tollywood news – ବିବାହ ବନ୍ଧନରେ ବାନ୍ଧିହେବେ ବହୁବଳୀ prabhas ,ଏହି ଝିଅକୁ କରିବେ ବିବାହ

0

ବିବାହ ହଉଚି ଏକ ଏମିତି ସମ୍ପର୍କ ଯାହା ସମସ୍ତ ଙ୍କ ସହ ହୋଇଥାଏ ।ଆମେ ସବୁବେଳେ ଲକ୍ଷ୍ୟ ରଖିଥାଉ ପରଦା ପଛର କଥାକୁ କି କୋଉ ହିରୋ କାହାକୁ ବିବାହ କରିଛନ୍ତି ।କୋଉ ହିରୋଇନ୍ କେଉଁ ହିରୋ କୁ ବିବାହ କରିଛନ୍ତି ଏମିତି ସବୁ କଥା। ଆମେ ସମସ୍ତେ ୱର୍ଲ୍ଡ ଫେମସ୍ ଫିଲ୍ମ ବାହୁବଳୀ କୁ ଜାଣିଚୁ,ଯେଉଁଥିରେ ପ୍ରଭାସ ଅଭିନୟ କରିଥିଲେ ।ସେଇଥିରେ ସେ ତାଙ୍କ ଅଭିନୟ ର ଯଦି ଦେଖାଇଥିଲେ ।

ସେ ଜଣେ ପ୍ରସିଦ୍ଧ ଅଭିନେତା ଥିଲେ ।ସେ ଗୋଟେ ହ୍ୟାଣ୍ଡସମ୍ ଅବିବାହିତ ହିରୋ ଥିଲେ ତାହା ଆପଣ ମାନେ ନିଶ୍ଚିତ ଜାଣିଥିବେ ।ସେ ତାଙ୍କ ଅଭିନୟ ର ଯାଦୁ ସମସ୍ତଙ୍କ ଉପରେ ଛାଇ ଦେଇଥିଲେ ।ତାଙ୍କର ଅତି ଅଭିନୟ ଯେମିତି ରୂପ ମଧ୍ୟ ସେମିତି ।ସେଥି ପାଇଁ ବାହୁବଳୀ ର ହିରୋ ଙ୍କୁ ବହୁତ୍ ନାରୀ ମାନେ ନିଜ ସ୍ବପ୍ନ ର ହିରୋ ବୋଲି ମାନି ନେଇଥିଲେ ଆଉ ତାଙ୍କୁ ମଧ୍ୟ ନିଜର କ୍ରଶ ବନେଇ ଦେଇଥିଲେ ।

ଆଉ ହଁ ଆପଣ ମାନେ ଏହି କଥା ଜାଣିଲେ ନିହାତି ଆଶ୍ଚର୍ଯ୍ୟ ହଇ ପାରନ୍ତି କି ବାହୁବଳୀ ହିରୋ ପ୍ରଭାସ ଏବେ ଏବେ ବିବାହ ବନ୍ଧନରେ ବାନ୍ଧିବା ପାଇଁ ଯାଉଛନ୍ତି ।ଆମେ ସମସ୍ତେ ତାଙ୍କର ଏହି ଖବର ଶୁଣି ବହୁତ୍ ଖୁସି ହେଇଛୁ ।ଆଉ ମଧ୍ୟ ସେ ପ୍ରେମ ବିବାହ କରୁନାହାନ୍ତି ।ତାଙ୍କ ବିବାହ ପାଇଁ ଘର ଲୋକ ମାନେ ଦେଖିକି ଝିଅ ପସନ୍ଦ କରୁଛନ୍ତି ଆଉ ତାଙ୍କର ବିବାହ ହବା ପାଇଁ ଯାଉଚି।

ସାଉଥ୍ ଇଣ୍ଡଷ୍ଟ୍ରିର ମୋଷ୍ଟ ହ୍ୟାଣ୍ଡସମ୍ ବ୍ୟାଚଲର ସୁପରଷ୍ଟାର ପ୍ରଭାସ ପୁଣିଥରେ ତାଙ୍କର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି । ସୂଚନା ଆନୁସାରେ, ପ୍ରଭାସଙ୍କୁ ତାଙ୍କ ସ୍ୱପ୍ନର ରାଣୀ ମିଳିଯାଇଛନ୍ତି ଏବଂ ସେ ଏହି ବର୍ଷ ବିବାହ କରୁଛନ୍ତି ।କିନ୍ତୁ ପ୍ରଭାସଙ୍କର ହେବାକୁ ଯାଉଥିବା ଲେଡି ଲଭ୍ ଅନୁଷ୍କା ସେଟ୍ଟୀ ନୁହଁନ୍ତି ବରଂ ଆମେରିକା ସ୍ତିତ ଏକ ସଫ୍ଟୱେୟାର କମ୍ପାନୀ ଫାଉଣ୍ଡରଙ୍କ ଝିଅ ଏନଆରଆଇ ।

ଏହା ଏକ ଆରେଞ୍ଜ ମ୍ୟାରେଜ୍ ହେବ । ଯାହାପାଇଁ ଦୁଇ ପରିବାର ମଧ୍ୟରେ କଥାବାର୍ତ୍ତା ମଧ୍ୟ ହୋଇସାରିଛି ଏବଂ ନିଜେ ପ୍ରଭାସ ମଧ୍ୟ ଏହି ପ୍ରସ୍ତାବକୁ ହଁ କହିଛନ୍ତି ।ଏହି ବିବାହ ପାଇଁ ସୁପରଷ୍ଟାରଙ୍କର ପରିବାର ଲୋକେ ପ୍ରସ୍ତୁତ ହୋଇଗଲେଣି । ସୂଚନା ଅନୁଯାୟୀ, ପ୍ରଭାସ ତାଙ୍କର ଆଗାମୀ ଫିଲ୍ମ ‘ରାଧେ ଶ୍ୟାମ’ର ରିଲିଜ୍ ପରେ ବିବାହ କରିବେ । ତଥାପି ବର୍ତ୍ତମାନ ଏହି ଖବର ଉପରେ ଅଭିନେତାଙ୍କ ତରଫରୁ କୌଣସି ସୂଚନା ମିଳିନାହିଁ ।

କାମର କଥା ଯଦି କୁହାଯାଏ, ତେବେ ପ୍ରଭାସ ‘ଆଦିପୁରୁଷ’, ‘ରାଧେ ଶ୍ୟାମ’ ଏବଂ ‘ସଲାର’ ରେ ନଜର ଆସିବେ । ଫିଲ୍ମ ‘ଆଦିପୁରୁଷ’ ରେ ପ୍ରଭାସଙ୍କ ସହିତ ସୈଫ ଅଲ୍ଲୀ ଖାନ ମଧ୍ୟ ଅଛନ୍ତି । ଫିଲ୍ମ ‘ସଲାର’ ରେ ପ୍ରଭାସଙ୍କ ସହିତ ସୃତି ହାସନ୍ ସ୍କ୍ରିନ୍ ସେୟାର କରିବେ ।ସେ ଜଣେ ତେଲୁଗୁ ଅଭିନେତା ସେ ତାଙ୍କ ଅଭିନୟ ଜରିଆରେ ସମସ୍ତଙ୍କୁ ଯାଦୁ କରିଦେଇଥିଲେ । ପ୍ରଭାସ ଙ୍କ ର ସେହି ବାହୁବଳୀ ଫିଲ୍ମ ଟି କୁ ଲୋକ ମାନେ ଏତେ ପରିମାଣରେ ଭଲ ପାଇବା ଦେଇଥିଲେ ଯେ ସେଥିପାଇଁ ସେହି ଫିଲ୍ମ କୁ ହିନ୍ଦୀ ରେ ଆଉ ଓଡ଼ିଆ ରେ ଆଦି ପରିଣତ କରା ଯାଇଛି ।ସେଥି ପାଇଁ ସେ ସମସ୍ତ ଲୋକ ଙ୍କ ଘରେ ଘରେ ପରିଚିତ ହୋଇଯାଇଛନ୍ତି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।