ବିବାହର 8ମାସ ପରେ ଗର୍ଭବତୀ ଥିବା ମହିଳାଙ୍କୁ ସୈନିକ ସ୍ବାମୀ ଟି ତାଙ୍କ ପତ୍ନୀଙ୍କ ସହ ଏଭଳି କାମ କରିଲେ ଶୁଣିଲେ ଅବାକ୍ ହୋଇଯିବେ

0

ଆମ ସମାଜରେ ବିବାହ କୁ ବଡ଼ ଖୁସି ଓ ଆଡ଼ମ୍ବରରେ ପାଳନ କରାଯାଇଥାଏ । ଏହି ବିବାହ ଏକ ପ୍ରକାର ର ମିଳନ ହୋଇଥାଏ ଦୁଇ ପରିବାର ମଧ୍ୟରେ ତଥା ଜଣେ ଯୁବକ ଓ ଯୁବତୀ ମଧ୍ୟରେ। ତେବେ ଆମେ ଜାଣିଛୁ ଯେ ସ୍ୱାମୀ ଓ ସ୍ତ୍ରୀ ଙ୍କ ସମ୍ପର୍କ ଏକ ପଵିତ୍ର ସମ୍ପର୍କ ଅଟେ । ଏହା ଉଭୟ ଶାରୀରିକ ଏବଂ ମାନସିକ ସମ୍ପର୍କ ହୋଇଥାଏ ।ସ୍ୱାମୀ-ସ୍ତ୍ରୀ ଙ୍କ ମଧ୍ୟରେ ଏହି ମାନସିକ ତଥା ଶାରୀରିକ ସମ୍ପର୍କ ସେମାନଙ୍କୁ ଏକ ସୁନ୍ଦର ଏବଂ ଆନନ୍ଦମୟ ଜୀବନଯାପନ କରିବାରେ ସାହାଯ୍ୟ କରିଥାଏ । ଏହା ମଧ୍ୟ ଉଭୟଙ୍କୁ ଶାରୀରିକ ତଥା ମାନସିକ ସ୍ତରରେ ଶାନ୍ତି ଦେବା ସହ ଶରୀର ରେ ବହୁତ ଉପକାର କରିଥାଏ ।କିନ୍ତୁ କେବେ କେବେ ଏହି ବିବାହ ସେହି ମହିଳା ପାଇଁ ଅଭିଶାପ ହୋଇଥାଏ ତ କେବେ କେବେ ପୁରୁଷ ଙ୍କ ପାଇଁ । ତେବେ ଆମେ ଆଜି ଆପଣଙ୍କୁ ଏମିତି ଏକ ଘଟଣା ବିଷୟରେ ଜଣେଇବାକୁ ଯାଉଛୁ ଯାହା ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।


ଉଲ୍ଲେଖ ଯୋଗ୍ୟ ଯେ , ବିବାହ ସମୟରେ ଯୌତୁକ ଦେବାର ପ୍ରଥା ପ୍ରାୟ ବହୁତ ଆଗରୁ ଥିଲା । ମାତ୍ର ଏବେ ମଧ୍ୟ ଭାରତୀୟ ଲୋକମାନେ ଏହାକୁ ମାନିଆସିଛନ୍ତି । ଯଦିଓ ଆମ ଭାରତ ସରକାର ନୂଆ ଆଇନ ଅନୁସାରେ ବିବାହ ସମୟରେ ଯୌତୁକ ଦେବା କିମ୍ବା ଯୌତୁକ ଗ୍ରହଣ କରିବା ଏକ ଆଇନ ଗତ ଅପରାଧ ଅଟେ । ତଥାପି ଲୋକମାନେ ଏହାକୁ ମାନିଆସିଛନ୍ତି ।କିନ୍ତୁ ଯେଉଁ କନ୍ୟା ର ପିତା ଏକ ଗରିବ ଶ୍ରେଣୀର ହୋଇଥାନ୍ତି ତାଙ୍କର ଝିଅ ପାଇଁ ଏହି ଯୌତୁକ ପ୍ରଥା କାଳ ସଜିଥାଏ ।ତେବେ ଆମେ ଆଜି ଆପଣଙ୍କୁ ଏହି ପରି ଏକ ଘଟଣା ବିଷୟରେ ଜଣେଇବାକୁ ଯାହାକି ଅତ୍ୟନ୍ତ ଦୁଃଖଦ ପୂର୍ଣ ଅଟେ ।


ସୂଚନା ଅନୁସାରେ , ନୂଆ ଦିଲ୍ଲୀ ର ହରିଦାସପୁର ଠାରେ ଏମିତି ଏକ ଅଭାବନୀୟ ଘଟଣା ଘଟିଛି । ଗୋଟିଏ ପରିବାର ର ଲୋକେ ଯୌତୁକ ପାଇଁ ନିଜର ଗର୍ଭବତୀ ବହୁ ର ହତ୍ୟା କରିଛନ୍ତି ।ତେବେ ଝିଅ ଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ ଗତ ୨୨ ଅକ୍ଟୋବର ମାସ ୨୦୧୭ ସେମାନେ ତାଙ୍କର ଝିଅ କୁ ବିବାହ କରି ତାର ଶଶୁର ଘରକୁ ପଠେଇଥିଲେ । କିନ୍ତୁ ସେମାନେ ଜାଣିନଥିଲେ କି ସେମାନେ ତାଙ୍କର ଝିଅ କୁ ମୃତ୍ୟୁ ମୁଖକୁ ଠେଲି ଦେଇଛନ୍ତି ବୋଲି ।


ତେବେ ସେମାନେ କହିଛନ୍ତି ଯେ ,ବିବାହ ସମୟରେ ବର ପକ୍ଷ ଲୋକ ଯାହା ଦାବି କରିଥିଲେ ଝିଅ ର ପରିବାର ଲୋକ ତାହା ବିବାହ ସମୟରେ ଦେଇଥିଲେ । ତେବେ ବିବାହ ର କିଛି ଦିନ ପର୍ଯ୍ୟନ୍ତ ସବୁକିଛି ଠିକ ଥିଲା । କିନ୍ତୁ ବାହାଘର ର ୮ ମାସ ପରେ ବର ଘର ଲୋକେ ଝିଅ କୁ ପୁଣି ଥରେ ବାପ ଘରୁ ଯୌତୁକ ଆଣିବାକୁ କହିଥିଲେ । କିନ୍ତୁ ଝିଅ ର ବାପ ଘର ଲୋକେ ଏହାକୁ ଦେବା ପାଇଁ ସମର୍ଥ ନଥିଲେ । ତେଣୁ ସେମାନେ ବୁଝାମଣା କରିବାକୁ ଗୋଟିଏ ଦିନ ଆସିଥିଲେ । ମାତ୍ର ସେହି ଦିନ ରାତିରେ ଝିଅ ର କଲ ଆଇଥିଲା ବାପ ଘରକୁ ଆଉ ସେ କହିଥିଲେ କି ତାକୁ ବଞ୍ଚବାକୁ କିନ୍ତୁ ସକାଳେ ଯେତେବେଳେ ବାପ ଝିଅ ର ଶଶୁର ଘର ପହଞ୍ଚିଥିଲେ ସେତେବେଳେ ସେ ଝିଅର ସବକୁ ଦେଖିବାକୁ ପାଇଥିଲେ । ପରେ ପୋଲିସ ରେ ଅଭିଯୋଗ କରିଥିଲେ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।