୧୫ ବର୍ଷ ପରେ ଓଡିଆ ସିନେମାରେ ପୁଣି ଦେଖା ଯିବେ ମାମା ମିଶ୍ର (Mama Mishra), ଜାଣନ୍ତୁ ସିନେମାର ନାମ କଣ …

0

ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଏପରି ବହୁତ ଅଭିନେତା ଏବଂ ଅଭିନେତ୍ରୀ ଅଛନ୍ତି ଯେଉଁମାନେ କି ନିଜର ଅଭିନୟ ପାଇଁ ବହୁତ୍ କମ୍ ଦିନ ରେ ଲୋକ ମାନଙ୍କ ପାଖରେ ବହୁତ ପ୍ରିୟ ହୋଇଛନ୍ତି। ଭଲ ଟଙ୍କା ରୋଜଗାର କରିବା ପାଇଁ ଏବଂ ନିଜର ନାମ କରିବା ପାଇଁ ଅଭିନୟ ହିଁ ହେଉଛି ଏକ ବଡ ମାଧ୍ୟମ। ଯେଉଁ ଠାରେ ଭଲ ଅଭିନୟ ଏବଂ ଟିକେ ସୁନ୍ଦର ହୋଇଥିଲେ ଆପଣ ଙ୍କ ପାଇଁ ସେହି ରାସ୍ତା ଟି ବହୁତ ସହଜ ହୋଇଯାଇଥାଏ।

ତେବେ ଯଦି ସୁନ୍ଦର ହୋଇଥିବେ ଏବଂ ଅଭିନୟ ଭଲ କରୁଥିବେ ତାହା ହେଲେ ଲୋକ ମାନଙ୍କ ପାଖରେ ସେମାନେ ବହୁତ ଜଲ୍ଦି ଲୋକପ୍ରିୟ ହୋଇଯାଆନ୍ତି ଏବଂ ଲୋକ ମାନେ ସେମାନଙ୍କ ବିଷୟ ରେ ଅଧିକ ରୁ ଅଧିକ କଥା ଜାଣିବା ପାଇଁ ଚେଷ୍ଟା କରନ୍ତି।

ବହୁତ ଲୋକ ଙ୍କ ସ୍ୱପ୍ନ ଥାଏ କି ସେ ଜଣେ ଭଲ ଅଭିନେତା ଏବଂ ଅଭିନେତ୍ରୀ ହେବା ପାଇଁ। ସେଥିପାଇଁ ସେମାନେ ବହୁତ ପରିଶ୍ରମ ମଧ୍ୟ କରିଥାନ୍ତି। ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜ ସ୍ୱପ୍ନ କୁ ହାସଲ କରିପାରନ୍ତି ଏବଂ ଭବିଷ୍ୟତରେ ଏକ ଭଲ ଅଭିନେତା କି ଅଭିନେତ୍ରୀ ହୋଇପାରନ୍ତି ।ଆପଣ ମାନେ ଜାଣିଥିବେ ଦର୍ଶକ ବନ୍ଧୁ ଓଳିଉଡ୍ ଇଣ୍ଡଷ୍ଟ୍ରି ଏହି ଅଭିନେତ୍ରୀ ଯାହା ଙ୍କ ର ଅଭିନୟ ଦେଖିବାକୁ ମିଳୁନି ବର୍ତ୍ତମାନ ସମୟ ରେ ସେ ଆଉ କେହି ନୁହନ୍ତି ଉଲିଉଡ ର ଏଭର ଗ୍ରୀନ ହିରୋଇନ୍ ମାମା ମିଶ୍ର ।ଆସନ୍ତୁ ଜାଣିବା ତାଙ୍କ ବିଷୟ ରେ ଉଳିଉଡ ଇଣ୍ଡଷ୍ଟ୍ରି ର ଜଣେ ଜଣା ଶୁଣା ଅଭିନେତ୍ରୀ । ବର୍ତମାନ ସମୟ ରେ ତାଙ୍କର ଆଉ ଅଭିନୟ ଦେଖିବାକୁ ମିଳୁନି । ସେ ଆଉ କେହି ନୁହନ୍ତି ମାମା ମିଶ୍ର ।

ଆପଣ ମାନେ ବହୁତ ଦିନ ପରେ ତାଙ୍କ ନାମ ଶୁଣିଲେ । ମାମା ମିଶ୍ର ଅନେକ ଫିଲ୍ମ୍ କରିଛନ୍ତି ଏବଂ ସମସ୍ତ ଫିଲ୍ମ୍ ମଧ୍ୟ ସୁପର ହେଇଥିଲା ଯେବେ ମାମା ମିଶ୍ର ତାଙ୍କର ଜବରଦସ୍ତ ଅଭିନୟ କରୁଥିଲେ। ସେ ସିଦ୍ଧାନ୍ତ ମହାପାତ୍ର ଙ୍କୁ ବିବାହ କରି ଥିଲେ। ବିବାହ ପରେ ସେ ଇଣ୍ଡଷ୍ଟ୍ରି ରେ ଆଉ ନଜର ଆସି ନଥିଲେ। । ବର୍ତ୍ତମାନ ବି ତାଙ୍କ ଫ୍ୟାନ ତାଙ୍କ ଅଭିନୟ ଦେଖିବାକୁ ତତପର୍ ଅଛନ୍ତି । ମାମା ମିଶ୍ର ବର୍ତ୍ତମାନ ତାଙ୍କ ପରିବାର ସହ ଖୁସି ରେ ଅଛନ୍ତି ।

ଦୀର୍ଘ ୧୫ ବର୍ଷ ପରେ ମାମା ମିଶ୍ର ପାଦ ଥୋଇବେ ଓଲିଉଡ୍ ଇଣ୍ଡଷ୍ଟ୍ରି ରେ ବୋଲି ଚର୍ଚା ହେଉଛି ।୨୦୧୮ ମସିହାରେ ଏକ ଫିଲ୍ମ ରିଲିଜ ହୋଇଥିଳୀ ଯାହାର ନାମ ରହିଛି ଓଲେ ଓଲେ ଦିଲ୍ ବୋଲେ ଏହି ଫିଲ୍ମ୍ ରେ ସେ ସିଦ୍ଧାନ୍ତ ଙ୍କ ଅପଯିଟ୍ ରେ ଦେଖିବାକୁ ମିଳିବେ । ଏହି ଫିଲ୍ମ୍ ମେନ୍ ଲିଡର ରେ ଦେଖିବାକୁ ମିଳିବେ ଜ୍ୟୋତି ଏବଂ ଝିଲିକ ଏହି ଫିଲ୍ମ୍ ରେ । ଏହି ଫିଲ୍ମ୍ ରେ ସିଦ୍ଧାନ୍ତ ମହାପାତ୍ର ଜ୍ୟୋତି ଙ୍କ ବଡ଼ ଭାଇ ହୋଥିଲେ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।