ବୈଜ୍ଞାନିକ ତଥ୍ୟ ଅନୁଯାୟୀ ଶୋଇବା ପୂର୍ବରୁ ତକିଆ ତଳେ ଲେମ୍ବୁ ରଖନ୍ତୁ, ଆପଣ ଆଶ୍ଚର୍ଯ୍ୟଜନକ ଲାଭ ପାଇବେ ଯାହା କେବେବି ଭାବି ନଥିବେ

0

ଲେମ୍ବୁ ଭିଟାମିନ ସି ରେ ଭରପୁର ରହି ଥାଏ। ଏଥିରେ ଭିଟାମିନ ବି,କ୍ୟାଲସିୟମ, ଫସଫରସ, ମଗ୍ନେଶୀୟମ, ପ୍ରୋଟିନ ଭଳି ପୋଷକ ଜାତୀୟ ତତ୍ଵ ଭି ପ୍ରଚୁର ମାତ୍ର ର ରହି ଥାଏ। କିଛି ଲୋକ ଏହାକୁ ସେବନ ମଧ୍ୟ କରି ଥାନ୍ତି। କିନ୍ତୁ ଆପଣ ମାନେ ଜାଣିଛନ୍ତି କି ଲେମ୍ବୁ କୁ ରାତି ରେ ତକିଆ ପାଖରେ ରଖି ଶୋଇଲେ ବହୁତ ଲାଭ ହୋଇଥାଏ।

ଶୁଣାଯାଏ ଲେମ୍ବୁ କୁ ପାଖରେ ଶୋଇଲେ ଅନ୍ଧ ବିଶ୍ବାସ ସହିତ ଯୋଡି ଦିଆ ଯାଏ। ମାତ୍ର ଏହା ହୋଇ ନ ଥାଏ। ଏହାର ଅନେକ ବୈଜ୍ଞାନିକ ତଥ୍ୟ ଓ ଶରୀର ସମ୍ବନ୍ଧୀୟ ଲାଭ ହୋଇ ଥାଏ। ଆଜି ଆମେ ଏହି ଲାଭ ବିଷୟ ରେ ଜାଣିବୁ।

* ବ୍ଲଡ଼ ପ୍ରେସର୍:-

ଲୋ ବିପି ଥିବା ରୋଗୀ ତକିଆ ପାଖରେ ଲେମ୍ବୁ କୁ ଦୁଇ ଭାଗ କରି ରଖି ଶୋଇ ପଡ଼। ଏହା କରିବା ଦ୍ଵାରା ସକାଳୁ ତାଙ୍କୁ ଫ୍ରେସ୍ ଲାଗିବ । ତେବେ ଲେମ୍ବୁ ର ବାସ୍ନା ରେ ଶରୀର ରେ ସେରୋଟି ନ ର ଲେବେଲ୍ ବଢ଼ି ଥାଏ। ଯାହା କି ବିପି ରୋଗୀ ଙ୍କ ପାଇଁ ଲାଭ ଦାୟକ ହୋଇ ଥାଏ।

*ମୁଣ୍ଡ ଥଣ୍ଡା ରଖେ:-

ଯଦି ଆପଣ ଙ୍କ ମସ୍ତିସ୍କ ସବୁ ବେଳେ ଅଶାନ୍ତ ରହୁ ଥାଏ , ଥକା ପଣ ବା ଟେଂସନ୍ ପାଇଁ ନିଦ ଆସୁ ନ ଥାଏ ତେବେ ଲେମ୍ବୁ କୁ ଦୁଇ ଭାଗ କରି ତକିଆ ପାଖରେ ରଖି ଦିଅନ୍ତୁ।ଏଥିରେ ଥିବା ଆଣ୍ଟିବାୋଟିକ୍ ତତ୍ତ୍ୱ ଆପଣ ଙ୍କ ମସ୍ତିଷ୍କ କୁ ଶାନ୍ତ କରିବାରେ କାମ ଦିଏ। ଏହା ଦ୍ବାରା ଆପଣ ଙ୍କୁ ଭଲ ନିଦ ଆସିବ।

*ନିଃଶ୍ୱାସ ନେବାରେ ଅସୁବିଧା ରୁ ମୁକ୍ତି:-

ନାକ ବନ୍ଦ ହୋଇ ଯିବା ଓ ନିଃଶ୍ୱାସ ବନ୍ଦ ହୋଇ ଯିବା ଏକ ମାମୁଲି ସମସ୍ୟା। ଏଥିରୁ ମୁକ୍ତି ପାଇବା ପାଇଁ ନିଜ ତକିଆ ପାଖରେ ଲେମ୍ବୁ ବେ କିଛି ଭାଗ ରଖି ଶୋଇ ପଡନ୍ତୁ। ଏହାର ବାସ୍ନା ରେ ନିଃଶ୍ୱାସ ନେବା ରେ ଆରାମ ମିଳିବ। ଏହା ସହିତ ଗଭୀର ନିଦ ଆସିବ।

*ମଶା ମାଛି ଙ୍କ ଠୁ ଦୂର ହେବା:-

ରାତି ରେ ଶୋଇବା ସମୟ ରେ ମଶା ମାଛି, ଅନ୍ୟ କୀଟ ପତଙ୍ଗ ମାନେ ହଇରାଣ କରି ଥାନ୍ତି। ତେବେ ଲେମ୍ବୁ ର କିଛି ଭାଗ କାଟି ଘର ର ଚାରି କୋଣ ରେ ରଖି ଦିଅନ୍ତୁ । ଏହା ସହିତ ଲେମ୍ବୁ ର କିଛି ପାଖୁଡ଼ା ବିଛଣା ରେ ରଖନ୍ତୁ। ଏହା ଦ୍ବାରା ବିନା ଅସୁବିଧା ରେ ଆରାମ ରେ ସୋଇ ପାରିବେ।

*ଅନିଦ୍ରା ରୋଗ ରୁ ଆରମ :-

ଯଦି ଆପଣଙ୍କୁ ଇଁଷୋମିନୀୟ କିମ୍ବା ଅଳ୍ପ ନିଦ୍ରା ର ରୋଗ ଅଛି ତେବେ ରାତି ରେ ଶୋଇଲା ବେଳେ ଲେମ୍ବୁ ର କିଛି ଅଂଶ ନେଇ ଶୋଇଲେ ଭଲ ହୋଇ ଯାଏ। ଲେମ୍ବୁ ର ବାସ୍ନା ରେ ଥକା ପଣ ଦୂର ହୋଇ ଥାଏ ଓ ଭଲ ନିଦ ହୋଇ ଥାଏ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।