ଗୋଡର ପାଦ କଳା ସମସ୍ୟା ପାଇଁ ଚିନ୍ତିତ କି ଆପଣାନ୍ତୁ ଏହି ଘରୋଇ ଉପଚାର 100% ଗ୍ୟାରେଣ୍ଟି Parlour କୁ ଯାଇ ପଇସା ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ

0

ସୁନ୍ଦର ହବା ପାଇଁ କିଏ ବା ନା ଚାହେ।ଝିଅ ହୁଅନ୍ତୁ କି ପୁଅ ସୁନ୍ଦର ହେବା ପାଇଁ ସଭିଏ ଚାହାନ୍ତି। ବିଶେଷ କରି ଝିଅ ମାନଙ୍କ ପାଇଁ ଏହା ର ମୂଲ୍ୟ ବହୁତ। ଆଧୁନିକ ଦୁନିଆ ରେ ବିଭିନ୍ନ ପ୍ରକାରର ଉପାୟରେ ସୁନ୍ଦରତା କୁ ବାଜୟୀ ରଖୁଛନ୍ତି ମହିଳା ମାନେ। କିଛି ମାତ୍ରା ରେ ଏହା ହାନିକାରକ ମଧ୍ୟ ହୋଇଥାଏ। ଘୋରୋଈ ଉପଚାର ଦ୍ଵାରା ସୌନ୍ଦର୍ଯ୍ୟ ବୃଦ୍ଧି ହେଇଥାଏ। ଆପଣଙ୍କ ମଧ୍ୟରୁ କିଛି ଲୋକ ମୁହଁ କିମ୍ବା ଓଠ ଉପରେ ଛୋଟ ଚୁଟି କୁ ନେଇ ଅସନ୍ତୁଷ୍ଟ ହୋଇଥାନ୍ତି।

ଏହା ପାଇଁ ବହୁତ ହଇରାଣ ମଧ୍ୟ ହୋଇଥାନ୍ତି।ତେବେ ଆଜି ଆମେ ଆପଣ ମାନଙ୍କୁ କିଛି ଘୋରୋଇ ଉପଚାର ବିଷୟରେ କହିବୁ ଯାହା ଦ୍ଵାରା ଆପଣଙ୍କୁ ଉପଶମ ମିଳିବ ଆପଣଙ୍କ ପାଇଁ ଲାଭଦାୟକ ହେବ। ଘୋରୋଇ ଉପଚାର ସୌନ୍ଦର୍ଯ୍ୟ ପାଇଁ ଲାଭ କାରି ହୋଇଥାଏ।ଆଜି ଆପଣ ମାନେ କିଛିଟା ଘରୋଇ ଉପଚାର ଜାଣିବେ ଯାହା ଦ୍ଵାରା ପାଦ ପରିଷ୍କାର ରହିବ।ଆସନ୍ତୁ ଜାଣିବା ପ୍ରଣାଳୀ ବିଷୟ ରେ।

* ପ୍ରଥମେ ପାଦ ର ନଖ ରେ ଥିବା ନେଲ୍ପଳିସ୍ କୁ ନେଲ୍ ରୀମୋଭର୍ ସାହାଯ୍ୟ ରେ ପରିଷ୍କାର କରିବା। ଏକ ପାତ୍ର ରେ କିଛି ଗରମ ପାଣି ନିଅନ୍ତୁ। ସେଥିରେ କିଛି ଲୁଣ ଓ ଖାଇବା ସୋଡା ପକାନ୍ତୁ। ଫଳେ ଲେମ୍ବୁ ଓ ଅଳ୍ପ ସମ୍ପୋ ପକାଇ ଗୋଳାନ୍ତୁ।ପରେ ପାଦ କୁ ସେହି ପାଣି ରେ ୧୦ ରୁ ୧୫ ମିନିଟ୍ ପର୍ଯ୍ୟନ୍ତ ନିଜ ପାଦ କୁ ବୁଡ଼େଇ ରଖନ୍ତୁ। ପାଣି ରେ ପାଦ କୁ ଏପଟ ସେପଟ କରନ୍ତୁ।କିଛି ସମୟ ପରେ ଏକ ପଥର ନେଇ ପାଦ କୁ ଭଲ ଭାବରେ ସଫା କରନ୍ତୁ। ଏହା ଦ୍ବାରା ପାଦ ରେ ଥିବା ଡେଡ୍ ସେଲ୍ ଗୁଡ଼ିକ ବାହାରି ଯିବ । ପାଦ କୁ ଆରାମ ଲାଗିବ।

*ତେବେ ଏହା ପରେ ପାଦ କୁ ପାଣି ରୁ ବାହାର କରି ଏକ ରୁମାଲ୍ କିମ୍ବା ଗାମୁଛା ରେ ଭଲ ଭାବେ ପୋଛି ଦିଅନ୍ତୁ। ବର୍ତ୍ତମାନ ପାଦ ରେ ହାଲକା ତେଲ କୁ ମାଲିସ କରନ୍ତୁ ।

*ପରେ ପୁଣି କିଛି ଗରମ ପାଣି ରେ ପାଦ ରଖନ୍ତୁ। ହାତ ରେ ପାଦ ଟି କୁ ମାଲିସ କରନ୍ତୁ। ଏବେ ଏକ ସିଯର ସାହାଯ୍ୟ ରେ ନଖ ର କୋଣ ଗୁଡ଼ିକୁ ଭଲ ଭାବରେ ସଫା କରନ୍ତୁ। ନଖ ଗୁଡ଼ିକ ସଫା ହେବ ଯାଏ ଭଲ ଭାବରେ ସଫା କରନ୍ତୁ। ପୁଣି ଥରେ ପାଦ କୁ ଭଲ ଭାବେ ପରିଷ୍କାର କରନ୍ତୁ। ଏବେ କିଛି ଗ୍ଲିସେରିନ କୁ ପାଦ ରେ ଲଗାଇ ଭଲ ଭାବରେ ମାଲିସ କରନ୍ତୁ। ବଳକା ମଇଳା ତକ ବାହାରି ଯିବା।ବର୍ତ୍ତମାନ ପାଦ ରେ କିଛି ମତ୍ସରିଯାର କିମ୍ବା ସୋରିଷ ତେଲ କୁ ଭଲ ଭାବରେ ମାଲିସ କରନ୍ତୁ।ଏବେ ପାଦ କୁ ପୋଛି ନିଜ ମନ ପସନ୍ଦ ର ନେଲପଲିସ୍ କୁ ମାରନ୍ତୁ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।