ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ କିଏ ହୋଇଥିଲେ ? ସଠିକ୍ ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ,

0

ଆମେ ମାନେ ତ ଜାଣିଥିବା ଆଜି କାଲି ର ଦୁନିଆ କେତେ ମାତ୍ରା ରେ ଶିକ୍ଷିତ ହେଲାଣି।ଆଜି ର ଦୁନିଆରେ ଆଉ କେହି ବି ଅଶିକ୍ଷିତ ନାହାଁନ୍ତି, ଆମେ ଯଦି ଦେଖିବା ଆଜି କାଲି ଯିଏ ଅଟୋ ଚଲଉଥିବ ସିଏ ବି ଇଂରାଜୀ ରେ କଥା କହୁଥିବ। ତେବେ ଆଜି ର ଦୁନିଆରେ ପାଠ ପଢିବା, ଶିକ୍ଷିତ ହେବା ଖଣ୍ଡେ ଭଲ ଚାକିରି ପାଇବା ବହୁତ କଷ୍ଟ ହୋଇଗଲାଣି।

ତେବେ ଆମେ ମାନେ ଦେଖିବାକୁ ପାଉଥିବା ଯୁଆଡେ ଗଲାବେଳକୁ ଏବେ ସବୁଆଡେ ଲୋକ ମାନେ ଆମର ବୁଦ୍ଦି ର ପରୀକ୍ଷା କରୁଛନ୍ତି, ଯାହାର ଉତ୍ତର ଆମେ ମାନେ କେବଳ ବୁଦ୍ଧି ମାଧ୍ୟମରେ ହିଁ ଦେଇପାରିବା। ଆମେ ଯଦି କୌଣସି ଏକ ଜବ୍ ପାଇଁ ଏନ୍ଟ୍ରାନ୍ସ ଦେବାକୁ ଯାଉଛେ ତେବେ ସେଠାରେ ବି ଆମର ବୁଦ୍ଧି ର ପରୀକ୍ଷା କରୁଛନ୍ତି। ଆମ ମାନଙ୍କୁ ସେହି ସବୁ ର ଉତ୍ତର ଆମ ବୁଦ୍ଧି ସାହାର୍ଯ୍ୟ ରେ ହିଁ ଦେବାକୁ ପଡିଥାଏ।

ସେହି ସବୁ ପ୍ରଶ୍ନ ର ଉତ୍ତର ବହୁତ ମଜାଳିଆ ଅଟେ ଯାହାର ଉତ୍ତର ଖୋଜିବା ପାଇଁ ଆମ ମାନଙ୍କୁ ମଜା ମଧ୍ୟ ଲାଗିଥାଏ। ତାହାଲେ ଆପଣ ମାନେ ଜାଣି ପାରୁଥିବେ ଆମ ମାନଙ୍କ ପାଇଁ ଜେନେରାଲ୍ ନୋଲେଜ୍ ର କେତେ ଆବଶ୍ୟକତା ରହିଛି। ଆମେ ଆଜି ଆପଣ ମାନଙ୍କୁ ସେହିପରି କିଛି ଜେନେରାଲ୍ ନୋଲେଜ୍ ଏବଂ ତାର ଉତ୍ତର ସମ୍ପର୍କରେ କହିବୁ, ଯାହାକି ବହୁତ ମଜାଳିଆ ମଧ୍ୟ।

ତେବେ ଆମ ଦେଶ ରେ ଅନେକ କିଛି ସ୍ଥାନ ରେ ଅନେକ୍ କିଛି ଜିନିଷ ରହିଛି,ଯାହା ଆମ ଦେଶ ର ଅଗ୍ର ଗତି ରେ ସାହାଯ୍ୟ କରେ, ଯାହା ଜାଣିବା ଆମର ନିହାତି ଆବଶ୍ୟକ । ତେବେ ଏହା ଅନେକ ସମୟ ର୍ ଆମ କାମ ରେ ଆସି ଥାଏ। ତେବେ ଆଜି ଆମେ ମଜାଳିଆ କଥା ସମ୍ପର୍କ ରେ କିଛି ପ୍ରଶ୍ନ ଓ ଉତ୍ତର ଜାଣିବା।

୧)ତୁମ ଶରୀରରେ କେଉଁ ଅଙ୍ଗ ଅଛି ଯାହା ସବୁଠାରୁ ଗରମ ଅଟେ?
ଉତ୍ତର :-ଯେଉଁଠାରେ ସବୁଠାରୁ ବେଶୀ ରକ୍ତ ସଂଚାଳନ ହୋଇଥାଏ ସେହି ଜାଗାଟି ଅଧିକ ଗରମ ହୋଇଥାଏ ।

୨)ରକ୍ତ ପରି ନାଲି ରଙ୍ଗ ର ନଦୀ କେଉଁ ଠାରେ ପ୍ରବାହିତ୍ ହେଉଛି ?
ଉତ୍ତର:- ରିଓ ଟିନ୍ତୋ – ସ୍ପେନ୍

୩) ପୃଥିବୀ ର ସବୁଠୁ ଧନୀ ଦେଶ କିଏ ?
ଉତ୍ତର୍ :- କତର୍

୪) ଆସ୍ଵିନ ମାସ ଶୁକ୍ଲ ଦଶମୀ ରେ କେଉଁ ବ୍ରତ ପାଳନ କରା ଯାଏ ?
ଉତ୍ତର:- ସୋମୋନାଥ ବ୍ରତ

୫)ଦୁଷ୍ମନ୍ତ ଓ ଶକୁନ୍ତଳା ଙ୍କ ପୁତ୍ର ଙ୍କ ନାମ କଣ ?
ଉତ୍ତର:- ଭରତ

୬)ବିର୍ସା ମୁଣ୍ଡା କିଏ ?
ଉତ୍ତର:- ସ୍ୱାଧୀନତା ସଂଗ୍ରାମୀ

୭) ଓଡିଶା ର ଗଙ୍ଗା ନଦୀ ବୋଲି କାହାକୁ କୁହାଯାଏ ?
ଉତ୍ତର:- ମହାନଦୀ

୮)କେଉଁ ସ୍ଥାନ କୁ ଓଡିଶା ର ସ୍ଵର୍ଣ୍ଣ କ୍ଷେତ୍ର ବୋଲି କୁହା ଯାଏ ?
ଉତ୍ତର:- ମହାଙ୍ଗା

୯)କେଉଁ ମହଦେସ କୁ ଅନ୍ଧାର ମହାଦେସ କୁହା ଯାଏ ?
ଉତ୍ତର:- ଅଫ୍ରିକା

୧୦)ଭାରତ ରେ ଏମିତି କେଉଁ ସହର ଅଛି , ଯାହା କୁ ଆମେ ଖାଇ ଥାଉ ?
ଉତ୍ତର :- ସିମଲା

11) ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ କିଏ ହୋଇଥିଲେ ?

ଉତ୍ତର -ଇନ୍ଦିରାଗାନ୍ଧି

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।