ଏହି ବାସନ ଫୋଟରେ କେଉଁ ଭଗବାନଙ୍କର ଫଟୋ ଅଛି ? ବୁଦ୍ଧିମାନ ଲୋକ ହିଁ ସଠିକ୍ ଉତ୍ତର ଦେଇ ପାରିବେ

0

ଆମେ ମାନେ ତ ଜାଣିଥିବା ଆଜି କାଲି ର ଦୁନିଆ କେତେ ମାତ୍ରା ରେ ଶିକ୍ଷିତ ହେଲାଣି।ଆଜି ର ଦୁନିଆରେ ଆଉ କେହି ବି ଅଶିକ୍ଷିତ ନାହାଁନ୍ତି, ଆମେ ଯଦି ଦେଖିବା ଆଜି କାଲି ଯିଏ ଅଟୋ ଚଲଉଥିବ ସିଏ ବି ଇଂରାଜୀ ରେ କଥା କହୁଥିବ। ତେବେ ଆଜି ର ଦୁନିଆରେ ପାଠ ପଢିବା, ଶିକ୍ଷିତ ହେବା ଖଣ୍ଡେ ଭଲ ଚାକିରି ପାଇବା ବହୁତ କଷ୍ଟ ହୋଇଗଲାଣି।

ତେବେ ଆମେ ମାନେ ଦେଖିବାକୁ ପାଉଥିବା ଯୁଆଡେ ଗଲାବେଳକୁ ଏବେ ସବୁଆଡେ ଲୋକ ମାନେ ଆମର ବୁଦ୍ଦି ର ପରୀକ୍ଷା କରୁଛନ୍ତି, ଯାହାର ଉତ୍ତର ଆମେ ମାନେ କେବଳ ବୁଦ୍ଧି ମାଧ୍ୟମରେ ହିଁ ଦେଇପାରିବା। ଆମେ ଯଦି କୌଣସି ଏକ ଜବ୍ ପାଇଁ ଏନ୍ଟ୍ରାନ୍ସ ଦେବାକୁ ଯାଉଛେ ତେବେ ସେଠାରେ ବି ଆମର ବୁଦ୍ଧି ର ପରୀକ୍ଷା କରୁଛନ୍ତି। ଆମ ମାନଙ୍କୁ ସେହି ସବୁ ର ଉତ୍ତର ଆମ ବୁଦ୍ଧି ସାହାର୍ଯ୍ୟ ରେ ହିଁ ଦେବାକୁ ପଡିଥାଏ।

ସେହି ସବୁ ପ୍ରଶ୍ନ ର ଉତ୍ତର ବହୁତ ମଜାଳିଆ ଅଟେ ଯାହାର ଉତ୍ତର ଖୋଜିବା ପାଇଁ ଆମ ମାନଙ୍କୁ ମଜା ମଧ୍ୟ ଲାଗିଥାଏ। ତାହାଲେ ଆପଣ ମାନେ ଜାଣି ପାରୁଥିବେ ଆମ ମାନଙ୍କ ପାଇଁ ଜେନେରାଲ୍ ନୋଲେଜ୍ ର କେତେ ଆବଶ୍ୟକତା ରହିଛି। ଆମେ ଆଜି ଆପଣ ମାନଙ୍କୁ ସେହିପରି କିଛି ଜେନେରାଲ୍ ନୋଲେଜ୍ ଏବଂ ତାର ଉତ୍ତର ସମ୍ପର୍କରେ କହିବୁ, ଯାହାକି ବହୁତ ମଜାଳିଆ ମଧ୍ୟ।

ତେବେ ଆମ ଦେଶ ରେ ଅନେକ କିଛି ସ୍ଥାନ ରେ ଅନେକ୍ କିଛି ଜିନିଷ ରହିଛି,ଯାହା ଆମ ଦେଶ ର ଅଗ୍ର ଗତି ରେ ସାହାଯ୍ୟ କରେ, ଯାହା ଜାଣିବା ଆମର ନିହାତି ଆବଶ୍ୟକ । ତେବେ ଏହା ଅନେକ ସମୟ ର୍ ଆମ କାମ ରେ ଆସି ଥାଏ। ତେବେ ଆଜି ଆମେ ମଜାଳିଆ କଥା ସମ୍ପର୍କ ରେ କିଛି ପ୍ରଶ୍ନ ଓ ଉତ୍ତର ଜାଣିବା।

1.ଆପଣଙ୍କୁ ଗୋଟିଏ ଚିତ୍ର ଆକାରରେ ଲେଖା ଯାଇ ଥିବା ଫୋଟୋ ଦିଆ ଯାଇଛି, ଯେଉଁଠି ୨ ଟି ଲାଇନ୍ ରହିଛି ଏବଂ ପ୍ରଥମ ଲାଇନ୍ ରେ 1-3-5 ଲେଖା ଥିବା ବେଳେ ତା ତଳର ଲାଇନ୍ ରେ 1 ତଳକୁ 2 ଏବଂ 3 ତଳକୁ 4 ଲେଖା ହୋଇଛି।ତେବେ ସେହି କ୍ରମରେ 5 ତଳକୁ କଣ ହେବ ? ଆପଣଙ୍କୁ କହି ରଖୁଛୁ କି ଏହାର ଉତ୍ତର ୬ ହେବ ନାହିଁ।
ଉତ୍ତର- ତେବେ ଏହାର ଉତ୍ତର ହେଉଛି R, ଅର୍ଥାତ ରିଭର୍ଶ। ଏହି ଲେଖା ଚାରି ଚକିଆ ଗାଡ଼ିର ଗିଅର ବଦଳାଇବା ସମୟରେ ଲେଖା ଯାଇଥାଏ।

2.ଜାତୀୟ ପତାକାର ଲମ୍ବ ଆଉ ଉଚ୍ଚତା ଅନୁମାନ କେତେ ଅଟେ ?
ଉତ୍ତର: 302 ମିଟର

3.ଇଂରେଜ ମାନେ ଭାରତ କୁ ପ୍ରଥମ ଥର କେଉଁ ତାରିଖରେ ଆସିଥିଲେ।
ଉତ୍ତର: 20 may (1498 ମସିହାରେ )

4.ଡେସମ୍ବେର ମାସରେ ଉତ୍ତର ମେରୁରେ କେଉଁ ଋତୁ ହୋଇଥାଏ ?
ଉତ୍ତର: ଶୀତ ଋତୁ

5.ସଂସାରର ସବୁଠୁ ଲମ୍ବା ନଦୀ କିଏ ଅଟେ ?
ଉତ୍ତର: ନୀଳ ନଦୀ

6.ଏମିତି କେଉଁ ନାମ ଯାହା ଇଂରାଜୀ, ଓଡ଼ିଆ,ଏବଂ ଗଣିତ ଏହି 3ଟି ଭାଷାରେ ଲେଖା ଯାଇପାରିବ ?
ଉତ୍ତର: ବିନଦ(BINOD)

7.ISRO ର ମୁଖ୍ୟାଳୟ କେଉଁଠାରେ ଅବସ୍ଥିତ?
ଉତ୍ତର- ବେଙ୍ଗାଲୁରୁରେ

8.ଭାରତର ବୃହତ୍ତମ ଆଣବିକ ଶକ୍ତି କେନ୍ଦ୍ର କେଉଁଠାରେ ଅଛି?
ଉତ୍ତର: ତାରାପୁର

9.ଜୟଦେବ କେଉଁ ପ୍ରସିଦ୍ଧ ପୁସ୍ତକର ଲେଖକ?
ଉତ୍ତର- ଗୀତଗୋବିନ୍ଦ

10.କେଉଁ ଦେଶରେ ପ୍ଲାଷ୍ଟିକ ର ବ୍ୟବହାର କରିବା ଉପରେ ଲୋକଙ୍କୁ ଦଣ୍ଡ ଭୋଗିବାକୁ ପଡିଥାଏ ?
ଉତ୍ତର- ଇଜରାଇଲ ଦେଶରେ

11 – ଏହି ବାସନ ଫୋଟରେ କେଉଁ ଭଗବାନଙ୍କର ଫଟୋ ଅଛି ?

ଉତ୍ତର – ଗଣେଶ

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।