ସରକାର ଙ୍କର ବଡ ନିଷ୍ପତ୍ତି ଦିବ୍ୟାଙ୍ଗଙ୍କୁ ବିବାହ କଲେ ୫୦ ହଜାର ପରିବର୍ତ୍ତେ ଏଣିକି ମିଳିବ ଅଢେଇ ଲକ୍ଷ ଟଙ୍କା

0

ବିବାହ ହେଉଛି ଏକ ପବିତ୍ର ସମ୍ପର୍କ। ଏହି ସମ୍ପର୍କ ଯୋଡିବା ପାଇଁ କୌଣସି ଜାତି ବର୍ଣ୍ଣ ଏବଂ ଧର୍ମ ର ଫରକ ପଡେ ନାହିଁ। ମାତ୍ର ବିବାହ ସମ୍ପର୍କ ଯୋଡିବା ପାଇଁ ଆଜି କାଲି ଏକ ଜାତିର କାରଣ ଦର୍ଶାଇ ଚାଲିଛି ଏହି ମଣିଷ ସମାଜ। ଭଗବାନ ହେଉଛନ୍ତି ସମଗ୍ର ବ୍ରହ୍ମାଣ୍ଡ ର ସୃଷ୍ଟି କର୍ତ୍ତା। ତାଙ୍କ ସୃଷ୍ଟି ରେ ସବୁ କୀଟ ପତଙ୍ଗ ହେଉଛନ୍ତି ସମାନ। ମାତ୍ର ମଣିଷ ଆଜି ଜାତି ବର୍ଣ୍ଣ ଲିଙ୍ଗ ରେ ଭେଦ ସୃଷ୍ଟି କରି ଦେଇଛି। ମଣିଷ ନିଜ ସଭ୍ୟତା କୁ ନଜର ରେ ରଖି ଜାତି ବିଭେଦତା ଆରମ୍ଭ କରି ଦେଇଛି।

ତେବେ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ ର ସମାଜରେ ଲୋକମାନେ ବିବାହ କରିବାକୁ ଉଚ୍ଚ ନୀଚ ଜାତିର ବିବାହ କରୁଛନ୍ତି କିନ୍ତୁ କୌଣସି ଜଣେ ବିକଳାଙ୍ଗ ଙ୍କୁ ବିବାହ କରିବାକୁ ପାଛଘୁଞ୍ଚା ଦିଅନ୍ତି । ସେମାନ ଙ୍କର ଶାରିରୀକ ସକ୍ଷମ ଅନ୍ୟ ମାନଙ୍କ ତୁଳନାରେ କଣ ଥିବାରୁ ତାଙ୍କୁ କେହି ବି ବିବାହ କରିବାକୁ ଇଚ୍ଛା ପ୍ରକାଶ କରନ୍ତି ନାହିଁ ।

ତେବେ ସରକାର ଙ୍କର ଏହି ସମସ୍ୟା କୁ ଦୂର କରିବା ପାଇଁ ଏକ ମୋଇତ୍ରୀ ଯୋଜନା ର କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ଯାହା ର ନିୟମ ଅନୁସାରେ ଯଦି ଆପଣ ନିଜର ଇଚ୍ଛାରେ କୌଣସି ବିକଳାଙ୍ଗ କୁ ବିବାହ କରନ୍ତି ତେବେ ଆପଣଂକୁ ୫୦ ହଜାର ଟଙ୍କା ମିଳିବ ।ମାତ୍ର ସରକାର ଏଥିରେ ୨୦୨୦ ମସିହାରେ ଏକ ବଡ଼ ପରିବର୍ତ୍ତନ ଆଣିଛନ୍ତି ।ସରକାର ଙ୍କର ନୂଆ ନିୟମ ଅନୁସାରେ ଏଣିକି ବିକଳାଙ୍ଗ ଙ୍କୁ ବିବାହ କଲେ ୫୦ ଲକ୍ଷ ନୁହେଁ ବରଂ ମିଳିବ ୨.୫ ଲକ୍ଷ ଟଙ୍କା।

ଏହି ଯୋଜନା ରେ ପୂର୍ବରୁ ୫୦ ହଜାର ଟଙ୍କା ଏହି ଯୋଡି ଙ୍କୁ ମିଳୁଥିଲା ମାତ୍ର ବର୍ତ୍ତମାନ ଏହା ୨.୫ ଲକ୍ଷ ପର୍ଯ୍ୟନ୍ତ ଏହି ମୈତ୍ରୀ ଯୋଜନା ରେ ଆର୍ଥିକ ରାଶି ସରକାର ପ୍ରଦାନ କରିବେ ବୋଲି ଜଣେଇଛନ୍ତି। ତେବେ ଏହି ଯୋଜନା ଟି ଭାରତ ର ଅନେକ ରାଜ୍ୟରେ ଲାଗୁହୋଇଥିବାର ଜଣାଯାଇଛି ।ତେଣୁ ରାଜ୍ୟ ସରକାର ଏହି ସମସ୍ୟା କୁ ଆଖିରେ ରଖି ବିକଳାଙ୍ଗ ଝିଅ ମାନଙ୍କୁ ବିବାହ କରିବା ପାଇଁ ଯୁବକ ମାନଙ୍କୁ ଏକ ପ୍ରକାର ଉତ୍ସାହିତ କରିବା ପାଇଁ ଯୋଜନା କରିଛନ୍ତି।

ଅରୁନ୍ଧତୀ ଏବଂ ମୈତ୍ୟୟ ଯୋଜନା ଆରମ୍ଭ କରିଛନ୍ତି। ପ୍ରତି ଶାରୀରିକ ଅକ୍ଷମ ପୁଅ ଙ୍କୁ ବିବାହ ପାଇଁ ଏହି ବୋର୍ଡ ପକ୍ଷରୁ ମିଳିବ ୨ ଲକ୍ଷ ଟଙ୍କା। ସେହିପରି ଯଦି ବିକଳାଙ୍ଗ ଝିଅ କୁ ସହିତ ବିବାହ କରନ୍ତି ତେବେ ତାଙ୍କୁ ମଧ୍ୟ ୨.୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ମିଳିବ।

ଏହି ବୋର୍ଡ ର ସୂଚନା ଅନୁସାରେ ଯଦି ଆପଣ ଏହି ଯୋଜନା ରେ ସହାୟତା ରାଶି ପାଇବାକୁ ଚାହାଁନ୍ତି ତେବେ ଆପଣଙ୍କୁ ଏଥି ପାଇଁ ପଞ୍ଜୀକରଣ କରିବାକୁ ପଡ଼ିବ। ଏହା ସହିତ ବିବାହ ର ପାଞ୍ଚ ବର୍ଷ ପରେ ଯାଇ ଏହାର ସମଗ୍ର ଟଙ୍କା ପାଇବେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।