ଶକ ବନ୍ଧୁ ଗଣ ଆମେ ସମସ୍ତେ ଜାଣୁ କି ଆପଣ ସେଇ ମାନଙ୍କର ଷ୍ଟୋରୀ ଲାଇନ୍ କୁ କେବଳ ଭଲ ପାଆନ୍ତି ନାହିଁ ।ଆପଣ ମାନେ ତାଙ୍କର ଯୋଡ଼ି କୁ ମଧ୍ୟ ବହୁତ୍ ଭଲ ପାଇବା ଦେଉଥିଲେ ।ସୂଚନା ଅନୁସାରେ ସେ ସୋସିଆଲ ମିଡିଆରେ ତାଙ୍କ ବିବାହ ହେବ ପାଇଁ ଯାଉଚି ବୋଲି ଲେଖି ଦୁଇଜଣଙ୍କର ଫଟୋ ଅପଲୋଡ଼ କରିଥିଲେ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।