Bastu Tips – ଘରେ ପାରା ବସା ଦେଲେ ଜଣାନ୍ତୁ ଏହାର ଅର୍ଥ !ଶୁଭ ନା ଅଶୁଭ ହୋଇଥାଏ……

0

ଯଦିଓ ଆମେ ବର୍ତ୍ତମାନ ର ଏମ ଅତ୍ୟାଧୁନିକ ତଥା ଟେକ୍ନୋଲୋଜି ର ଦୁନିଆଁ ରେ ବସବାସ କରୁଛନ୍ତି ତଥାପି ଆମେ କେବେ ହେଲେ ଆମର ପୁରାଣ ଶାସ୍ତ୍ର ଓ ବାସ୍ତୁ ଶାସ୍ତ୍ର କୁ ଭୁଲି ନଥାଉ। ଏବଂ ଆମର ପୁରାଣ ଶାସ୍ତ୍ର ଅନୁସାରେ ମଣିଷ ଜୀଵନ ର ସମସ୍ତ ଶୁଭ ଅଶୁଭ , ଭଲ ମନ୍ଦ ଆଦି ଯାହାସବୁ ଘଟିଥାଏ ତାହା ସବୁବେଳେ ଆମର କର୍ମ ଉପରେ ନିର୍ଭର କରିଥାଏ ।

କେବେକେବେ ଆମେ ନିତିଦିନ ମାନି ଆସୁଥିବା କେତେକ ଧାର୍ମିକ ଗୁଣ ଉପରେ ମଧ୍ୟ ଆମର ବଞ୍ଚିବାର ଶୋଇଲି ଉଲ୍ଲେଖ ହୋଇଥାଏ ।ତେବେ ଆମେ ଆଜି ଆପଣଂକୁ ଜଣେଇବୁ ଯେ ଯଦି ଆପଣଙ୍କ ଘରେ ପାରା ବସା ଦେଇଥାଏ ବା ଘର କରି ରହିଥାଏ ତ ଏହାର ଅର୍ଥ କଣ ରହିଛି ।ଏହା ଆମ ପାଇଁ ଶୁଭ ନା ଅଶୁଭ ଅଟେ ।ଆସନ୍ତୁ ଜାଣିବା ।

ତେବେ ଆମେ ଆପଣଂକୁ ଜଣେଇଦେଉଛୁ ଯେ , ଅନ୍ୟ ଗୃହ ପାଳିତ ପଶୁ ପକ୍ଷୀ ଙ୍କ ଅପେକ୍ଷା ପାରା ବହୁତ ଶାନ୍ତ ହୋଇଥାନ୍ତି। ସେମାନେ କେବେ ହେଲେ ମଣିଷ ମାନଙ୍କ ପାଇଁ ଅସୁବିଧା ର କାରଣ ହୋଇନଥାନ୍ତି ।ଯଦିଓ ସେମାନେ ବେଳେ ବେଳେ ଉତେଜିତ ହୋଇଥାନ୍ତି କିନ୍ତୁ ସେହି ସମୟରେ ମଧ୍ୟ ସେମାନେ କାହାର କ୍ଷତି କରନ୍ତି ନାହିଁ ।ଆଉ ସେମାନ ଙ୍କର ଏହି କାରଣ ଯୋଗୁଁ ଲୋକମାନେ ତାଙ୍କୁ ପାଳିବାକୁ ପସନ୍ଦ କରନ୍ତି ।

ତେବେ ଅନ୍ୟ ପକ୍ଷୀ ଙ୍କ ପରି ପାରା ମାନେ ଗଛ ଡାଳରେ ବଷା ବାନ୍ଧି ପାରନ୍ତି ନାହିଁ ।ତେଣୁ ସେମାନେ ନିଜର ବସା କୌଣସି ଲୋକଙ୍କ ଘରେ ବାନ୍ଧି ଥାନ୍ତି ।ତେବେ ଅନେକ ସମୟରେ ଲୋକମାନେ ଭାବିଥାନ୍ତି କି ପାରା ଘରେ ବସା ଦେବାର ଅର୍ଥ ହେଉଛି ଏହା କି ଆମ ଘର କୁ କିଛି ନା କିଛି ବିପଦ ମାଡି ଆସୁଛି ଆଉ କିଛି ଲୋକ ଭାବିଥାନ୍ତି କି ପାରା ଘରେ ବସା ବାନ୍ଧିଛନ୍ତି ମାନେ ଏହା ଆମ ପାଇଁ ଶୁଭ ଖବର ନେଇ ଆସୁଛି ।ତେବେ ଆମର ପୁରାଣ ଶାସ୍ତ୍ର ରେ ଏହି ଘଟଣା ବିଷୟରେ ସମ୍ପୂର୍ଣ୍ଣ ଭାବରେ ବର୍ଣ୍ଣନା କରାଯାଇଛି ।ତେବେ ଆସନ୍ତୁ ଜାଣିବା ପ୍ରକୃତରେ ଘରେ ପାରା ବସା ଦେବାର ଅର୍ଥ ଶୁଭ କି ଅଶୁଭ ।

ତେବେ ଆମର ଶାସ୍ତ୍ର ପୁରାଣ ଓ ବାସ୍ତୁ ବଚନ ଅନୁସାରେ , ଯଦି କୌଣସି ଘରେ ପାରା ବସା ବାନ୍ଧିଥାଏ ତ ଏହା ସେହି ଘର ପାଇଁ ବହୁତ ଶୁଭ ହୋଇଥାଏ ।ଅର୍ଥାତ ଯଦି ପାରା ଆପଣଙ୍କ ଘରେ ବସା ବାନ୍ଧିଛନ୍ତି ତ ଆପଣଙ୍କ ଘରେ ସୁଖ ଶାନ୍ତି ଓ ଧନ ଲାଭର ସୂଚନା ଆସିଛି ।ଏହାର ଅର୍ଥ ଏହା ମଧ୍ୟ ରହୁଛି ଯେ ଏବେ ଆପଣ ନିଜ ଜୀବନ ରେ ଉନ୍ନତି କରିବେ ଏବଂ ଘରେ ସୁଖ ସମୃଦ୍ଧି ଦେଖାଦେବ ।ଏମିତି କି ଆପଣଙ୍କ ର ବହୁତ ଦିନରୁ ଅଟକି ଥିବା କାର୍ଯ୍ୟ ମଧ୍ୟ ହୋଇଯିବ ।ତେଣୁ ଘରେ ପାରା ବସା ବାନ୍ଧିବା ବହୁତ ଶୁଭ ଅଟେ ଆଉ ଯଦି ପାରୁଛନ୍ତି ତ ସେମାନଙ୍କୁ ଜଳ ଓ ଚାଉଳ ଖାଇବାକୁ ଦିଅନ୍ତୁ ।ଏହା ମଧ୍ୟ ବହୁତ ଶୁଭ ହୋଇଥାଏ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।