ଏଥିରେ ଥିବା ଚନ୍ଦ୍ରଗୁଡ଼ିକ ରୁ ଗୋଟାଏ ବାଛନ୍ତୁ ଆଉ ନିଜର ଲୁଚି ରହିଥିବା କିଛି ଖାସ କଥା ବିଷୟରେ ଜାଣନ୍ତୁ

0

ଚନ୍ଦ୍ର ଯେକି ଆମକୁ ଶାନ୍ତି ଓ ଶୀତଳତା ପ୍ରଦାନ କରିଥାଏ ।ଆମେ ସବୁବେଳେ ଚନ୍ଦ୍ର କୁ ଗୋଟିଏ ଶୀତଳତା ର ପ୍ରତୀକ ବୋଲି ମାନିଥାଉ ।ଚନ୍ଦ୍ର କୁ କିଛି ମହିଳା ଙ୍କ ମୁଖ ସହ ମଧ୍ୟ ବର୍ଣ୍ଣନା କରାଯାଇଥାଏ ।ସେହି ଭଳି ଭାବେ ସେହି ମହିଳା ମାନଙ୍କୁ ଘର ର ଲକ୍ଷ୍ମୀ ବୋଲି ମନା ଯାଇଥାଏ।ସେହି ଭଳି ଭାବେ ଧାତୁ ଚନ୍ଦ୍ର ରୂପ ଅଳଙ୍କାର କୁ ମଧ୍ୟ କୁହା ଯାଇଥାଏ ।

ଯାହାକୁ ପରିଧାନ କଲେ ମଣିଷ ନିଜର ସ୍ୱଭାବ ଶାନ୍ତିପୂର୍ଣ୍ଣ ହୋଇଥାଏ ତା ସହିତ ମଧ୍ୟ ସେ ଶୀତଳତା ଧାରଣ କରିଥାଏ ।କିଛି କିଛି ସ୍ଥାନ ରେ ମଧ୍ୟ ଆମେ ଗୋଟିଏ ଜିନିଷ ଦେଖିଥାଉ କି ଗୋଟିଏ ମାଆ ଟି ତାର ପୁଅ ଟି କୁ ବେଶୀ ଭଲ ପାଇ ମଧ୍ୟ ଚାନ୍ଦ ରେ ବୋଲି ସମ୍ବୋଧନ କରିଦେଇଛନ୍ତି ।ସେହି ଭଳି ଭାବରେ ଆପଣ ମାନେ ନିହାତି ଭାବୁଥିବେ କି ଆଜି ଚାନ୍ଦ ବିଷୟରେ ଏତେ ଚର୍ଚ୍ଚା ଚାଲିବାର କାରଣ କଣ।ଆମେ ଚନ୍ଦ୍ର ବହୁତ୍ ପ୍ରକାର ରୂପରେ ଦେଖୁଥାଇ ।

 

କେତେବେଳେ ଗୋଲ ତା କେତେବେଳେ ଅଧା ତ କେତେବେଳେ ଚାନ୍ଦ ଯମା ଭି ନଥାନ୍ତି।ସେହି ଭଳି ଭାବେ ଚାନ୍ଦ ଗୋଲ ଦେଖା ଯାଉଥିବା ସମୟରେ ତାର ରୂପ ରେ କିଛି ଟା ପରିବର୍ତ୍ତନ ହଉଥିବା ରେ ଦେଖିଥିବେ ।ସତ କହିବା ପାଇଁ ଗୋଲ ଆପଣ ଯେଉଁ ପ୍ରକାର ର ଚାନ୍ଦ କୁ ପସନ୍ଦ କରୁଥାନ୍ତି ଆପଣ ଙ୍କ ଭିତର ର ଗୁଣ ମଧ୍ୟ ପ୍ରସ୍ଫୁଟିତ ହଇ ଯାଇଥାଏ।

1. ପ୍ରଥମ ଚନ୍ଦ୍ର:-

ଯଦି ଆପଣ ଚାନ୍ଦ ପାଖୋରେ ଗଛ ଲତା ଥିବାର ଫଟୋ ପସନ୍ଦ କରୁଥାନ୍ତି ତେବେ ଏହାର ଅର୍ଥ ହେଇଥାଏ କି ଆପଣ ଉଦ୍ୟବାନ୍,ସକ୍ଷମ ଓ ନିଜ କଣ ପାଇଁ ଆଗ୍ରହୀ ଥିବା ବ୍ୟକ୍ତି ଓଟନ୍ତି ।ଆପଣଙ୍କ ଭିତରେ ଥିବା ସକରାକ୍ମୋକୋ ଆତ୍ମା ରହିଥାଏ ତେବେ ତାହା ଆପଣଙ୍କୁ ବେଷ୍ଟ ବୋନେଇଥାଏ।ଆପଣ ଖାଲି ରେ ବସିବା ପାଇଁ ପସନ୍ଦ କରନ୍ତି ନାହିଁ ।ଆପଣ କାର୍ଯ୍ୟରତ୍ ରହିବା ପାଇଁ ପସନ୍ଦ କରନ୍ତି ଯାହା ପାଇଁ ଆପଣ ମଧ୍ୟ ଖୁସି ରେ ରହିପାରିବେ ।

2. ଦିତ୍ଵୀୟ ଚନ୍ଦ୍ର:-

ଯଦି ଆପଣ ଚନ୍ଦ୍ର ସହ ନୃତ୍ୟ କରୁଥିବା ମହିଳା ର ଫଟୋ ପସନ୍ଦ କରୁଥାନ୍ତି ତେବେ ଆପଣ ଜାଣେ ଅଲଗା ପ୍ରକାର ର ବ୍ୟକ୍ତି ଅଟନ୍ତି ।ଆପଣ ବହୁତ୍ ଭାବୁକ ଅଟନ୍ତି ସେଥିପାଇଁ ଆପଣ ସମସ୍ତ କଥା ରେ ଧ୍ୟାନ ରଖିଥାନ୍ତି ।

3. ତୃତୀୟ ଚନ୍ଦ୍ର:-

ଯେଉଁ ମାନେ ଚନ୍ଦ୍ର ପାଖରେ ବିଲୁଆ ପାଟି କରୁଥିବାର ଫଟୋ ପସନ୍ଦ କରିଥାନ୍ତି ସେଇ ମାନେ ଉଦ୍ୟବାନ ଓ ରାଗୀ ପ୍ରକୃତି ର ହେଇଥାନ୍ତି ।ଆପଣ ଚରିତ୍ରବାନ ମଧ୍ୟ ଅଟନ୍ତି ।ଆଉ ଆପଣଙ୍କୁ ଜୀବନରେ ଧୋକା ଖାଇବା ପାଇଁ ଡର ଲାଗିଥାଏ ।ଆପଣ ମଧ୍ୟ ନିଜ ଲୋକ ଙ୍କ ପାଇଁ ସବୁବେଳେ ଚିନ୍ତିତ ରହିଥାନ୍ତି ।

4. ଚତୁର୍ଥ ଚଦ୍ର:-

ଆପଣ ଯଦି ଚାନ୍ଦ ପାଖରେ ଗୋଟେ ଝିଅ ଓ ପୁଅ ପଛକୁ ପଛ କରିଥିବା ର ଫଟୋ ପଶନ୍ଦ କରୁଥାନ୍ତି ତେବେ ଆପଣ ସବୁବେଳେ ଭଲ କାମ କରିବା ପାଇଁ ଭଲ ପାଆନ୍ତି ଓ ଅନ୍ୟମାନଙ୍କର ଚିନ୍ତା ରହିଥାଏ ଓ ଆପଣ ବହୁତ୍ ବିଦ୍ୱାନ ମଧ୍ୟ ହୋଇଥାନ୍ତି ।

5. ପଞ୍ଚମ ଚନ୍ଦ୍ର:-

ତା ପରେ ଯଦି ଆପଣ ଚାନ୍ଦ ପାଖରେ ଗୋଟିଏ ଡଙ୍ଗା ପାଣିରେ ଭାସୁଥିବା ପସନ୍ଦ କରିଥାନ୍ତି ତେବେ ଆପଣ ଗୋଟେ ଜାଗାରେ ବସିବା ଲୋକ ନୁହନ୍ତି ।ପ୍ରକୃତି ସହିତ ବହୁତ୍ ପ୍ରେମ ଥାଏ ।ଆଉ ଆପଣ ଯାହାଙ୍କୁ ବେଶୀ ଭଲ ପାଇଥାନ୍ତି ତାଙ୍କ ସହିତ କଥା ହବା ପାଇଁ ପସନ୍ଦ କରିଥାନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।