୧୧ ବର୍ଷ ର ଛାତ୍ରୀ ହୋଇଗଲେ ଗର୍ଭବତୀ ଡାକ୍ତରମାନେ ଏହାର କାରଣ ଜାଣି ଆଶ୍ଚର୍ଯ୍ୟ ହୋଇଗଲେ କାରଣ ଜାଣିଲେ …

0

ଏହି ଅତ୍ୟାଧୁନିକ ଦୁନିଆଁ ରେ ଆମେ ଭଗବାନ ଙ୍କ ପରେ ଡାକ୍ତର ଙ୍କୁ ଭଗବାନ ଭାବରେ ଗ୍ରହଣ କରିଥାଉ କାରଣ ଯେପରି ଭଗବାନ ଆମ ସମାଜକୁ ସୃଷ୍ଟି କରିଛନ୍ତି ଏବଂ ଲୋକମାନଙ୍କୁ ଏକ ସୁନ୍ଦର ଜୀବନ ପ୍ରଦାନ କରିଥାନ୍ତି ଠିକ ସେହି ପରି ଡାକ୍ତର ହେଉଛନ୍ତି ଆମ ପାଇଁ ଦ୍ଵିତୀୟ ଭଗବାନ ଯିଏକି ଲୋକମାନ ଙ୍କୁ ମୃତ୍ୟୁ ମୁଖରୁ ଫେରେଇ ଆଣି ଏକ ନୂତନ ଜୀବନ ପ୍ରଦାନ କରିଥାନ୍ତି ।

ସେମାନେ ନିଜର କର୍ତ୍ତବ୍ୟ କରିବାରେ କେବେହେଲେ ହେଳା କରନ୍ତି ନାହିଁ କାରଣ ତାଙ୍କର ଉପରେ ଜଣେ ବ୍ୟକ୍ତି ର ଜୀଵନ ତାର ପରିବାର ର ସମସ୍ତ ଆଶା ମଧ୍ୟ ରହୁଥାଏ ।କିନ୍ତୁ ଯଦିଓ ଡାକ୍ତର ମାନେ ଆମର ଜୀଵନ ବଞ୍ଚେଇବାରେ ସାହାଯ୍ୟ କରିଥାନ୍ତି ତଥା ଆମକୁ ରୋଗ ମୁଖରୁ ସୁସ୍ଥ କରି ନୂଆ ଜୀବନ ଦେଇଥାନ୍ତି ।

ମାତ୍ର କେବେ କେବେ ସେହି ଡାକ୍ତର ମାନେ କିଛି ଏପରି ଭୁଲ ମତାମତ ମଧ୍ୟ ରଖିଥାନ୍ତି ଯାହା ପାଇଁ କାହାର ଜୀବନ ମଧ୍ୟ ଚାଲିଯାଇପାରେ ।ତେବେ ଏହିପରି ଏକ ଘଟଣା ଘଟିଛି ଅଷ୍ଟ୍ରେଲିଆ ର ଏକ ଘରୋଇ ହସ୍ପିଟାଲରେ ।ଡାକ୍ତର ଙ୍କର ରିପୋର୍ଟ ଲୋକଙ୍କ ମୁଣ୍ଡ ବିନ୍ଧାର କାରଣ ସାଜିଛି ଏବଂ ପ୍ରକାଶ ପାଇଛି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା।

ତେବେ ଘଟଣା ଟି ହେଉଛି ଯେ , ଅଷ୍ଟ୍ରେଲିଆ ର ଏକ ସାଇନ୍ସ ନାମକ ହସ୍ପିଟାଲରେ ଡାକ୍ତର ଜଣେ ୧୧ ବର୍ଷ ର ଛାତ୍ରୀ ଙ୍କୁ ଗର୍ଭବତୀ ବୋଲି ରିପୋର୍ଟ ଦେଇଥିଲେ ।ତେବେ ଏହି ରିପୋର୍ଟ ଆସିବା ପରେ ସମସ୍ତ ଙ୍କର ମୁଣ୍ଡ ଖରାପ ହୋଇଯାଇଥିଲା ଏବଂ କେହି ବୁଝିପାରିଲେ ନାହିଁ କି ପ୍ରକୃତରେ ଏହା କିପରି ସମ୍ଭବ ହେଲା। ଗୋଟିଏ ୧୧ ବର୍ଷ ର ଝିଅ ଯାହାର ଆଜି ପର୍ଯ୍ୟନ୍ତ ପ୍ରଜନନ କ୍ଷମତା ଆସିନାହିଁ ସେ ପୁଣି ଗର୍ଭବତୀ କିପରି ହୋଇପାରିବ।ଏହି କଥା ଡାକ୍ତର ମଧ୍ୟ ବୁଝିପାରିଲେ ନାହିଁ।

ତେବେ ସୂଚନା ଅନୁସାରେ, ୧୧ ବର୍ଷ ର ଛାତ୍ରୀ ଜଣଙ୍କ ନିଜର ବିଦ୍ୟାଳୟ ରେ ଅଧ୍ୟାୟନ କରିବା ସମୟରେ ତାଙ୍କର ପେଟରେ ଯନ୍ତ୍ରଣା ଅନୁଭୂତ ହୋଇଥିଲା ।ତେବେ ଯନ୍ତ୍ରଣା ବହୁତ ଅଧିକ ହେବାରୁ ବିଦ୍ୟାଳୟ ର କତ୍ରର୍ପକ୍ଷ ତାଙ୍କର ହସ୍ପିଟାଲ କୁ ଆଣିଥିଲେ।ତେବେ ହସ୍ପିଟାଲରେ ଡାକ୍ତର ତାଙ୍କୁ ଦେଖି ଅନୁମାନ କରିଥିଲେ କି ସେ ଗର୍ଭବତୀ ଅଛନ୍ତି ବୋଲି ଏବଂ ସମସ୍ତ ଙ୍କୁ ସେହି କଥା କହୁଥିଲେ।ମାତ୍ର ଏହା ସମ୍ପୂର୍ଣ୍ଣ ଭୁଲ ଘଟଣା ଥିଲା। ଡାକ୍ତର ପୁଣି ପରୀକ୍ଷା କରିବା ପରେ ଜାଣିପାରିଲେ କି ସେ ଭୁଲ କହିଛନ୍ତି ବୋଲି।ପ୍ରକୃତରେ ଝିଅ ଟି ଗର୍ଭବତୀ ନଥିଲା ବରଂ ସେ ଏକ ପେଟ କ୍ୟାନ୍ସର ରୋଗରେ ପୀଡିତ ଥିଲା।

ଏହି ରିପୋର୍ଟ ଆସିବା ପରେ ଡାକ୍ତର ତାଙ୍କର ଭୁଲ ପାଇଁ ଦୁଃଖତ ଅନୁଭବ କରିଥିଲେ ଏବଂ ଝିଅ ଟିର ଚିକିତ୍ସା ପାଇଁ ତାର ପରିବାରର ଲୋକଙ୍କୁ ଜଣେଇଥିଲେ।ତେବେ ସେହି ୧୧ ବର୍ଷ ର ଛାତ୍ରୀ ଜଣେ ଦ୍ୱାଦଶ ଶ୍ରେଣୀ ର ପ୍ରଥମ ବର୍ଷ ର ଛାତ୍ରୀ ଅଟନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।