ସାବଧାନ! କୋବି ରୁ ବାହାରିଲା ବିଷଧର ସାପ ଛୁଆ, ମା” ଝିଅଙ୍କୁ ସିଧା ପଠାଇଦେଲା ହସ୍ପିଟାଲ । ଆଶ୍ଚର୍ଯ୍ୟ ଜନକ ଘଟଣା, କୋବି ଖାଉଥିଲେ ସେୟାର କରି ସମସ୍ତଙ୍କୁ ଜଣାନ୍ତୁ….

0

ଆମ ପରିବେଶ ରେ ଉଭୟ ସଜୀବ ଓ ନିର୍ଜୀବ ପ୍ରାଣୀ ରହିଥାନ୍ତି। ଏବଂ ଏହି ସଜୀବ ପ୍ରାଣୀ ମାନଙ୍କ ମଧ୍ୟରେ କେତେକ ଉପଜିବୀ , ଉଦ୍ଭିଦ , ସରୀସୃପ , ମଣିଷ ଆଦି ରହିଥାନ୍ତି। ଏବଂ ଏମାନେ ପରସ୍ପର ଉପରେ ନିଜର ଜୀବିକା ପାଇଁ ନିର୍ଭର କରିଥାନ୍ତି ଏବଂ ଅପର ପକ୍ଷରେ ଉଭୟ ଉଭୟ ଙ୍କୁ ସଂକଚ କରିଥାନ୍ତି ମଧ୍ୟ।ତେବେ ଏହି ସଜୀବ ପ୍ରାଣୀ ମାନଙ୍କ ମଧ୍ୟରୁ ପ୍ରାୟ ସମସ୍ତ ପଶୁପକ୍ଷୀ ଏବଂ ସରୀସୃପ ଆମ ମଣିଷ ଜାତି ଭୟ କରିଥାନ୍ତି।

ଖାସ କରି ସରୀସୃପ ମାନଙ୍କୁ ମନୁଷ୍ୟ ଜାତି ଅଧିକ ଭୟ କରିଥାନ୍ତି ।କାରଣ ସରୀସୃପ ମଧ୍ୟରୁ କେତେକ ଅତ୍ୟନ୍ତ ବିଷଧର ରହିଥାନ୍ତି ।ଅନେକ ସମୟରେ ଦେଖାଯାଇଛି ଯେ , ବିଷଧର ସାପ ର ଦଂଶନ ରୁ ବହୁତ ଲୋକ ତାଙ୍କର ଜୀବନ ହରାଇଥାନ୍ତି।ଏବଂ ଅନ୍ୟ ପକ୍ଷରେ ମଣିଷ ମଧ୍ୟ ନିଜର ଜୀବନ ବଞ୍ଚେଇବା କୁ ଯାଇ ତାଙ୍କର ଜୀବନ ନେଇଥାନ୍ତି ।

ମାତ୍ର ଆମେ ଆପଣଂକୁ କହିରଖୁଚୁ ଯେ କୌଣସି ଜୀବ ବା ସରୀସୃପ ବିନା କାରଣ ରେ କାହାକୁ ମାରି ନଥାନ୍ତି କେବେ କେବେ ସେମାନେ ତାଙ୍କର ଜୀବନ ବଞ୍ଚେଇବା ପାଇଁ ମଣିଷ କୁ ଦଂଶନ କରିଥାନ୍ତି ।ତେଣୁ ଆମକୁ ସବୁବେଳେ ସତର୍କ ରହିବାକୁ ପଡିଥାଏ ।ତେବେ ଏମିତି ଏକ ଘଟଣା ଆସିଛି ଯାହା ଜାଣିଲେ ଆପଣ ଚକିତ ହୋଇଯିବେ ।ତେବେ ମଣିଷର ଟିକିଏ ଅସାବଧାନତା ପାଇଁ ଆଜି ଗୋଟିଏ ପରିବାରର ମା ଓ ଝିଅ ମୃତ୍ୟୁ ମୁଖରୁ ଫେରିଆସିଛନ୍ତି ।

 

ତେବେ ଘଟଣା ଟି ଥିଲା ଭୋପାଳ ର ଯେଉଁଠାରେ ଜଣେ ମହିଳା ଓ ତାଙ୍କର ଝିଅ କୁ ହସ୍ପିଟାଲରେ ପହଞ୍ଚେଇ ଦେଇଛି ।ତେବେ ଘଟଣା ଟି କିଛି ଏପରି ଥିଲା କି ।ଭୋପାଳ ର ଜଣେ ୩୫ ବର୍ଷୀୟ ମହିଳା ତାଙ୍କର ଝିଅ ସହ ବଜାର କୁ ଯାଇଥିଲେ ଏବଂ ସେ ବଜାରରୁ ଏକ ଫୁଲକବି ଆଣିଥିଲେ ।କିନ୍ତୁ ସେ କଣ ବା ଜାଣିଥିଲେ କି ସେହି ଫୁଲକବି ତାଙ୍କ ଜୀବନ ପାଇଁ ବିପଦ ଆଣିବ ବୋଲି ।

ତେବେ ସେହି ଫୁଲକବି ମଧ୍ୟରେ ଏକ ବିଷଧର ସାପ ଟି ଲୁଚିକି ରହିଥିଲା ଯାହାକି ସେହି ମହିଳାଙ୍କୁ ଜଣା ନଥିଲା ।ତେଣୁ ସେ ସ୍କୁଟି ରେ ତାହାକୁ ନେଇକି ଆସିଥିଲେ ଏବଂ ଏହି ସମୟରେ ସାପ ଟି ତାଙ୍କୁ ଦଂଶନ କରିଥିଲା ।ମାତ୍ର ମା କି ଝିଅ ତାହା ଜାଣିନଥିଲେ। ପୁଣି ସେହି ଫୁଲକବି କୁ ରୋଷେଇ ପାଇଁ କାଟିବ ସମୟରେ ପୁଣି ସାପ ଟି ମା ଓ ଝିଅ କୁ ଦଂଶନ କରିଥିଲା।ତେବେ ଝିଅ ଟି ସାପ ର ବିଷ ରୁ ବାନ୍ତି କରିବା ଆରମ୍ଭ କରିଥିଲା ଏବଂ ବେହସ ହୋଇଗଲା ।ପରେ ମା ର ମୁଣ୍ଡ ବିଳେଇବା ଆରମ୍ଭ ହୋଇଥିଲା ।ଓ ମହିଳା ଜଣଙ୍କ ବଞ୍ଚାଓ ବୋଲି ପାଟି କରିବା ପରେ ତାଙ୍କର ପୋଡ଼ସି ତାଙ୍କୁ ଉଦ୍ଧାର କରିଥିଲେ ପୁରା ଗୁରୁତ୍ୱର ଆବସ୍ଥାରେ ।

ତେବେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବା ସମୟ ରେ ଉଭୟ ଙ୍କର ଆବସ୍ଥା ଗୁରୁତ୍ୱର ଥିଲା ମାତ୍ର ଚିକିତ୍ସା ପାରେ ଦୁହିଁଙ୍କ ଜୀଵନ ବଂଚିଯାଇଥିଲା ।ତେଣୁ କୌଣସି ପନିପରିବା ଆଣିବା ଓ ରୋଷେଇ ପାଇଁ ପ୍ରସ୍ତୁତ ସମୟରେ ଭଲ ଭାବରେ ଚେକ କରିବା ଉଚିତ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।