ହେ ଭଗବାନ ! ଏକା ସାଙ୍ଗରେ ମାଆ ଓ ଝିଅ ଜନ୍ମ କଲେ ଦୁଇଟି ଶିଶୁ ଏମାନଙ୍କ ବାପା କିଏ ଜାଣି ଅବାକ୍ ହୋଇଗଲେ ପରିବାର ଲୋକ

0

ଧୀରେ ଧୀରେ ଆମ ସମାଜରେ ବଢ଼ିବାରେ ଲାଗିଛି ଯେତେ ସବୁ ଆଶ୍ଚର୍ଯ୍ୟ ଜନକ , ଅଭବନୀୟ ତଥା ଅତ୍ୟନ୍ତ ଲଜ୍ୟା ଜନକ ଘଟଣା। ପୁରାତନ ଯୁଗରେ ଲୋକମାନେ ନିଜର ମାନ ସଂମାନ କୁ ରକ୍ଷା କରିବାକୁ ଯାଇ ନିଜର ମୁଣ୍ଡ କାଟ କରିବାକୁ ମଧ୍ୟ ପଛାଉ ନଥିଲେ କିନ୍ତୁ ବର୍ତ୍ତମାନ ର ଏହି ଅତ୍ୟାଧୁନିକ ଯୁଗରେ ସବୁ କିଛି ବିପରୀତ ହେବରେ ଲାଗିଛି। ଲୋକମାନେ ନିଜର ଚରିତ୍ର ଓ ମାନସଂମାନ କୁ ପଛରେ ପକେଇ କେବେ କେବେ ଏପରି ଲଜ୍ୟା ଜନକ କାର୍ଯ୍ୟ ସବୁ କରିବସିଥାନ୍ତି ଯାହାକୁ ବିଶ୍ୱାସ କରିବା ମଧ୍ୟ କଷ୍ଟ କର ହୋଇଥାଏ ।ଏହା ଆମର ସାମଜ ଉପରେ ମଧ୍ୟ ବହୁତ ଖରାପ ପ୍ରଭାବ ପକେଇଥାଏ।

ତେବେ ଆମେ ଆଜି ଆପଣଙ୍କୁ ଜଣେ ମହିଳା ଙ୍କର ଏହିପରି ଏକ ଲଜ୍ୟା ଜନକ ଘଟଣା ବିଷୟରେ ଜଣେଇବାକୁ ଯାଉଛୁ ଯାହା ଜାଣିଲେ ଆପଣ ମଧ୍ୟ ଚକିତ ହୋଇଯିବେ। ତେବେ ଏହିପରି ଏକ ଘଟଣା ଘଟିଛି ତୁର୍କୀ ରେ ।ଯେଉଁ ଠାରେ ଜଣେ ମା ଓ ତାଙ୍କର ଝିଅ ଏକା ସାଙ୍ଗରେ ଗୋଟିଏ ସମୟରେ ଦୁଇ ଟି ପୁତ୍ର ସନ୍ତାନ କି ଜନ୍ମ ଦେଇଛନ୍ତି ।ତେବେ ଚକିତ ହେବାର କଥା ଏହା କି ଯେ,ଉଭୟ ପିଲା ର ବାପା ଙ୍କର ନାମ ନେବାକୁ ପଛଘୁଞ୍ଚା ଦେଉଛନ୍ତି। ତେବେ କାହାଣୀ ଟି ମଧ୍ୟ କିଛି ଅଲଗା ହିଁ ରହିଛି।

ଉଲ୍ଲେଖଯୋଗ୍ୟ ଯେ, ସମସ୍ତ ମହିଳା ମାନଙ୍କ ର ମା ହେବା ଏକ ପ୍ରକାର ର ପୂର୍ଣ୍ଣତା ହୋଇଥାଏ ।ଏମିତି ମଧ୍ୟ କୁହାଯାଏ କି ଗୋଟିଏ ମହିଳା ର ଏହି ଧରା ପୃଷ୍ଠା ରେ ଜନ୍ମ ହେବାର ପଛରେ ଥିବା ମୁଲ୍ୟ ସେ ମା ହେବା ପରେ ହିଁ ପାଇଥାଏ।କିନ୍ତୁ କେବେ ମା ହେବା ବଡ଼ ଖୁସିର ଖବର ଦେଇଥାଏ ତ କେବେକେବେ ଅନ୍ୟ କାହା ପାଇଁ ଏହା ଲୁହର ନଦୀ କୁ ନେଇଆସିଥାଏ। ତେବେ ତୁର୍କୀ ର ଘଟୁଥିବା ଘଟଣା ଟି ମଧ୍ୟ କିଛି ଏପରି ରହିଛି ।

ତେବେ ଘଟଣା ଟି କିଛି ଏପରି ଥିଲା କି ଆଜି ଠାରୁ ନଅ ମାସ ପୂର୍ବରୁ ଉଭୟ ମା ଓ ଝିଅ ଗର୍ଭବତୀ ଅଛନ୍ତି ବୋଲି ଜାଣିପାରିଥିଲେ ।ତେବେ ମା ଙ୍କର ବୟସ ୪୨ ବର୍ଷ ହୋଇଥିବା ବେଳେ ଝିଅ ର ବୟସ ୨୪ ବର୍ଷ ଅଟେ ।ତେବେ ଦୁହେଁ ଗର୍ଭବତୀ ଅଛନ୍ତି ବୋଲି ଏକା ସମୟରେ ଜଣାପଡ଼ି ଥିଲା ଏବଂ ଏହା ଜାଣିବା ପରେ ସେମାନେ ଉଭୟ ଉଭୟ ଙ୍କର ଯତ୍ନ ନେବାରେ ଲାଗିଥିଲେ ।

ଏମିତି କି ଦୁହେଁ ଏକତ୍ର ଭାବରେ ଚିକିତ୍ସା କରିବା ସହ ଗୋଟିଏ ଘରେ ରାହୁଥିଲେ ।ତେବେ ଗତ ଫେବୃଆରୀ ୨୧ ତାରିଖ ଦିନ ଉଭୟ ମା ଓ ଝିଅ ଏକା ସମୟରେ ଗୋଟିଏ ହସ୍ପିଟାଲରେ ଦୁଇ ଟି ପୁତ୍ର କୁ ଜନ୍ମ ଦେଇଛନ୍ତି ।କିନ୍ତୁ ଆଶ୍ଚର୍ଯ୍ୟ ର କଥା ଏହା କି ସେମାନେ ଏହାର ବାପା କିଏ ବୋଲି କହିବାକୁ ସଂକଚ କରିଛନ୍ତି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।