ମାତ୍ର ୫ ବର୍ଷ ର ଝିଅ ଜନ୍ମ ଦେଲା ଏକ ପୁତ୍ର ସନ୍ତାନ ଡାକ୍ତର ମଧ୍ୟ ଏହ ପଛରେ ଥିବା କାରଣ ଦର୍ଶାଇଲେ ଯାହା ଜାଣିଲେ ଆପଣ ମୁଣ୍ଡରେ ହାତ ଦେବେ

0

ଆଜିର ସମାଜ ରେ ପ୍ରତିଦିନ ଅପରାଧ ବଢ଼ି ଚାଲିଛି। ଆଇନ୍ ଯେତେ ଶକ୍ତ ଏବଂ ଜଟିଳ ହେଉଛି ଅପରାଧୀ ମାନେ ଆଇନ୍ ଠାରୁ ଗୋଟିଏ ପାଦ ଆଗରେ ଚାଲିଛନ୍ତି। ତେବେ ସବୁଠାରୁ ବଡ଼ ଦୁଃଖଦ କଥା ହେଉଛି ଅପରାଧର ସବୁ ସୀମା ଆଜି ଏହି ନର ରୂପୀ ମଣିଷ ମାନେ ଅତିକ୍ରାନ୍ତ କରି ସାରିଲେଣି। ଏପରି ଏକ ଘୃଣ୍ୟ କାର୍ଯ୍ୟ ଆଜି ସାମ୍ନା କୁ ଆସିଛି।

ଯାହାକୁ ନେଇ ମଣିଷ ସମାଜ ପାଇଁ ଆଜି ଏହା କଳଙ୍କ ର ଛିଟା ଲଗେଇ ଦେଇଛି। ଜଣେ ବୟସ୍କ ଏବଂ ପରିଣତ ବୟସରେ ମଣିଷ ଟିଏ କେମିତି ଏପରି କୁକର୍ମ କରି ପାରିବ ତାହା ଭାବିବାକୁ ମଧ୍ୟ ଖରାପ ଲାଗୁଛି।ତେବେ ଆମେ ଆଜି ଆପଣଂକ ପାଖକୁ ଏମିତି ଏକ ଘଟଣା ବିଷୟରେ ଜଣେଇବାକୁ ଯାଉଛୁ ଯାହାକି ଅତ୍ୟନ୍ତ ଆଶ୍ଚର୍ଯ୍ୟ ଜନକ ଏବଂ ଅଦ୍ଭୂତପୂର୍ବ ମଧ୍ୟ ।

ତେବେ ଘଟଣା ଟି କିଛି ଏପରି କି ଜଣେ ୫ ବର୍ଷ ର ଝିଅ ଟିଏ ଗର୍ଭବତୀ ହୋଇ ଏକ ପୁତ୍ର ସନ୍ତାନ କୁ ଜନ୍ମ ଦେଇଛି। ତେବେ ଏହି ଘଟଣା ଟି ଏକ କଳ୍ପନା ପର ଲାଗୁଥିଲେ ମଧ୍ୟ ଏହା ସତ୍ୟ ଘଟଣା ଅଟେ ।ଏହି ଘଟଣା ଟି ଦେଖାଯାଇଥିଲା ଅଷ୍ଟ୍ରେଲିଆ ର ଲିଣ୍ଡା ନାମକ ଜଣେ ଝିଅ ଙ୍କ ପାଖରେ। ତେବେ ଏହା କିପରି ସମ୍ଭବ ହୋଇପାରେ ତାହା ଏକ ବଡ ପ୍ରଶ୍ନ ହୋଇଉଠିଥିଲା। ମାତ୍ର ଏନେଇ ଡାକ୍ତର ମଧ୍ୟ ଏହ ପଛରେ ଥିବା କାରଣ ଦର୍ଶାଇ କିଛି ଏମିତି କହିଥିଲେ ଯାହା ଜାଣିଲେ ଆପଣ ମୁଣ୍ଡରେ ହାତ ଦେବେ ।

ତେବେ ଡାକ୍ତର ଙ୍କର କହିବା ଅନୁସାରେ, ୫ ବର୍ଷ ର ନାବାଳିକା ଲିଣ୍ଡା ଜନ୍ମ ରୁ ଏକ ଅଜଣା ରୋଗରେ ରେ ଆକ୍ରାନ୍ତ ହୋଇଥିଲେ।ଯେଉଁ କାରଣ ରୁ ତାଙ୍କର ୩ ବର୍ଷ ବୟସରୁ ମାସିକ ଋତୁସ୍ରାବ ହେବା ଆରମ୍ଭ ହୋଇଯାଇଥିଲା ।ଏବଂ ତାଙ୍କର ପ୍ରଜନନ କ୍ଷମତା ମଧ୍ୟ ଉଚିତ ଥିଲା ।

ଯେଉଁ କାରଣ ରୁ ସେ ମାତ୍ର ୫ ବର୍ଷ ବୟସ ରେ ଏକ ପୁତ୍ର ସଂତାନ କୁ ଜନ୍ମ ଦେବାରେ ସକ୍ଷମ ହୋଇଥିଲେ। ଏବଂ ପିଲା ଟି ମଧ୍ୟ ସୁସ୍ଥ ଭାବରେ ଜନ୍ମ ନେଇଥିଲା ମାତ୍ର ତାର ୧୦ ବର୍ଷ ବୟସରେ ସେ ଏକ ମାନସିକ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିଲା। ତେବେ ଲିଣ୍ଡା ବର୍ତ୍ତମାନ ଅନ୍ୟ ଜଣେ ବ୍ୟକ୍ତି ଙ୍କୁ ବିବାହ କରି ଏକ ପୁତ୍ର ସଂତାନ ର ମା ଅଟନ୍ତି ।ଯାହାଙ୍କୁ ବର୍ତ୍ତମାନ ପ୍ରାୟ ୮୫ ବର୍ଷ ହୋଇଛି ।

ତେବେ ଏତେ କମ ବୟସ ରୁ ତାଙ୍କ ର ଗର୍ଭବତୀ ହେବା ପଛରେ ଥିବା କାହାଣୀ ଜାଣିଲେ ଆପଣଙ୍କ ଆଖିରେ ଲୁହ ଆସିଯିବ। ତେବେ ଘଟଣା କିଛି ଏପରି ଥିଲା କି ଲିଣ୍ଡା ଛୋଟ ଥିବା ସମୟରେ ତାଙ୍କର ନିଜ ବାପା ତା ସହ ଶାରୀରିକ ସମ୍ପକ ରଖୁଥିଲେ ଯେଉଁ କାରଣ ରୁ ସେ ଗର୍ଭବତୀ ହୋଇଥିଲେ ।ତେବେ ଏହା ଜାଣିବା ପରେ ପୋଲିସ ଲିଣ୍ଡା ଙ୍କର ବାପା ଙ୍କୁ ଗିରଫ କରିଛି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।