ବଲିଉଡ୍ ରେ ଏହି 5 ଜଣ ଅଭିନେତ୍ରୀ ଙ୍କ ଭଳି 7 ଜଣ ଦେଖାଯାଆ ଯାଆନ୍ତି 5 ନମ୍ବର କୁ ଦେଖିଲେ ତ ନିଜେ ନିଜକୁ ବିଶ୍ଵାସ କରି ପାରିବେନି କଣ ସତରେ

0

ଭଗବାନଙ୍କ ର ଏହି ସୃଷ୍ଟି ବହୁ ବିଚିତ୍ର ଅଟେ, ତାଙ୍କର ପ୍ରତ୍ୟେକ ଟି ସୃଷ୍ଟି ରେ କିଛି ନା କିଛି ବିଚିତ୍ରତା ନିଶ୍ଚିତ ଥାଏ। ଭଗବାନ ଏହି ସୃଷ୍ଟି ରେ ବହୁ ଜୀବ ମାନଙ୍କୁ ଗଢିଛନ୍ତି। ସେମାନଙ୍କ ମଧ୍ୟରୁ ମଣିଷ କୁ ଶ୍ରେଷ୍ଠ ଜୀବ ଭାବେ ଗଢିଛନ୍ତି। ଭଗବାନ ସବୁ ଲୋକ ମାନଙ୍କ ର ଚେହେରା ଗଠନ ରେ ଶରୀର ଗଠନ ରେ କିଛି ନା କିଛି ଭିନ୍ନତା ରଖିଥାନ୍ତି,ଯାହା ଦ୍ୱାରା କି ମେ ମାନେ ସେମାନଙ୍କୁ ସହଜ ରେ ଜାଣି ପାରିଥାଉ। କିନ୍ତୁ ଦୁନିଆରେ ଏପରି ବି ଲୋକ ଅଛନ୍ତି ଯେଉଁମାନଙ୍କ ର ଚେହେରା ପରସ୍ପର ସହ ସମ୍ପୂର୍ଣ୍ଣ ମିଶି ଯାଇଥାଏ। କୁହାଯାଇଥାଏ କି ସାରା ଦୁନିଆରେ ଗୋଟେ ଚେହେରା ରେ 7 ଜଣ ଲୋକ ଥାଆନ୍ତି। ଆମ ବଲିଉଡ୍ ଇଣ୍ଡଷ୍ଟ୍ରି ରେ ମଧ୍ୟ ଏପରି କେତେଜଣ କଳାକାର ଅଛନ୍ତି ଯେଉଁମାନଙ୍କ ର ଚେହେରା ପରସ୍ପର ସହ ସମ୍ପୂର୍ଣ୍ଣ ଭାବେ ମିଶିଯାଇଥାଏ।ଆମେ ଆଜି ଆପଣ ମାନଙ୍କୁ ସେହି ପରି ହିରୋଇନ୍ ମାନଙ୍କ ସମ୍ପର୍କରେ କହିବୁ।


*କ୍ୟାଟ୍ରିନା କୈଫ୍ ଓ ଜରୀନ ଖାନ୍:-
ବୀର ଫିଲ୍ମ ରୁ ବଲିଉଡ୍ ଇଣ୍ଡଷ୍ଟ୍ରି କୁ ଏଣ୍ଟ୍ରି କରିଥିବା ଜରୀନ ଖାନ୍ କ୍ୟାଟ୍ରିନା କୈଫ୍ ଙ୍କ ପରି ଦେଖାଯାଆନ୍ତି। ଫିଲ୍ମ ବୀର ର ବଜ ଜରୀନ ଖାନ୍ ଙ୍କ ଚେହେରା ଉପରେ ବନା ଯାଇଥିଲା। ଜରୀନ ବହୁତ ସୁନ୍ଦର ଓ ଆକର୍ଷଣ ଅଟନ୍ତି। ଦୁହିଁଙ୍କ ର ଚେହେରା ରେ ସମାନତା ଅଛି ଦୁହିଁଙ୍କ ର ଫେସ୍ କଟ୍ ଓ ଚିକ ବୋନ୍ସ ସମାନ ଅଟେ ଯାହାକୁ ଲୋକ ପ୍ରଥମ ନଜର ରେ ଦେଖନ୍ତି କିନ୍ତୁ ଜରୀନ ଙ୍କ ର ବଡି ଷ୍ଟକ୍ଚର୍ କୈଟ୍ରିନା ଙ୍କ ଠାରୁ ଅଲଗା ଅଟେ।


*ଟୁଇଙ୍କିଲ ଖାନ୍ନା ଓ ରବିନା ଟଣ୍ଡନ:-
ଟୁଇଙ୍କିଲ୍ ଓ ରବୀନା ଦେଖିବାକୁ ଏକା ପରି ଲାଗନ୍ତି। ଏମାନଙ୍କ ଚେହେରାର କଟ୍ ଓ ଚିକୋବୋନ୍ସ ଫଟୋ ରେ ସମାନ ଦେଖାଯାଇଥାଏ। ଏହି କଥା ଦୁହିଁଙ୍କ ମଧ୍ୟରେ ହାଇ ଆଲର୍ଟ କଲା ଭଳି ଲାଗେ। ଏହି ଦୁଇ ଜଣଙ୍କ ର ବଡି ଷ୍ଟକ୍ଚର୍ ଚୁଟି ଚେହେରା ସବୁ ମିଶି ଯାଇଥାଏ।


*ସୋନାକ୍ଷୀ ସିନ୍ହା ଓ ରୀନା ରାୟ:-
ସୋନାକ୍ଷୀ ଙ୍କୁ ଦେଖିଲେ ତାଙ୍କ ଚେହେରା ବଲିଉଡ୍ ଅଭିନେତ୍ରୀ ରୀନା ରାୟ ଙ୍କ ସହିତ ମିଶିଯାଇଥାଏ। ଯଦି ଶତ୍ରୁଘ୍ନ ସିନ୍ହାଙ୍କ ସହ ରୀନା ରାୟ ସାମିଲ ନଥାନ୍ତେ ତେବେ ଏହା ଏକ ବଡ ମାମଲା ହେଇନଥାନ୍ତା। ଅନେକ ସୋନାକ୍ଷୀ ଙ୍କୁ ରୀନା ରାୟ ଙ୍କ ଝିଅ ବୋଲି ମାନନ୍ତି। ଶତ୍ରୁଘ୍ନ ସିହ୍ନା ଙ୍କ ର ଏବଂ ରୀନା ରାୟ ଙ୍କ ର ସମ୍ପର୍କ ସମ୍ବନ୍ଧରେ ସମସ୍ତେ ଜାଣନ୍ତି କିନ୍ତୁ ଏହା ମନ ଗଢା କାହାଣୀ ସେହି ଦୁହିଁଙ୍କ ର ବଡି ଷ୍ଟକ୍ଚର୍ ସମ୍ପୂର୍ଣ୍ଣ ଭାବେ ଅଲଗା ଅଟେ।


*ଶ୍ରୀ ଦେବୀ ଓ ଦିବ୍ୟା ଭାରତୀ:-
ଶ୍ରୀ ଦେବୀ ବଲିଉଡ୍ ଇଣ୍ଡଷ୍ଟ୍ରି ର ପ୍ରଥମ ମହିଳା ସୁପରଷ୍ଟାର ଥିଲେ। ସେ ନିଜର ସୁନ୍ଦରତା ଏବଂ କ୍ୟୁଟ୍ନେସ୍ ପାଇଁ ଫେମସ୍ ଥିଲେ। ଦିବ୍ୟା ଭାରତୀ ବଲିଉଡ୍ କୁ ଏଣ୍ଟ୍ରି ମାରିଥିଲେ,କିଛି ହିଟ୍ ଫିଲ୍ମ ମଧ୍ୟ ଦେଇଥିଲେ। ଏହାପରେ ଏକ ଦୁର୍ଘଟଣା ରେ ତାଙ୍କର ର ମୃତ୍ୟୁ ହୋଇଥିଲା। ଏମାନଙ୍କ ର ଶାରୀରିକ ଗଠନ ଅଲଗା ହୋଇଥିଲା। 2 ଜଣଙ୍କ ର ଚମକଦାର ଆଖି ଓ କାମୁକ ଓଠ ଥିଲା।

*ଐଶ୍ୱର୍ୟା ରାୟ ବଚ୍ଚନ ଓ ସ୍ନେହା ଉଲ୍ଲାଲ:-
ବଲିଉଡ୍ ର ସୁପରଷ୍ଟାର ତଥା ବହୁ ସଫଳ ଅଭିନେତା ଐଶ୍ୱର୍ୟା ରାୟ ବଚ୍ଚନ ଓ ସ୍ନେହା ଉଲ୍ଲାଲ ଦୁଇ ଭଉଣୀ ଙ୍କ ପରି ଦେଖାଯାଆନ୍ତି। ଅଧିକାଂଶ ଅଭିନେତ୍ରୀ ନିଜ ଓଠ ଓ ଚେହେରା ରେ ଅଲଗା ଦେଖାଯାଆନ୍ତି,କିନ୍ତୁ ଦୁଇଜଣ ଙ୍କ ର ଆଖି,ଚିକୋବାନ୍ସ ଓ ପୁରା ଉପର କଟିଂ ଐଶ୍ୱର୍ୟା ରାୟ ବଚ୍ଚନ ଙ୍କ ସହ ମିଶିଯାଇଥାଏ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।