Health Tips – ସେଓ (Apple) ଖାଇବା ପରେ ଭୁଲରେ ମଧ୍ୟ ଏହି ଜିନିଷ ଖାଆନ୍ତୁ ନାହିଁ ଗଂଭୀର ରୋଗ ହୋଇପାରେ

0

ପ୍ରତେକ ବ୍ୟକ୍ତିର ଅଲଗା ଅଲଗା ରୁଚି ହୋଇଥାଏ l ଆମେ ମାନେ ଅନେକ ଆମିଷ ଓ କେତେକ ନିରାମିଷ ହୋଇଥାନ୍ତି ଓ ତାହା ସହିତ ଅନେକ ପ୍ରକାର ଖାଦ୍ୟ ଖାଇଥାନ୍ତି l ଏହା ଦ୍ୱାରା ଆମ ଶରୀରକୁ ବହୁତ ପ୍ରକାର ଭିଟାମିନ ମିଳିଥାଏ l ଆମେ ମାନେ କିଛି ଖାଦ୍ୟ ଓ ପାରିବା ଖାଇଥାନ୍ତି ତା’ଦ୍ୱାରା ଆମକୁ କେତେ ଲାଭବାନ ହୋଇଥାନ୍ତି l

ତେବେ ଆଜି ଏକ ଫଳ ବିଷୟରେ କହିବୁ ତାହା ଆମ ଶରୀର ପାଇଁ କେତେ ଲାଭବାନ ହବାକୁ ପଡିଥାଏ ଓ କେତେ କ୍ଷତି ହୋଇଥାଏ l ସେଓ ସାଧାରଣତଃ ପ୍ରତେକ ଋତୁରେ ମିଳିଥାଏ ଏବଂ ଏହାକୁ ସମସ୍ତେ ଖାଇବାକୁ ପସନ୍ଦ କରିଥାନ୍ତି l ସେଓକୁ ଆମେ ସାଧାରଣତଃ ଆମେ ଏହାକୁ ଖାଲି ଖାଇଥାନ୍ତି ଓ ଲୋକମାନେ ଏହାକୁ ବୋହୁ ମାତ୍ରାରେ ପସନ୍ଦ କରିଥାନ୍ତି ଓ ଛୋଟ ପିଲାମାନଙ୍କୁ ଏହା ସିଝାଇ ଖାଇବାକୁ ଦିଅନ୍ତି l ଏହା ଫଳରେ ବହୁତ ପ୍ରୋଟିନ ମିଳିଥାଏ l ତେବେ ଏହାର ଅପକାରିତ ଓ ଉପକାରିତା ବିଷୟରେ ଚାଲନ୍ତୁ ଜାଣିବା l

ସେଓ ଆମପାଇଁ ବରଦାନ ଭଳି କାର୍ଯ୍ୟ କରିଥାଏ l ଯାହାକୁ ସେବନ କଲେ ଆମକୁ ଶକ୍ତି ମିଳିଥାଏ l ଏହା ଆମର ଶରୀରରୁ ବହୁତ ରୋଗ ହଟାଇଥାଏ l ଏଥିରୁ ମିଳୁଥିବ ଲାଭ ଗୁଡିକ ଆମର ମୋଟାପଣ କୁ କମାଇଥାଏ l ମୋଟଲୋକ ମାନଙ୍କୁ ତ ବହୁତ ପ୍ରକାର ରୋଗ ହୋଇଥାଏ l ସେଓରୁ ମିଳୁଥିବା ଫାଇବର ମୋଟାପଣକୁ କମାଇଥାଏ, ଯଦି ଆପଣ ଗ୍ୟାସ ସମସ୍ୟାରେ ରହିଛନ୍ତି ତେବେ ସେଓରେ ଥିବା ଫାଇବାର ଏହାକୁ କମାଇବାରେ ସହାୟକ ହେବ, ଏହାକୁ ପ୍ରଚୁର ମାତ୍ରାରେ ଖାନ୍ତୁ l ସେଓର ସେବନ ବ୍ୟାକ୍ଟରିଆ ଓ ଭାଇରସ କୁ ଦୂର କରିଥାଏ l

ତେବେ ଆପଣମାନେ ଜାଣିଛନ୍ତି କି ଏପରି କିଛି ଜିନିଷ ଅଛି ଯାହାକୁ ସେଓ ଖାଇବାପରେ ଖାଇବା ଉଚିତ ନୁହଁ l ସେସବୁ ଖାଇଲେ ଆମର ଶରୀରରେ ବହୁତ ରୋଗ ଦେଖା ଦେଇଥାଏ l ତେବେ ଆସନ୍ତୁ ଜାଣିବା ସେଓ ଖାଇସାରିବା ପରେ କଣ ସବୁ ଖାଇବା ଉଚିତ ନୁହଁ l

ଡାକ୍ତରମାନେ କହିଥାନ୍ତି କି ଯେଉଁ ବ୍ୟକ୍ତି ପ୍ରତେକ ଦିନ ଗୋଟିଏ ଲେଖାଏ ସେଓ ଖାଇଥାଏ ତାକୁ ଭବିଷ୍ୟତରେ କୌଣସି ରୋଗ ହୋଇନଥାଏ l ସେଓ ଖାଇସାରିବା ପରେ ପାଣି ପିଅନ୍ତୁ ନାହିଁ, କାରଣ ସେଓ ଖାଇବା ସଙ୍ଗେ ସଙ୍ଗେ ଯଦି ପାଣି ପିଇଥାନ୍ତି ତେବେ ଆମକୁ ଯନ୍ତ୍ରଣା ହୋଇଥାଏ l ସେଓ ଖାଇସାରିବା ତିରିଶ ମିନିଟ ପରେ ପାଣି ପିଅନ୍ତୁ l ସେଓ ଖାଇସାରିବା ପରେ ମୂଳାବି ଖାନ୍ତୁନାହିଁ, ସେଓ ଓ ମୂଳାକୁ ମିଶାଇ ଖାନ୍ତୁନାହିଁ ଏହାଦ୍ୱାରା ଧଳା ଦାଗର ସମସ୍ୟା ଦେଖା ଦେଇଥାଏ l ଏବଂ ସେଓ ଖାଇବାପରେ କ୍ଷୀର ପିଅନ୍ତୁ ନାହିଁ ଏହାଦ୍ୱାରା ପେଟରେ ଡାନିକ ହୋଇଥାଏ, ଏବଂ ଏହା ବହୁତ କଷ୍ଟ ଦେଇଥାଏ l

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।