ଠେଲା ଗାଡିରେ ପନି ପରିବା ବିକ୍ରି କରୁଥିବା ଏହି ବ୍ୟକ୍ତି ଅଳିଆ ଗଦାରୁ ଉଠାଇ ପାଳିଥିଲେ ଝିଅକୁ, ୨୫ ବର୍ଷ ପରେ ସେହି ଝିଅ ଏମିତି ଋଣ ସୁଝିଲା ଜାଣିଲେ ପାଦତଳୁ ମାଟି ଖସିଯିବ…..

0

ଭଗବାନ ଙ୍କର ସୃଷ୍ଟି ରେ ସମସ୍ତ ପ୍ରାଣୀ ମାନଙ୍କ ମଧ୍ୟରୁ ମଣିଷ କୁ ଶ୍ରେଷ୍ଠ ପ୍ରାଣୀ ବୋଲି କୁହାଯାଏ ।କାରଣ କେବଳ ମନୀଷ ହି ଏ ଧାରା ପୃଷ୍ଠା ରେ ଗୋଟିଏ ଜାତିର ପ୍ରାଣୀ ଯାହା ପାଖରେ ଭଗବାନ ବିଚାର କରିବା ର ତଥା ଭୁଲ ଓ ଠିକ ମଧ୍ୟରେ ଥିବା ଫରକ ଜାଣିପାରି ।ଆଉ ମଣିଷ ମାନେ ସବୁବେଳେ ଏହି କଥା ଟୀକୁ ମନେ ରଖି ତାଙ୍କର ସମସ୍ତ କାର୍ଯ୍ୟ କରିବା ଉଚିତ ।ଖାଲି ଏତିକି ନୁହେଁ ବରଂ ସମସ୍ତ ମନୁଷ୍ୟ ପାଖରେ ଏହି ବିଚାର ଶୀଳ ଗୁଣ ଥିବାରୁ ତାହାକି ଗୋଟିଏ ସାମାଜିକ ତଥା ମାନବିକତା ଧରି ପ୍ରାଣୀ ଭାବରେ ବିବେଚନା କରାଯାଏ ।

ତେବେ ବର୍ତ୍ତମାନ ଏହି ସମାଜରେ,ଲୋକମାନେ ଧନ ସମ୍ପ୍ରତି ଲୋଭରେ ପଡ଼ି ମାନବିକତା କୁ ଭୁଲିଯାଉଛନ୍ତି। କିନ୍ତୁ ଆମେ ଆଜି ଆପଣଂକୁ ଏମିତି ଏକ ଘଟଣା ବିଷୟରେ ଜଣେଇବାକୁ ଯାଉଛୁ ଯାହା ଜାଣିଲା ପରେ ଆପଣ ବୁଝିପାରିବେ ମାନବିକତା କଣ ବୋଲି ।ତେବେ ସମାଜରେ ଲୋକମାନେ ଗୋଟିଏ ଝିଅ କି ନିଜର ବୋଝ ଏବଂ ଦୁଃଖ ବୋଲି ଭାବୁଥାନ୍ତି ।ଠିକ ତାର ଅପର ପକ୍ଷରେ କେହି ଝିଅ କୁ ନିଜ ଘରର ଲକ୍ଷ୍ମୀ ବୋଲି କହି ତାର ସଂମାନ କରିଥାନ୍ତି ।

ତେବେ ଆଜି ଆମେ ଯେଉଁ ଘଟଣା ଟି ଆପଣଂକୁ ଜଣେଇବାକୁ ଯାଉଛୁ ତାହା ଅତ୍ୟନ୍ତ ଆଶ୍ଚର୍ଯ୍ୟ ଜନକ ଅଟେ ।ଆସାମ ର ଜଣେ ପରିବା ଦୋକାନୀ ଅଳିଆ ଗୋଦା ରୁ ଗୋଟିଏ ନବଜାତ କନ୍ୟା ନିଜ ଘରକୁ ଆଣିଥିଲେ ଏବଂ ଏବେ ଝିଅ ଟି ତାଙ୍କର ନାମ କୁ ଗର୍ଵରେ ବହୁତ ଉଚ୍ଚ ସ୍ଥାନକୁ ନେଇ ଆସିଛି ।ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ କାହାଣୀ ।

ସୂଚନାଯୋଗ୍ୟ ଯେ, ଆସାମ ର ଜଣେ ପରିବା ବିକ୍ରେତା ତାଙ୍କର ପରିବା ବିକ୍ରି କରି ସବୁଦିନ ପରି ଘର କୁ ଫେରିବା ସମୟରେ ନିଛାଟିଆ ରାସ୍ତା ରେ ତାଙ୍କୁ ଏକ ଛୋଟ ପିଲାର କାନ୍ଦ ଶୁଣାଗଲା ।ସେ ତାହାକୁ ପାଶରୀ ପାରିଲେ ନାହିଁ ଏବଂ ଯାଇ ଦେଖିଲେ କି ଅଳିଆ ଗଦା ରେ ନବଜାତ ଶିଶୁ କନ୍ୟା ଟି କନ୍ଧୁଚି ।ସେତେବେଳେ ସେ ତାକୁ ତାଙ୍କର କୁଡିଆ ଘରକୁ ନେଇ ଆସିଲେ ଏବଂ ତାହାକୁ ଭରଣ ପୋଷଣ କରିବା ସହ ତାହାକୁ ପାଠ ପଡି ବଡ଼ ମଣିଷ କରିବାର ସ୍ୱପ୍ନ ଦେଖାଇ ଥିଲେ।ଆଉ ତାଙ୍କର ଝିଅ ର ନାମ ରଖିଥିଲେ ଜ୍ୟାତି।

ତେବେ ସେହି ଝିଅ ଟି ପାଠ ପଢ଼ାରେ ବହୁତ ଉନ୍ନତ କରିବା ସହ ୨୦୧୯ ମସିହାରେ କମ୍ପୁଟର ବିଜ୍ଞାନ ରେ ଡିଗ୍ରୀ ହାସଲ କରିଥିଲେ ।ଏବଂ ୨୦୨୦ ମସିହାରେ ସେ ଲୋକ ସଭା ର ସହୟକ କାର୍ଯ୍ୟକତା ଭାବରେ ନିଯୁକ୍ତି ପାଇଛନ୍ତି। ଯାହାକି ତାଙ୍କର ପରିବାର ପାଇଁ ଏକ ଗୌରବ ଆଣିପାରିଛନ୍ତି।ତେବେ ସେହି ପରିବା ଦୋକାନୀ ଜଣଙ୍କ ନିଜର ମାନବିକତା କୁ ଶ୍ରେଷ୍ଠ ବୋଲି ମନେକରି ସେଦିନ ସେହି ଝିଅ ଟୀକୁ ନିଜ ଘରକୁ ଆଣିଥିଲେ। ଆଉ ଆଜି ସେହି ଝିଅ ତାଙ୍କର ନାମ କୁ ସାରା ଦେଶରେ ଉଚ୍ଚ କରିଲା ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।