odisha politics – ନବୀନ ଙ୍କ ପରେ କିଏ ହେବ ଓଡ଼ିଶାର ମୁଖ୍ୟମନ୍ତ୍ରୀ ? ଜାଣିଲେ ଆଶ୍ଚର୍ଯ୍ୟ ହେବେ

0

ଓଡ଼ିଶା କୁ ସୁରୁଖୁରୁରେ ଚଳାଉଛନ୍ତି ଆମର ମାନ୍ୟବର ମୁଖ୍ୟମନ୍ତ୍ରୀ ।ତେବେ ଆମେ ସମସ୍ତେ ଜାଣିଚୁ ଓଡ଼ିଶା ରେ ବହୁତ୍ ବର୍ଷ ହେଲା ମୁଖ୍ୟମନ୍ତ୍ରୀ ଶାସନରେ ଜଣେ ହିଁ ରାଜୁତି କରୁଛନ୍ତି ।ସେ ହେଉଛନ୍ତି ।ଓଡ଼ିଶାରେ ମାନ୍ୟବର ନବୀନ ବାବୁ ମୁଖ୍ୟମନ୍ତ୍ରୀ ଚୌକି ରେ ବସିଛନ୍ତି। ବିଜୁ ବାବୁ ଦେଖିଥିବା ସ୍ୱପ୍ନ କୁ ୨୦ବର୍ଷ ହେଲା ପୂରଣ କରିବାର ଚେଷ୍ଟା କରୁଛନ୍ତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ।

ବାସ୍ତବରେ ବିଜୁବାବୁଙ୍କ ସ୍ୱପ୍ନ ବହୁତ ବଡ଼ ଥିଲା କି ଲୋକ ମାନଙ୍କୁ ସେ ସଠିକ୍ ବାଟ ଦେଖେଇ ପାରନ୍ତୁ। ଲୋକଙ୍କ ମନରେ ନବୀନ ବାବୁଙ୍କ ପରେ କିଏ ମୁଖ୍ୟମନ୍ତ୍ରୀ ହେବେ ଏନେଇ ସୋସିଆଲ ମିଡିଆରେ ଏକ ସର୍ଭେ ହୋଇଥିଲା ସର୍ଭେ ରେ ଭାଗ ନେଇଥିଲେ ଓଡ଼ିଶାର ପ୍ରାୟ ୩ଲକ୍ଷ ଲୋକ। ତେବେ ଆସନ୍ତୁ ଜାଣିବା ଲୋକ ମାନେ କେଉଁ ମାନଙ୍କୁ ପସନ୍ଦ କରିଛନ୍ତି।ଏବେ ଆମେ ଆପଣ ମାନଙ୍କୁ କିଛି ଜଣ ଙ୍କ ନାମ ରେ କହିବୁ ଓ ସର୍ଭେ ରେ କଣ ଉତ୍ତର ମିଳିଛି ଜାଣିବୁ ।

1.ଅନୁଭବ ମହାନ୍ତି:-

ଅନୁଭବ ମହାନ୍ତି ଓଟିଭି ଏବଂ ପଡୋଶୀ ଙ୍କ ସହ ଅନେକ ବାଦ ବିବାଦିତ ହୋଇପଡିଥିବା ଅନୁଭବ ମହାନ୍ତି ଙ୍କୁ ଓଡ଼ିଶାର ଲୋକେ ବହୁତ ପସନ୍ଦ କରନ୍ତି ତାଙ୍କର ଲୋକ ପ୍ରିୟତା ପ୍ରାୟ ୧୨ ପ୍ରତିଶତ ରହିଛି। ସେଥିପାଇଁ ତ ସେ ବୈଜୟନ୍ତ ପଣ୍ଡା ଙ୍କୁ ହରାଇ କେନ୍ଦ୍ରାପଡା ର ସାଂସଦ ହୋଇଛନ୍ତି।

2.ଧର୍ମେନ୍ଦ୍ର ପ୍ରଧାନ:-

ଧର୍ମେନ୍ଦ୍ର ପ୍ରଧାନ ଓଡିଶା ରୁ କେନ୍ଦ୍ରମନ୍ତ୍ରୀ ଭାବରେ ଜଣାଶୁଣା ଧର୍ମେନ୍ଦ୍ର ଓଡ଼ିଶାରେ କିଛି ଖାସ ଲୋକପ୍ରିୟତା ଅର୍ଜନ କରି ପାରିନାହାନ୍ତି। ଯଦି ବିଜେପି କ୍ଷମତାକୁ ଆସେ ତେବେ ଧର୍ମେନ୍ଦ୍ର ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇପାରନ୍ତି। ଧର୍ମେନ୍ଦ୍ର ଙ୍କୁ ୩ପ୍ରତିଶତ ଲୋକ ମୁଖ୍ୟମନ୍ତ୍ରୀ ରୂପରେ ଦେଖିବାକୁ ପସନ୍ଦ କରନ୍ତି।

3.ଭି. କେ. ପାଣ୍ଡିଆନ:-

ଭି. କେ. ପାଣ୍ଡିଆନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଅତି ପ୍ରିୟ ଆଇ. ଏ. ଏସ କାର୍ତ୍ତିକ ପାଣ୍ଡିଆନ। କହିବାକୁ ଗଲେ ଓଡ଼ିଶାର ସବୁ ବୁଝନ୍ତି ପାଣ୍ଡିଆନ ଓଡ଼ିଶା କୁ ପଛରେ ରହି ଚଳାଉଛନ୍ତି ପାଣ୍ଡିଆନ। ପାଣ୍ଡିଆନ ଙ୍କ ଲୋକ ପ୍ରିୟତା ହେଉଚି ୮ପ୍ରତିଶତ କହିବାକୁ ଗଲେ ଭବିଷ୍ୟତରେ ସେ ମୁଖ୍ୟମନ୍ତ୍ରୀ ନହୋଇ ନିଜ ସ୍ତ୍ରୀ ଙ୍କୁ ମୁଖ୍ୟମନ୍ତ୍ରୀ କରାଇବାର ଚାନ୍ସ ଅଧିକ ରହିଛି।

4.ସମ୍ବିତ ପାତ୍ର:-

ସମ୍ବିତ ପାତ୍ର ପୁରୀ ଲୋକସଭା ଆସନରୁ ପିନାକୀ ମିଶ୍ର ଙ୍କ ଠାରୁ ହାରି ଯାଇଥିବା ସମ୍ବିତ ପାତ୍ର ଙ୍କର ମୁଖ୍ୟମନ୍ତ୍ରୀ ହେବାର ଚାନ୍ସ ମଧ୍ୟ ରହିଛି ହେଲେ ଓଡ଼ିଶାରେ ତାଙ୍କର ଏତେ ଲୋକପ୍ରିୟତା ନାହିଁ। ସମ୍ବିତ ଙ୍କୁ ୫ପ୍ରତିଶତଲୋକ ପସନ୍ଦ କରିଥିଲେ।

5.ସୁବ୍ରତ ବାଗଚୀ:-

ରାଜନୀତି ର ବାସ୍ନା ଓ ରାଜନୀତି ର ସ୍ୱାଦ କୁ ପସନ୍ଦ କରୁନଥିବା ସୁବ୍ରତ ବାଗଚୀ ବିଶ୍ୱାସ ରଖନ୍ତି ନିଜ କର୍ମ ଉପରେ । ୬୨ ବୟସ ହେଇ ଥିଲେ ମଧ୍ୟ ସେ ଆଜି ପର୍ଯ୍ୟନ୍ତ ଥକି ନାହାନ୍ତି। ସେ ସବୁବେଳେ କହନ୍ତି ସୀମିତ ସମୟ ମଧ୍ୟରେ ଗୋଟେ ଭବିଷ୍ୟତ କୁ ସୃଷ୍ଟି କରିବା ପାଇଁ ଆକଳନର ଦମ୍ଭ ଦରକାର।ଆଗକୁ ଏହିଭଳି ମହାନ ବ୍ୟକ୍ତିତ୍ୱ ର ଆଶ୍ରିବାଦ ଯଦି ମିଳିବ ଆମ ଓଡ଼ିଶାକୁ ଗରିବ ପଛୁଆ କହୁଥିବା ଲୋକ ମନେ ନିଶ୍ଚିତ ଚୁପ ହୋଇଯିବେ।

ଏହି ସବୁ ହଉଚି ରାଜନୀତି ର ଗୋଟିଏ ଗୋଟିଏ ସୁନ୍ଦର ମାଧ୍ୟମ ।ରାଜନୀତି ହଉଚି ଗୋଟିଏ ସୁନ୍ଦର ପ୍ରଥା ଯେଉଁଠି ଆମ ଦେଶ ର ଦେଶବାସୀ ମାନଙ୍କର ସେବା କରିବା ।ସେଥିପାଇଁ ସମସ୍ତ ଜନତା ଙ୍କୁ ଅଧିକାର ଦିଆ ହୋଇଚି ଦେଶ ର ମୁଖ୍ୟମନ୍ତ୍ରୀ ଙ୍କୁ ବାଛିବା ପାଇଁ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।