ମଜାଳିଆ ଥଟ୍ଟା: ଜଣେ ବ୍ୟକ୍ତି ବାବା ଜୀଙ୍କର ସତସଙ୍ଗ ଶୁଣିବାକୁ ଆସିଥିଲେ, ଘରକୁ ଆସିବା ପରେ ସେ ତାଙ୍କ ପତ୍ନୀଙ୍କୁ ବରଖାସ୍ତ କରିଥିଲେ ଓ ତାପରେ

0

ଆମେ ଆପଣ ମାନଙ୍କ ପାଇଁ କିଛି ମଜାଦାର ଯୋକ୍ସ ନେଇ ଆସିଛୁ। ଯାହା ଆଜିକା ଦୁନିଆରେ ସୋସିଆଲ ମିଡ଼ିଆରେ ବହୁତ ଟ୍ରେଣ୍ଡ ଚାଲିଛି।ଆମେ ଆଶା କରୁଛୁ କି ଏହି ଯୋକ୍ସ କୁ ପଢି ଆପଣଙ୍କ ହସ ବନ୍ଦ ହେବ ନାହିଁ। ତେବେ ଆସନ୍ତୁ ଆରମ୍ଭ କରିବା ହସିବା ଓ ହସାଇବା ର ଏହି ସିଲସିଲା ।

ଯୋକ୍ସ :-1

କାଲି ରାତି ରେ ବସି ବସି ମଦ ପିଇବା ସମୟ ରେ ବିଚାର କଲି କି ଆଜି ଠାରୁ ମଦ ପିଇବା ବନ୍ଦ କରିବା ଉଚିତ।
ପୁଣି ଭାବିଲି ନିଶା ରେ ଏତେ ବଡ଼ ନିଷ୍ପତି ନେବା ଠିକ୍ ନୁହଁ।

 

ଯୋକ୍ସ:-୨

ଡାକୁ ମଙ୍ଗଳ ସିଂ ପପୁ ର ଘର ଭିତର କୁ ପଶି ଆସିଲା।
ଡାକୁ- ଜଲଦି କହ ସୁନା କେଉଁ ଠାରେ ଅଛି?
ପପୁ- ଆରେ ଏତେ ଜାଗା ପଡିଛି କୋଉଠି ହେଲେ ଶୋଇପଡ଼।
ପପୁ ବର୍ତ୍ତମାନ ସୁଧା ବନ୍ଧୁକ ର ଆଗରେ ବସିଛି।

ଯୋକ୍ସ:-୩

ସ୍ବାମୀ ରାଗ ରେ ଗୁଣଗୁଣି ହୋଇ ନିଜ ଘର ଭିତର କୁ ପଶିଲା।
ପତ୍ନୀ- କଣ ହୋଇଛି?
ପତି- ମୋ ମେନେଜର୍ ସହିତ ଝଗଡ଼ା ହୋଇଛି।
ପତ୍ନୀ- କଣ ପାଇଁ?
ପତି – ସେ ଅଭଦ୍ର ମେନେଜର ତା ସାଙ୍ଗ ମାନଙ୍କୁ କହୁଥିଲା କି ଏହି ଫ୍ଲାଟ୍ ରେ ରହୁଥିବା ସବୁ ସ୍ତ୍ରୀ ଲୋକ ଙ୍କ ସହିତ ତାର ସେଟିଂ ଅଛି,କେବଳ ଜଣକୁ ଛାଡ଼ି
ପତ୍ନୀ- ହଁ , ଜଣଙ୍କୁ ଛାଡ଼ି ।ତାହେଲେ ଏ ନିଶ୍ଚୟ ଥର୍ଡ୍ ଫ୍ଲୋର ରେ ଥିବା ମିସେଶ ଗୁପ୍ତା ହୋଇ ଥିବେ। ସାରା ବିଲ୍ଡିଂ ରେ ସେହି ବେଶୀ ନକଚଡ଼ି ଅଟନ୍ତି।

ଯୋକ୍ସ:-୪

ଗର୍ଲ୍ ଫ୍ରେଣ୍ଡ୍ ନିଜ ଅନ୍ଧ ପ୍ରେମିକ କୁ…….
କାସ୍ ତୁମେ ଦେଖି ପରାନ୍ତ କୁ ମୁଁ କେତେ ସୁନ୍ଦର ଅଟେ।
ଅନ୍ଧ ପ୍ରେମିକ- ତୁ ସେଇଠି ରହି ଯା,, ଯଦି ତୁ ଏତେ ସୁନ୍ଦର ତାହେଲେ କଣ ଆଖି ଥିବା ଲୋକ ମୋ ପାଇଁ ଛାଡ଼ି ଥାନ୍ତେ।
ଅନ୍ଧ ମୁଁ ପାଗଳ ନୁହଁ।

ଯୋକ୍ସ:-୫

ମଦୁଆ ଯେତେ ବି ମୂର୍ଖ ବା ଅଶିକ୍ଷିତ ହୋଇ ଥାଉ ନା କାହିଁକି ମଦ ପିଇବା ପାଇଁ ପେଗ୍ ରେଡ୍ଡୀ କଲେ ଏମିତି କରେ ଯେପରି କଉ ଲେବ୍ରୋଟରି ରେ ବହୁତ୍ ବଡ଼ ସାଇନ୍ତିଷ୍ଟ୍।

ଯୋକ୍ସ:-୬

ଗୋଟିଏ ପାଗଳ ମଇଁଷି ଉପରେ ବସି ବୁଲୁଥିଲା।
ଦ୍ଵିତୀୟ ପାଗଳ ପ୍ରଥମ ପାଗଳ କୁ – ତୋତେ ପୋଲିସ୍ ଧରିବା।
ପ୍ରଥମ ପାଗଳ- କଣ ପାଇଁ?
ଦ୍ଵିତୀୟ ପାଗଳ- ଆରେ ତୁ ହେଲମେଟ ପିନ୍ଧିନାହୁ
ପ୍ରଥମ ପାଗଳ- ଆରେ ତଳକୁ ଭଲକି ଦେଖ ଚାରି ଚକିଆ ଗାଡ଼ି ଏଇଟା।

ଯୋକ୍ସ:-୭

ପତି ଯେଉଁ ସମୟ ରେ ଅଫିସ୍ ରୁ ଘର କୁ ଫେରିଲା ।
ପତ୍ନୀ- କେମିତି ଅଛ ପ୍ରିୟେ?
ପତି ତାର ଡାଇରୀ ଖୋଲି ଦେଖିବାକୁ ଲାଗିଲି।
ପତ୍ନୀ- ମୋ ଆଡ଼କୁ ଦେଖ ନା ଡାଇରୀ ରେ କଣ ଦେଖୁଛ?ପତି – ଦେଖୁଛି ପୂର୍ବ ଥର ପ୍ରିୟେ ଡାକି ଥିଲ କେତେ ଖର୍ଚ୍ଚ ହୋଇଥିଲା।

ଯୋକ୍ସ:-8

ଜଣେ ବ୍ୟକ୍ତି ବାବାଜୀ ଙ୍କ ସତସଙ୍ଗ ଶୁଣି ଆସି ତା ସ୍ତ୍ରୀ କୁ ଘରୁ ବାହାର କରି ଦେଲା,ଆଉ ଚାକରାଣୀ କୁ ବାହା ହୋଇଗଲା।
ସମ୍ପର୍କୀୟ ମାନେ ପଚାରିଲେ ଏମିତି କଣ ପାଇଁ କରୁଛ……
ସ୍ବାମୀ ଉତ୍ତର ଦେଲେ, ସତସଙ୍ଗ ରେ ବାବା କହିଲେ, ମାୟା କୁ ଛାଡ଼ି ଶାନ୍ତି କୁ ଆପଣେଇ ନିଅ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।