ପାଟି ଘା’ହେବା ସମସ୍ୟାର ଘରୋଇ ଉପାୟରେ ସମାଧାନ ଉପାୟ ଆଜି ହିଁ କରନ୍ତୁ 100% ଗ୍ୟାରେଣ୍ଟି ଭଲ ହୋଇଯିବାର

0

ସୁନ୍ଦର ହବା ପାଇଁ କିଏ ବା ନା ଚାହେ।ଝିଅ ହୁଅନ୍ତୁ କି ପୁଅ ସୁନ୍ଦର ହେବା ପାଇଁ ସଭିଏ ଚାହାନ୍ତି। ବିଶେଷ କରି ଝିଅ ମାନଙ୍କ ପାଇଁ ଏହା ର ମୂଲ୍ୟ ବହୁତ।ଅନେକ ଲୋକ ମାନଙ୍କର ପାଟିର ସମସ୍ୟା ରହିଥାଏ ପାଟିରେ ଘା ହୋଇଥାଏ ,ଜିଭ ଓ ଦାନ୍ତ ମାଢି ରେ ଘା ହେବା ପରି ଅନେକ ସମସ୍ୟା ଦେଖାଯାଏ । ଆସନ୍ତୁ ଜାଣିବା ଏହି ସମସ୍ତ ସମସ୍ୟାରୁ ମୁକ୍ତି ପାଇବା ପାଇ ଆଜିର ଯେଉଁ ଉପାୟ ରହିଛି ତାହା ଆସନ୍ତୁ ଜାଣିବା ।

ପ୍ରଥମେ ପାଟିରେ ଓ ଜିଭରେ ଘା କାହିଁକି ସୃଷ୍ଟି ହୋଇଥାଏ ଆସନ୍ତୁ ଜାଣିବା ଆମେ ରାତିରେ ଶୋଇବା ସମୟରେ ଆମର ପାଟିରେ ଭିଟାମିନ ସି ଅଭାବ ହେଲେ ଏପରି ହୋଇଥାଏ ।

ଯାହା ଫଳରେ ଆମ ପାଟିରେ ବା ଜିଭରେ ଏପରି ଘା ସୃଷ୍ଟି ହୋଇଥାଏ ଏବଂ ବିଭିନ୍ନ ପ୍ରକାର କ୍ୟାପସୁଲ ବ୍ୟାବହାର କରିବା ଦ୍ୱାରା ଏହା ଭଲ ହେବାରେ ୧୦ ଦିନ ଲାଗିଯାଇଥାଏ । କିନ୍ତୁ ଆଜିର ଯେଉଁ ଘୋରଇ ଉପଚାର ପ୍ରସ୍ତୁତି ରହିଛି ତାହା ଖୁବ ଅଳ୍ପ ଦିନରେ ଭଲ ହୋଇଥାଏ ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ବିଷୟରେ।

୧)ଖାଇବାସୋଡା: –

ଏହା ବଜାରରେ ସହଜରେ ମିଳିଯାଇଥାଏ ଏବଂ ଏହାର ପ୍ରୟୋଗ ବହୁତ ଅଳ୍ପ ପରିମାଣରେ ନେବାକୁ ହୋଇଥାଏ । ଏହା ସମସ୍ତ ପାଟିର ସମସ୍ୟାକୁ ସହଜରେ ଦୂର କରିଥାଏ । ଏହା ସହଜରେ ପାଟିରେ ରହିଥିବା ବ୍ୟାକ୍ଟେରିଆକୁ ଦମନ କରିଥାଏ ।

୨)ଲୁଣ: –

ଏହା ମଧ୍ୟ ଆମର ପାଟିର ସମସ୍ତ ସମସ୍ୟାକୁ ଦୂର କରିବାରେ ସାହାର୍ଯ୍ୟ କରିଥାଏ ଏବଂ ଏହାର ମଧ୍ୟ ପ୍ରୟୋଗ ବହୁତ ଅଳ୍ପ ପରିମାଣରେ ନେବାକୁ ପଡିଥାଏ । ଲୁଣ ମଧ୍ୟ ଆମ ପାଟିରେ ସୃଷ୍ଟି ହୋଇଥିବା ବ୍ୟାକ୍ଟେରିଆକୁ ସହଜରେ ଦୂର କରିଥାଏ ।

ଏହାର ବ୍ୟବହାର ବିଷୟରେ ଆସନ୍ତୁ ଜାଣିବା ପ୍ରଥମେ ଏକ ଚାମଚରେ ଅଳ୍ପ ପରିମାଣରେ ଖାଇବାସୋଡା ନିଅନ୍ତୁ ଏବଂ ଦ୍ୱିତୀୟରେ ଅଳ୍ପ ପରିମାଣରେ ଲୁଣ ଏକ ପାତ୍ରରେ ରଖନ୍ତୁ । ଏହାପରେ ଏକ ଛୋଟ ଗ୍ଲାସରେ ପାଣି ନେଇ ସେଥିରେ ମିଶାନ୍ତୁ ଏବଂ ଏହାକୁ ଭଲ ଭାବରେ ଗୋଳାଇ ଦିଅନ୍ତୁ । ଏହାକୁ ବ୍ୟବହାର କରିବା ଦ୍ୱାରା ପାଟିରେ ରହିଥିବା ସମସ୍ତ ବ୍ୟାକ୍ଟେରିଆ ଗୁଡିକ ମରିଯାଇଥାନ୍ତି । ଯାହା ଦ୍ୱାରା ଆମର ପାଟିର ସମସ୍ୟା ଖୁବ ଶୀଘ୍ର ଦୂର ହୋଇଥାଏ ।ପ୍ରସ୍ତୁତ କରାଯାଇଥିବା ପାଣିକୁ 4 ରି 5 ଥର ପାଟିରେ ନେଇ କୁଳୁପୁଞ୍ଚା କରନ୍ତୁ ।

ଆପଣ ମଧ୍ୟ ଉଷମ ପାଣିର ବ୍ୟବାହର କରି ପାରିବେ ଯାହା ଆପଣଙ୍କର ପାଟିର ସମସ୍ୟାକୁ ଭଲ ଭାବରେ ଦୂର କରିଥାଏ । ବ୍ୟବହାର କରିବା ପର ଦିନ ଆପଣ ଏହାର ରେଜଲ୍ଡ ପାଇ ପାରିବେ ଏବଂ ପ୍ରଚୁର ପରିମାଣରେ ଏହି ଘା ହୋଇଥିଲେ ପ୍ରସ୍ତୁତ କରାଯାଇଥିବା ପାଣିକୁ 2- 3 ଦିନ ବ୍ୟବହାର କଲେ ଏହା ସମ୍ପର୍ଣ୍ଣ ରୂପେ ଦୂର ହୋଇଥାଏ । ଏହାକୁ ବ୍ୟବହାର କରନ୍ତୁ ଏବଂ ଆପଣଙ୍କର ପାଟିର ସମସ୍ତ ସମସ୍ୟାକୁ ବିନା ଖର୍ଚ୍ଚରେ ସମ୍ପର୍ଣ୍ଣ ଭାବରେ ଦୂର କରନ୍ତୁ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।