Pregnancy Tips -ଆପଣଙ୍କ ଗର୍ଭରେ ପୁଅ ଅଛି କି ଝିଅ ପ୍ରୟୋଗ କରନ୍ତୁ ଏହିସବୁ ଉପାୟ ଜାଣିପାରିବେ

0

ସାଧାରଣତଃ ବିବାହ ପରେ ସବୁ ଝିଅ ଙ୍କର ମା ବନିବା ଏକ ପ୍ରକାର ର ସୌଭାଗ୍ୟ ଅର୍ଜନ କରିବା ସହ ସମାନ ହୋଇଥାଏ । ଆମ ସମାଜରେ ଏମିତି ମଧ୍ୟ କୁହାଯାଏ କି ଗୋଟିଏ ଝିଅ ମା ହେବା ପରେ ହିଁ ତାର ପ୍ରକୃତ ଜୀବନର ମୁଲ୍ୟ ସାର୍ଥକ ହୋଇଥାଏ । ଗୋଟିଏ ଝିଅ ପାଇଁ ମା ବନିବା ଦୁନିଆଁ ର ସବୁଠାରୁ ସୁନ୍ଦର ଅନୁଭବ ହୋଇଥାଏ ଏବଂ ଏହାକୁ ନିଜ ଗର୍ଭ ରେ ୯ ମାସ ଧରି ନିଜ ଜୀବନ ସହ ଲଢେ଼ଇ କରି ତାକୁ ଜନ୍ମ ଦେଇ ଥାଏ ।

କିନ୍ତୁ ଆପଣ ମାନେ ଲକ୍ଷ କରିଥିବେ କି ଆମ ସମାଜରେ ଗୋଟିଏ ପୁଅ ପିଲାକୁ ଲୋକମାନେ ଯେତିକି ପସନ୍ଦ କରିଥାନ୍ତି ଗୋଟିଏ ଝିଅ ପିଲା ଟୀକୁ ସେତିକି ପସନ୍ଦ କରନ୍ତି ନାହିଁ ।

ଆପଣ ମାନେ ଦେଖିଥିବେ କି ଅନେକ ସମୟରେ ଲୋକମାନେ ପୁଅ ପିଲା ଟୀକୁ ଅଧିକ ଚାହିଁ  ଥାନ୍ତି ଗୋଟିଏ ଝିଅ ଅପେକ୍ଷା। ତେବେ ଆମେ କିପରି ଜାଣିବା କି ଆପଣଙ୍କ ଗର୍ଭ ରେ ଥିବା ପିଲା ଟି ପୁଅ ହେବ କି ଝିଅ ହେବ ।ତେବେ ଆମେ ଏହାକୁ ଜାଣିବା ପାଇଁ ଆପଣଂକୁ କେତେକ ଉପୟା ଜଣେଇବୁ ଯାହା ସାହାଯ୍ୟ ରେ ଆପଣ ଜାଣିପାରିବେ କି ଆପଣ ଙ୍କର ଗର୍ଭରେ ଥିବା ପିଲା ଟି ଝିଅ ହେବ କି ପୁଅ ।

୧.ଆପଣଙ୍କ ର ପେଟ ର ଆକାର ଅନୁସାରେ ଆପଣ ଜାଣିପାରିବେ କି ଆପଣଂକୁ ପୁଅ ନା ଝିଅ ହେବାକୁ ଯାଉଛି ।ଯଦି ଆପଣଙ୍କ ପେଟ ଗୋଲ ଓ ଆଗକୁ ଫୁଲି ଥାଏ ତେବେ ଆପଣଂକୁ ପୁଅ ହେବାକୁ ଯାଉଛି ।ଆଉ ଯଦି ପେଟର ଆକାର ଚଉଡା ତେବେ ଝିଅ ହେବାକୁ ଯାଉଛି ।

୨.ଆମର ସାଧାରଣ ମନବିଜ୍ଞାନ ଅନୁସାରେ ,ଯଦି ଗୋଟିଏ ମହିଳା ଗର୍ଭ ଧାରଣ କରିବାର ୩ ମାସ ପର୍ଯ୍ୟନ୍ତ ଦୁଖଃ ବା ଚିନ୍ତାରେ ରୁହନ୍ତି ତ ତାଙ୍କୁ ପୁଅ ହୋଇଥାଏ ।ମାତ୍ର ଯଦି ସେମାନେ ଖୁସି ରେ ମିଳିମିଶି ରହିଥାନ୍ତି ତ ଝିଅ ହୋଇଥାଏ ।

୩.ଏକ ଗବେଷଣା ଅନୁସାରେ ,ଯଦି ଜଣେ ଗର୍ଭବତୀ ମହିଳା ଙ୍କର ଖାଇ ପ୍ରତି ଘୃଣା ଭାବ ଆସୁଛି ବା ଖାଇବା ପରେ ତାଙ୍କୁ ବାନ୍ତି ଲାଗୁଛି ତ ଆପଣ ନିଶ୍ଚିତ ହୋଇଯାଆନ୍ତୁ ଯେ ଆପଣଂକୁ ପୁତ୍ର ସଂତାନ ହେବାକୁ ଯାଉଛି ।ଆଉ ଯଦି ଅଧିକ ଖାଉଛନ୍ତି ତେବେ କନ୍ୟା ସନ୍ତାନ ହେବାକୁ ଯାଉଛି ।

୪.ବେକିଂ ସୋଡା ର ପ୍ରୟୋଗ ଦ୍ବାରା ମଧ୍ୟ ଆପଣ ଏହା ଜାଣିପାରିବେ । ଏଥି ପାଇଁ ଆପଣ ସକାଳ ର ପ୍ରଥମ ପରିସ୍ରା କୁ ଏକ ପାତ୍ର ରେ ନିଅନ୍ତୁ ଆଉ ଏଥିରେ କିଛି ବେକିଂ ସୋଡା ମିଶାନ୍ତୁ ।ବେକିଂ ସୋଡା ମିସେଇବା ପରେ ଯଦି ଫୋଟକା ହୁଏ ତ ଝିଅ ଆଉ ଫୋଟକା ନହେଲେ ପୁଅ ହୋଇଥାଏ ।

୫.ଯଦି ଜଣେ ଗର୍ଭବତୀ ମହିଳା ଅଧିକ ମିଠା ଜାତୀୟ ଖାଦ୍ୟ ଖାଇବାକୁ ପସନ୍ଦ କରୁଛନ୍ତି ତ ତାଙ୍କୁ ଝିଅ ହେବାକୁ ଯାଉଛି ଏବଂ ଯଦି ତାଙ୍କୁ ଖଟା ଓ ଚଟପଟା ଖାଦ୍ୟ ଖାଇବାକୁ ଇଚ୍ଛା ହେଉଛି ତ ପୁଅ ହେବାକୁ ଯାଉଛି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।