ବଲିଉଡ୍ ର ଏହି 8 ଜଣ ଷ୍ଟାର୍ ମାନେ ରୋମାଣ୍ଟିକ ସିନ କରୁଥିବା ସମୟରେ ନିଜ ଉପରେ ନିୟନ୍ତ୍ରଣ ରଖିପାରିଲେ ନାହିଁ ! ଜଣେ ତ ନିଜର ଶରୀରକୁ ନିୟନ୍ତ୍ରଣରେ ରଖିପାରିଲେ ନାହିଁ….

0

ସାଧାରଣ ଭାବରେ ବଲିଓଡ଼ , ହୋଲିଉଡ଼ , ତୋଲିଉଡ଼ ତଥା ଓଲିଉଡ ର ଅଭିନେତା ଏବଂ ଅଭିନେତ୍ରୀ ମାନେ ନିଜ ନିଜର ପୋଷାକ ପତ୍ର,ପରିବାର , ଫିଲ୍ମ , ଆଲବମ ,ପ୍ରେମ ତଥା ନିଜର ବୈବାହିକ ସମ୍ପର୍କକୁ ନେଇ ସବୁବେଳେ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ରେ ରହିଥାନ୍ତି।ତେବେ କେବଳ ଏତିକି ନୁହେଁ ବରଂ କେତେକ କଳାକାର ମାନେ ଫିଲ୍ମ ରେ ନିଜର କେତେକ ସିନ ପାଇଁ ବହୁତ ଚର୍ଚ୍ଚା ରେ ରହୁଥାନ୍ତି।କିନ୍ତୁ ଆମେ ଆଜି ଆପଣ ଙ୍କୁ ଯେଉଁ ଘଟଣା ବିଷୟରେ କହିବାକୁ ଯାଉଛୁ ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ତେବେ ଆମେ ଆଜି କେତେକ କଳାକାର ଙ୍କ ବିଷୟରେ ଆପଣଙ୍କୁ ଜଣେଇବୁ ଯେଉଁମାନେ କି ରିଲ ଲାଇଫ ରେ ରୋମାଣ୍ଟିକ ସିନ କରୁ କରୁ ନିଜକୁ ନିୟନ୍ତ୍ରଣ କରିପାରନ୍ତି ନାହିଁ ଏବଂ ରିଏଲ ଲାଇଫ ରେ ହଜିଯାଇଥାନ୍ତି ।

୧.ଟାଇଗର ଶ୍ରଫ ଏବଂ ଜ୍ୟାକଲିନ

ଫ୍ଲାଇଂ ଜାଟ ଫିଲ୍ମ ର ସୁଟିଂ ସମୟରେ ଏକ କିସ ସିନ ରେ ଦୁହେଁ ହଜିଯାଇଥିଲେ ନିଜ ନିଜ ଭିତରେ। କରିଓଗ୍ରାଫର ରେମୋ କଟ କହିବା ପରେ ବର ସେମାନେ କିସ କରୁଥିଲେ।

୨.ରଣବିର କାପୁର ଓ ଏଭଳିନ ଶର୍ମା

ୟେ ଦିୱାନ ହେ ଜୱାନୀ ଫିଲ୍ମ ର ଏମିତି ଏକ ଇଣ୍ଟିମେଟ ସିନ ସୁଟିଂ ସମୟରେ ଏମାନେ ନିଜ ନିଜ ଭିତରେ ରୋମାନ୍ସ ଜରିରଖିଥିଲେ।

୩.ରୁସୁଲାନ ମମତାଜ ଓ ଚେତନା ପଣ୍ଡା

ଫିଲ୍ମ “ଆଇ ଡୋଣ୍ଟ ଲଭ ୟୁ” ରେ ମମତାଜ ଇଣ୍ଟିମେଟ ସିନ ସୁଟିଂ କରୁଥିବା ସମୟରେ ସେ ଏତେ ହଜିଯାଇଥିଲେ କି ଚେତନା ଙ୍କର ଡ୍ରେସ ଖିଲିଦେଇ ଥିଲେ ଓ ତାଙ୍କର ଡ୍ରେସ ତଳକୁ ଖସିବା ପରେ ସେ ଜାଣିପାରିଲେ କି ସେ କଣ କରୁଛନ୍ତି ବୋଲି ।

୪.ସିଦ୍ଧାର୍ଥ ଓ ଜ୍ୟାକଲିନ

ଫିଲ୍ମ ‘ଜେଣ୍ଟଲମେନ’ରେ ସିଦ୍ଧାର୍ଥ ଏବଂ ଜ୍ୟାକଲିନଙ୍କ କିଛି ବୋଲ୍ଡ ସିନ ଥିଲା ।ତେବେ ଏହି ସିନ ସୁଟିଂ ହେବା ବେଳେ ଡ଼ାଇରେକ୍ଟର କଟ କହିବା ପରେ ମଧ୍ୟ ସେମାନେ ସିନ କରିଚାଲିଥିଲେ ।

୫.ମାଧୁରୀ ଦୀକ୍ଷିତ ଓ ବିନୋଦ ଖାନ

ଦୟାୱାନ’ ଫିଲ୍ମ ର ସୁଟିଂ ସମୟରେ ବିନୋଦ ଖାନ ଏକ ଇଣ୍ଟିମେଟ ସିନ ରେ ପୁରା ଯହିଯାଇଥିଲେ ।ସେଥିରେ ଥିବା ଏକ କିସ ସିନ ରେ ବିନୋଦ ମାଧୁରୀ ଙ୍କର ଓଠ କୁ କାମୁଡି ପକେଇ ଥିଲେ ।

୬.ରଣଜିତ ଓ ମାଧୁରୀ

ଫିଲ୍ମ ପ୍ରେମ ପ୍ରତିଜ୍ଞା ର ସୁଟିଂ ସମୟରେ ଏମିତି ଏକ ସିନ ରେକର୍ଡ କରୁ କରୁ ରଣଜିତ ନିଜର ନିୟନ୍ତ୍ରଣ ହରାଇ ମାଧୁରୀ ଙ୍କର ସହ ଏମିତି କିଛି କରିଥିଲେ ଯେଉଥିରେ ମାଧୁରୀ ବହୁତ ଡରି ଯାଇ ତାଙ୍କୁ ନଛୁଇଁବାକୁ କହିଥିଲେ ।

୭.ବିନୋଦ ଖାନା ଓ ଡିମ୍ପଲ

ଫିଲ୍ମ ପ୍ରେମ ଧର୍ମ ର ଏକ ଇଣ୍ଟିମେଟ ସିନ ର ସୁଟିଂ ସମୟରେ ବିନୋଦ ଏତେ ହଜିଯାଇଥିଲେ କି ସେ ଡିମ୍ପଲ ଙ୍କୁ କିସ କରିଥିଲେ ଓ ପରେ କ୍ଷାମା ମାଗିଥିଲେ

୮.ଦିଲୀପ ଓ ଜୟା ପ୍ରଦା

ଏକ ଫିଲ୍ମ ର ସୁଟିଂ ସମୟରେ ଦିଲୀପ ନିଜର ନିୟନ୍ତ୍ରଣ ହରାଇ ଜୟା ଙ୍କୁ ଏମିତି ଜାବୁଡି ଧରିଥିଲେ କି ।ତାଙ୍କୁ ଛାଡିବାକୁ ତାକୁ ଚାପୁଡ଼ା ମାରିବାକୁ ପଡିଥିଲା ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।