ଏଭଳି ପ୍ରଶ୍ନ ଯାହାର ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ, କଣ ଆପଣ ଦେଇ ପାରିବେ ?

0

ଜ୍ଞାନ ର ଅସୀମ ଭଣ୍ଡାର ରହିଛି। ଏହାକୁ ଯେତେ ପଢିଲେ ସରେ ନାହିଁ। ତେବେ ସେହି ଜ୍ଞାନ ଭିତରେ ଏମିତି କେତେକ ପ୍ରଶ୍ନ ର ଉତ୍ତର ଜାଣି ଥିଲେ ମଧ୍ୟ ତାହାର ପ୍ରଶ୍ନ ଆମେ ଜାଣି ନ ଥାଉ । ସେମିତି କିଛି ଆଶ୍ଚର୍ଯ୍ୟ ଜନକ ପ୍ରଶ୍ନ ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। ହେଲେ ଏହା ଆମର ବହୁତ ଦରକାରୀ ମଧ୍ୟ ହୋଇ ଥାଏ । ତେବେ ଏହି ସାଧାରଣ ପ୍ରଶ୍ନ ଗୁଡିକ ଆମର ଭବିଷ୍ୟତ ରେ ବହୁତ କାମ ରେ ଆସି ଥାଏ।ତେବେ ଏହି ସାଧାରଣ ପ୍ରଶ୍ନ ଗୁଡିକ ଆମ ଆମ ଜୀବନ ସହିତ ମଧ୍ୟ ଜଡିତ ହୋଇ ଥାଏ। ଯାହା ଆମେ କେବେ ଜାଣି ନ୍ ଥିବା। ଆଉ ଏହି ଭଳି ଜାଣିବା ଦ୍ୱାରା ପଢିବା ଦ୍ୱାରା ଆମର ଜ୍ଞାନ ବଢ଼ି ଥାଏ। ତେବେ ଆସନ୍ତୁ ଜାଣିବା ଏମତି କିଛି ପ୍ରଶ୍ନ ଯାହା ଏଇଏସ ପରୀକ୍ଷା ରେ ପଚରା ଯାଇଥିଲା। ତେବେ ଆସନ୍ତୁ ଜାଣିବା ପ୍ରଶ୍ନ ଗୁଡିକ କଣ ଓ ତାର ଉତ୍ତର କଣ ।


୧) କେଉଁ ପ୍ରାଣୀ ର ରକ୍ତ ନୀଳ ହୋଇ ଥାଏ ?
ଉତ୍ତର :- ଅକ୍ତୋପୋସ

୨) କେଉଁ ପ୍ରାଣୀ ଉଭୟ କ୍ଷୀର ଓ ଅଣ୍ଡା ଦିଏ ?
ଉତ୍ତର :- ପଟିପସ

୩)ଗୋଟିଏ ଝିଅ ତାର ପ୍ରଥମ ଜନ୍ମ ଦିନ ରେ ୮ ବର୍ଷ ହୋଇ ଥିଲା । ଏହା କିପରି ହୋଇ ଥିଲା?
ଉତ୍ତର :- ସେହି ଝିଅ ଟି ଜନ୍ମ ହୋଇ ଥିଲା ୧୮୯୬ ଫେବ୍ରୁଆରୀ ୨୯। ତେବେ ସେହି ବର୍ଷ ଅଧିବର୍ଷ ଥିଲା।ତେବେ ପୁଣି ୪ ବର୍ଷ ପରେ ତାର ଜନ୍ମ ଦିନ ଆସିଥାନ୍ତା। ତେବେ ଏହି ବର୍ଷ ଗୁଡିକୁ ଛାଡି ଆଉ କୌଣସି ବର୍ଷ ରେ ୪ ରେ ଭାଗ କରିଲେତାର ଭଗଫଲ ଦସମିକ୍ ରେ ଆସିବ ନାହିଁ। ତେବେ ସେହି ଝିଅ ଟି ତାର ଜନ୍ମ ଦିନ ୧୯୦୪ ରେ ପାଳନ କରିଥିଲା । ୧୯୦୪ କୁ ୪ ଦ୍ୱାରା ଭାଗ କରିଲେ ଦସମିକ୍ ଆସିବ ନାହିଁ। ତେବେ ସେ ତାର ଜନ୍ମ ଦିନ ଏହି ୧୯୦୪ ଫେବ୍ରୁଆରୀ ୨୯ ରେ ପାଳନ କରିଥିଲା । ତେଣୁ ସେତେବେଳକୁ ସେ ୮ ବର୍ଷ ହୋଇ ଯାଇଥିଲା।


୪)ବର୍ଷ ର କେଉଁ ମାସ ରେ ଲୋକ କମ ଶୁଅନ୍ତି?
ଉତ୍ତର :- ଫେବ୍ରୁୟାରୀ

୫)ଝିଅ ମାନେ କେତେବେଳେ ଲୁଗା ଟେକି ଦିଅନ୍ତି ?
ଉତ୍ତର:- ନଇ ପାର ବେଳେ

୬)କେଉଁ  ଜିନିଷ ଜୀବନ ରେ କେବଳ ଥରେ ମିଳିଥାଏ ?
ଉତ୍ତର :-ମାତା , ପିତା


୭) ଏମିତି କେଉଁ ଜିନିଷ ସମୁଦ୍ର ରୁ ଆସି ଘରେ ରହି ଥାଏ ?
ଉତ୍ତର :- ଲୁଣ

୮) ଭାରତ ରେ ଏମିତି କେଉଁ ସହର ଅଛି , ଯାହା କୁ ଆମେ ଖାଇ ଥାଉ ?
ଉତ୍ତର :- ସିମଲା

୯) ଏମିତି କେଉଁ ଜିନିଷ ଯାହା ଉପର କୁ ଯାଇ ଥାଏ । କିନ୍ତୁ ତଳ କୁ ଆସି ନ୍ ଥାଏ ?
ଉତ୍ତର:-ସିଡ଼ି

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।