ସୋସିଆଲ ମିଡ଼ିଆ ରେ ଚର୍ଚାରେ ଶାହାରୁଖ ଖାନଙ୍କ ଝିଅ ସୁହାନା କେଉଁ କାରଣ ପାଇଁ ଜାଣିଲେ ଆପଣ ମଧ୍ୟ ଚକିତ ହୋଇଯିବେ

0

ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଯଦି ସବୁଠାରୁ କିଛି ଅଧିକ ଭାଇରାଲ ହୋଇଥାଏ ତ ତାହା ହେଉଛି ବଲିଉଡ, ଟଲିଉଡ଼ ଏବଂ ହଲିଉଡ଼ ର ଅଭିନେତା ଓ ଅଭିନେତ୍ରୀ ମାନେ । ସେମାନେ ସବୁବେଳେ ନିଜର ଫୋଟ , ଆଲବମ ଏପରି କି ନିଜର ହବି ବିଷୟରେ ମଧ୍ୟ ସୋସିଆଲ ମିଡ଼ିଆ ରେ ପୋଷ୍ଟ କରି ଲୋକମାନଙ୍କ ସାମ୍ନା କୁ ଆସିବାକୁ ପସନ୍ଦ କରିଥାନ୍ତି ।

ଖାଲି ଏତିକି ନୁହେଁ ବରଂ ଆମ ସାମାଜିକ ଗଣମାଧ୍ୟମ ର କାର୍ଯ୍ୟକରୁଥିବା ବ୍ୟକ୍ତି ମାନେ ମଧ୍ୟ ଫିଲ୍ମ ର କଳାକାର ମାନଙ୍କର ତଥା ସେମାନଙ୍କ ର ପରିବାର ର ସମସ୍ତ ତଥ୍ୟ କୁ ଲୋକମାନଙ୍କ ଆଗକୁ ଆଣିଥାନ୍ତି ।ଆମେ ସବୁ ବେଳେ ସେଇ ହିରୋ ଆଉ ହିରୋଇନ୍ ମାନେ କଣ କରିଥାନ୍ତି କଣ ଖାଇଥାନ୍ତି କେତେବେଳେ କଣ କରନ୍ତି ସେଇ ସବୁ ଜାଣିବା ପାଇଁ ସମସ୍ତେ ଆଗ୍ରହୀ ହୋଇଥାନ୍ତି ।କିନ୍ତୁ ଆମେ ଆଜି ଆପଣଙ୍କୁ ବଲିଉଡ ର ଏମିତି କିଛି ହିରୋ

ଅଛନ୍ତି ଯେଉଁମାନେ ନିଜର ପିଲା ମାନଙ୍କୁ ଫିଲ୍ମ ଈଣ୍ଡଷ୍ଟ୍ରି ରେ ଏବେ ପର୍ଯ୍ୟନ୍ତ ଆସିବାକୁ ଦେଇନାହାନ୍ତି । ତଥାପି ସେମାନେ ତଥା ଫିଲ୍ମ ର ଅଭିନେତା ଓ ଅଭିନେତ୍ରୀ ଙ୍କର ପିଲା ମାନଙ୍କର ସୋସିଆଲ ମିଡ଼ିଆରେ କିଛି ଅଲଗା ହିଁ ଚାଲିଥାଏ । ସେମାନଙ୍କୁ ମଧ୍ୟ ଲୋକ ମାନେ ପସନ୍ଦ କରନ୍ତି ଏବଂ ସୋସିଆଲ ମିଡ଼ିଆ ରେ ସେମାନ ଙ୍କୁ ଫୋଲ ମଧ୍ୟ କରିଥାନ୍ତି ।ଏବଂ ଏହା ସହ କେବେ କେବେ ସେମାନଙ୍କ ପୋଷ୍ଟ ରେ ସକାରାତ୍ମକ ଓ ନକରାତ୍ମକ କାମେଣ୍ଟ ମଧ୍ୟ ଦେଇଥାନ୍ତି ।

ତେବେ ଆମେ ଆଜି ଆପଣଙ୍କୁ ବଲିଉଡ ଫିଲ୍ମ ଈଣ୍ଡଷ୍ଟ୍ରି ର କିଙ୍ଗ ଖାନ ତଥା ସରୁଖାନ ଙ୍କ ଝିଅ ଙ୍କ ବିଷୟରେ କିଛି ଜଣେଇବାକୁ ଯାଉଛୁ । ଉଲେଖଯୋଗ୍ୟ ଯେ ସାରୁଖାନ ଙ୍କର ଏକ ମାତ୍ର କନ୍ୟା ସୁହାନ ଖାନ ଏବେ ବେଶ ସୁନ୍ଦର ଓ ବଡ଼ ହୋଇଗଲେଣି। କିନ୍ତୁ ସେ ତାଙ୍କର ବାପା ଙ୍କ ପରି ଫିଲ୍ମ ଈଣ୍ଡଷ୍ଟ୍ରି କୁ ଆସିବାକୁ ଇଚ୍ଛା ପ୍ରକାଶ କରିନାହାନ୍ତି କି ଗୋଟିଏ ବି ଫିଲ୍ମ ମଧ୍ୟ କରିନାହାନ୍ତି । ଯଦିଓ ସେ ଫିଲ୍ମ ରେ କାମ କରିନାହାନ୍ତି ତଥାପି ସେ ସବୁବେଳେ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚା ରେ ରହିଥାନ୍ତି ନିଜର ସୁନ୍ଦରତା କୁ ନେଇ ।

 

View this post on Instagram

 

A post shared by Suhana Khan (@suhanakhan2)


କିନ୍ତୁ କିଛି ଦିନ ତଳେ ସୁହାନା ଙ୍କ ସହ ସୋସିଆଲ ମିଡ଼ିଆ ରେ କିଛି ଏମିତି ଘଟିଥିଲା ଓ ସେ ତାହାର ଯେଉଁ ଉତ୍ତର ରଖିଥିଲେ ତାହା ଜାଣିଲେ ଆପଣଙ୍କ ଆଖି ଖୋଲା ରହିଯିବ। ସୂଚନା ଅନୁଯାୟୀ , କିଛି ଦିନ ତଳେ ସେ ତାଙ୍କର ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ନିଜର ଏକ ଫୋଟ ପୋଷ୍ଟ କରିଥିଲେ । ଏବଂ ଲୋକମାନେ ଅର୍ଥାତ ତାଙ୍କର ଫୋଲୋର୍ସ ମାନେ ସବୁବେଳେ ପରି କିଛି ଭଲ ଆଉ ଖରାପ କମେଣ୍ଟ କରିଥିଲେ । ତେବେ ସେଥି ମଧ୍ୟରୁ କେତେ ଜଣ ଯୁବକ ତାଙ୍କର ଫୋଟ ରେ ତାଙ୍କର ଦେହର ରଙ୍ଗ କୁ ନେଇ ଖରାପ କମେଟ କରିଥିଲେ ।

ଆମେ କହିରଖୁଚୁ ଯେ , ସୁହାନା ଙ୍କର ଦେହର ରଙ୍ଗ ଶ୍ୟାମଳ ଅଟେ । ତେବେ ସୁହାନା ଏଥିରେ ରାଗି ଯାଇ ସେମାନଙ୍କ ର ପୋଷ୍ଟ କୁ ସେୟାର କରିବା ସହ ତାଙ୍କୁ କଡା ଜବାବ ରଖିଥିଲେ ।ସେ କହିଛନ୍ତି ସେ ତାଙ୍କର ରଙ୍ଗ କୁ ନେଇ ସବୁବେଳେ ସୁନ୍ଦର ବୋଲି ଚର୍ତ୍ତିତ ଅଟନ୍ତି ।ଆଉ ସବୁବେଳେ ସମସ୍ତେ ଜାଣି ରଖିବା ଉଚିତ୍ କି କଳା ରଙ୍ଗ ଭି ଗୋଟିଏ ସୁନ୍ଦରତା ର ପ୍ରତୀକ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।